Odia News Portal
Yearly Archives

2021

ହିଙ୍ଗୁଳା ମନ୍ଦିର ବିକାଶ ପାଇଁ ୯.୩୨ କୋଟି ମଞ୍ଜୁର

ତାଳଚେର: ତାଳଚେରରେ ହିଙ୍ଗୁଳା ମନ୍ଦିରର ମରାମତି ପାଇଁ ୯.୩୨ କୋଟି ଟଙ୍କା ମଞ୍ଜୁର | କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପହଲ୍ଲାଦ ଯୋଷୀ ୯.୩୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କା ଏମସିଏଲର ସିଏସଆର ପାଣ୍ଠିରୁ ଦିଆଯିବ । ଏହି ଖବର ପରେ କେନ୍ଦ୍ରମନ୍ତ୍ରୀ

ତେଲେଙ୍ଗାନାକୁ ଅକ୍ସିଜେନ ପଠାଇଲା ଟାଟା ଷ୍ଟିଲ ବିଏସଏଲ

ଭୁବନେଶ୍ୱର: ଦେଶରେ ମହାମାରୀ କରୋନା ସାଙ୍ଘାତିକ ସ୍ଥିତି ଧାରଣ କରିଥିବା ସମୟରେ ଅକ୍ସିଜେନ ନିଅଣ୍ଟ ସମସ୍ୟା ସୃଷ୍ଟି କରିଛି । ଏପରି ସ୍ଥିତିରେ ଅତ୍ୟାବଶ୍ୟକ ଅକ୍ସିଜେନ ଅଭାବ ଦୂର କରିବା ପାଇଁ ଢେଙ୍କାନାଳର ଟାଟା ଷ୍ଟିଲ ବିଏସଏଲ କାରଖାନା ଆଗକୁ ଆସିଛି। କାରଖାନା ପକ୍ଷରୁ ୫୬ ଟନ ଲିକ୍ୟୁଇଡ଼

ରାଜ୍ୟରେ ଆଜି ୬୧୧୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୭୪୫୭ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୭୦ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୩୫୪୬ ଜଣ

ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଜାରି

ଭୁବନେଶ୍ୱର: ଆଜି ୨୯ ଟ୍ୟାଙ୍କରରେ ୫୧୦ ମେଟ୍ରିକ ଟନ୍ ଅମ୍ଲଜାନ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟକୁ ପଠାଯାଇଛି । ସ୍ୱତନ୍ତ୍ର ଅମ୍ଲଜାନ କରିଡ଼ରରେ ଏହି ଟ୍ୟାଙ୍କରଗୁଡ଼ିକ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ପଠାଯାଇଛି ।

କୋଭାକ୍ସିନର ବଜାର ଦର ଘୋଷଣା

ହାଇଦ୍ରାବାଦ: କୋଭିଶିଲ୍ଡ ଟିକା ପରେ କୋଭାକ୍ସିନର ଦର ଧାର୍ଯ୍ୟ ହୋଇଛି । ଭାରତ ବାୟୋଟେକ କରୋନା ଟିକା କୋଭାକ୍ସିନର ବଜାର ଦର ନିର୍ଦ୍ଧାରଣ କରିଛି। ଶନିବାର ବିଳମ୍ବିତ ସଂଧ୍ୟାରେ ଭାରତ ବାୟୋଟେକ ପକ୍ଷରୁ ଜାରି ଇସ୍ତାହାରରେ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ଲାଗି କୋଭାକ୍ସିନ୍ ଟିକାର ମୂଲ୍ୟ

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ନୂଆ ନିୟମ

ଭୁବନେଶ୍ୱର: ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । କ୍ୱାରେଣ୍ଟାଇନ୍ ନିୟମରେ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ଏଣିକି ୧୪ ଦିନ ପରିବର୍ତ୍ତେ ମାତ୍ର ୭ ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ । କିନ୍ତୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ନିକଟରେ କୋଭିଡ

ସବୁ ମୁଖ୍ୟମନ୍ତ୍ରୀଙ୍କୁ ହାତ ଯୋଡ଼ିଲେ କେଜ୍ରିୱାଲ

ନୂଆଦିଲ୍ଲୀ : ନୂଆଦିଲ୍ଲୀ : ଦିଲ୍ଲୀରେ ଆକ୍ସିଜେନ ଅଭାବରେ ଆଜି ୨୫ ଜଣଙ୍କ ଜୀବନ ଯାଇଛି । ଏହାର ଭୟାବହତାକୁ ବୁଝିସାରିଲେଣି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଅକ୍ସିଜେନ୍ ଅଭାବରୁ ଅନେକ  ହସ୍ପିଟାଲରେ ସ୍ଥିତି ସଙ୍ଗୀନ ହୋଇ ପଡିଛି। ରୋଗୀଙ୍କ ଜୀବନ ବାଜିରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ