Odia News Portal
Yearly Archives

2021

କଟକ ସ୍ୱରେଜ ମାମଲାରେ ଜେଇ ନିଲମ୍ବିତ

କଟକ : କଟକ ସ୍ୱରେଜ ଘଟଣାରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ପରେ ୨ ଜଣ ଜେଇଇ ଓ ଜଣେ ଜୁନିଅର ଇଞ୍ଜିନିୟର ନିଲମ୍ବିତ କରାଯାଇଥିଲା । ଆଜି ଜନସ୍ବାସ୍ଥ୍ୟ ବିଭାଗ ଜେଇ ନିଲମ୍ବିତ । ଜେଇଙ୍କୁ ଜନସ୍ବାସ୍ଥ୍ୟ

କରୋନା ଲଢ଼େଇ ପାଇଁ ନବୀନଙ୍କ ୬ ସୂତ୍ରୀ ଫର୍ମୁଲା

*ଆମ ପ୍ରସ୍ତୁତି ଖରାପ ସ୍ଥିତି ପର୍ଯ୍ୟନ୍ତ ହେଉ | *ଜନସାଧାରଣଙ୍କ ସହଯୋଗ ବିନା ଏହି ଲଢେଇରେ ବିଜୟ ସମ୍ଭବ ନୁହେଁ | *ଅଧିକ ସଂଖ୍ୟକ ବେଡ ପ୍ରସ୍ତୁତ ରଖିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । * ଅମ୍ଲଜାନ ବ୍ୟବସ୍ଥା ଥିବା ବେଡ ସଂଖ୍ୟା ବୃଦ୍ଧି କରିବାକୁ କୁହାଯାଇଛି |

ଯଶୋବନ୍ତପୁର-ହାଓଡ଼ା ମଧ୍ୟରେ ବିଶେଷ ଟ୍ରେନ

ଭୁବନେଶ୍ୱର : ଯଶୋବନ୍ତପୁର ଓ ହାଓଡ଼ା ମଧ୍ୟରେ ୨୨ ଏପ୍ରିଲରୁ ୨୯ ଜୁନ୍, ୨୦୨୧ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଅଛି । ୦୬୫୯୭ ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ଯଶୋବନ୍ତପୁର ଠାରୁ ଏପ୍ରିଲ୍ ୨୨ ରୁ 24 ଜୁନ୍, ୨୦୨୧

ହାଇଦର ଲିଙ୍କ୍: ୨ ପୋଲିସ ଅଧିକାରୀ ଗିରଫ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲାରେ ଆକ୍ସନ ମୋଡ଼ରେ ପୋଲିସ । ତେବେ ଫେରାର ମାମଲାରେ କନଷ୍ଟେବଳ ମହମ୍ମଦ ମୌସିମଙ୍କୁ ଗିରଫ କରାଯାଇଛି । ଏହାସହ ସମ୍ବଲପୁର ଜେଲୱାର୍ଡର ଶିବନାରାୟଣ ନନ୍ଦଙ୍କୁ ମଧ୍ୟ ସେହି ସମାନ ଢଙ୍ଗରେ ଗିରଫ କରାଯାଇଛି । ଉଭୟଙ୍କୁ ଗିରଫ କରିଛି ମଙ୍ଗଳାବାଗ

ମୁଖ୍ୟରାସ୍ତାରେ ପିପିଇ କିଟ୍ ଦେଖି ଲୋକ ଛାନିଆ

ବଲାଙ୍ଗୀର : ଗତବର୍ଷ କରୋନାକାଳରେ ବହୁ ସ୍ଥାନରେ ପିପିଇ ପଡ଼ିଥିବାରୁ ଦେଖିବାକୁ ମିଳିଥିଲା । କରୋନା ବିରୁଦ୍ଧରେ ଲଢ଼େଇ ପାଇଁ ପିପିଇ କିଟ୍ ମୁଖ୍ୟ ଅସ୍ତ୍ର ବୋଲି କୁହାଯାଉଛି । ତେବେ ଏହାର ସଦୁପଯୋଗ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଯଦି ପିପିଇ କିଟ୍କୁ ରାସ୍ତା ଫୋପାଡ଼ି ଦିଆଯାଏ ତେବେ ଏହା

ପଦ ହରାଇବେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ

ନୟାଗଡ଼: ଅନାସ୍ଥା ଭୋଟରେ ହାରିଲେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ।ତେବେ ଅନାସ୍ଥାରେ ହାରିବା ସହ ସରପଞ୍ଚ ପଦବୀ ହରାଇବେ ସୌମ୍ୟରଞ୍ଜନ। ପଞ୍ଚାୟତର ସମସ୍ତ ୧୫ ଓ୍ବାର୍ଡ ସଭ୍ୟ ସୌମ୍ୟରଞ୍ଜନଙ୍କ ବିରୋଧରେ ମତଦାନ କରିଥିବା ସମୟରେ ଏହି ଅନସ୍ଥା ପ୍ରସ୍ତାବକୁ ଲକ୍ଷ୍ମୀପ୍ରସାଦ

ଦ୍ୱିତୀୟ ଲହରରେ ନେଗେଟିଭ୍ ରିପୋର୍ଟ ଯଥେଷ୍ଟ ନୁହେଁ

ନୂଆଦିଲ୍ଲୀ : ସଂପ୍ରତି ସାରା ଦେଶରେ କରୋନାର ଦ୍ୱିତୀୟ ଲହରୀ ଆତଙ୍କ ଖେଳାଇ ଦେଇଛି । ଜନସାଧାରଣଙ୍କୁ କରୋନାରୁ ଦୂରେଇ ରଖିବା ପାଇଁ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ନେଉଛନ୍ତି । ଗତବର୍ଷ ଅପେକ୍ଷା ଦ୍ୱିତୀୟ ଲହର କ୍ଷୀପ୍ର ବେଗରେ ମାଡ଼ି ଚାଲିଥିବାବେଳେ ଏହାର ଲକ୍ଷଣ ମଧ୍ୟ

ୟୁପିରେ ହେବନି ଲକଡାଉନ୍ : ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ : ଆଜି ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆହ୍ଲାବାଦ କୋର୍ଟଙ୍କ ଲକଡାଉନ ନିଷ୍ପତ୍ତି ଉପରେ ଦୁଇ ସପ୍ତାହ ରହିତାଦେଶ ଜାରି କରିଛନ୍ତି । ସୋମବାର ଦିନ ଅ।ହ୍ଲାବାଦ ହାଇକୋର୍ଟ ବାରଣାସୀ,ଗୋରଖପୁର ସମେତ ୫ ସହରରେ ଏପ୍ରିଲ ୨୬ ପର୍ଯ୍ୟନ୍ତ ଲକଡାଉନ୍