Sign in
Sign in
Recover your password.
A password will be e-mailed to you.
Yearly Archives
2021
ଡିଏଲ ଓ ଲର୍ଣ୍ଣିିଂ ଟେଷ୍ଟ ବାତିଲ
ଭୁବନେଶ୍ୱର :- କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟକୁ ବାତିଲ କରିଛି ରାଜ୍ୟ ପରିବହନ ବିଭାଗ । ଆସନ୍ତା ୨୨ ତାରିଖରୁ ପରବର୍ତୀ ନିଦେ୍ର୍ଦଶ ଯାଏଁ ବିଭିନ୍ନ ଆରଟିଓରେ ହେବାକୁ ଥିବା ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ!-->…
ହସ୍ପିଟାଲ ପାଇଁ ଗାଇଡ୍ ଲାଇନ୍ ଜାରି
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ହସ୍ପିଟାଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ଜାରି ହୋଇଛି ଏହି ଗାଇଡଲାଇନ । ମେଡିକାଲ ଯେମିତି ହଟସ୍ପଟ ନପାଲଟିବ, ସେଥିପାଇଁ କଡ଼ା ତାଗିଦ କରାଯାଇଛି । ପ୍ରତ୍ୟେକ ହସ୍ପିଟାଲରେ ଅଲଗା!-->…
ବିନା ଭକ୍ତରେ ହେଲା ରୁକୁଣା ରଥଯାତ୍ରା
ଭୁବନେଶ୍ୱର : ପବିତ୍ର ଅଶୋକାଷ୍ଟମୀ ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଆରମ୍ଭ ହୋଇଛି । ପ୍ରଭୁ ଶ୍ରୀଲିଙ୍ଗରାଜ ଯାତ୍ରା ଆରମ୍ଭ କରି ଗୋଷଗୋରେଶ୍ୱର ଛକରେ ଅଟକିଛନ୍ତି । ଆଜି ପୁଣି ଥରେ ରଥ ଟଣାଯିବ । ରଥରେ ପ୍ରଭୁ ଲିଙ୍ଗରାଜ, ଦେବୀ ରୁକ୍ମିଣୀ ଓ ପ୍ରଭୁ!-->…
ତାଳଚେର ସାରକାରଖାନା ସବ୍ସିଡି ନୀତିକୁ ମଞ୍ଜୁରୀ
ତାଳଚେର ସାରକାରଖାନା ଦ୍ୱାରା କୋଇଲା ବାଷ୍ପୀକରଣ ବ୍ୟବସ୍ଥାରେ ଉତ୍ପାଦିତ ୟୁରିଆ
ସୋଆରେ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମ୍
ଭୁବନେଶ୍ୱର : ବର୍ତମାନ ପରିସ୍ଥିତିରେ ବୃତିଗତ ଏବଂ ଗବେଷଣାତ୍ମକ ଲେଖାକୁ ନେଇ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜନ କରାଯାଇଥିବା ୫ ଦିନିଆ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭ୍ଲପ୍ମେଂଟ ପ୍ରୋଗ୍ରାମ ସୋମବାର ଶେଷ ହୋଇଯାଇଛି ।ଭର୍ଚୁଆଲୀ ଆୟୋଜିତ ହୋଇଥିବା ଏହି!-->…
ଆଜି ରାଜଧାନୀରୁ ୫୮୧ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ବଢୁଛି ସଂକ୍ରମଣ ଭୟ । ତେବେ ଆଜି ଭୁବନେଶ୍ୱରରେ ୫୮୧ ପଜିଟିଭ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୭୦ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ବେଳେ ୧୧୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷେ ୨୦୪ ଜଣ ସଂକ୍ରମିତ ଆଜି ସୁସ୍ଥ ହୋଇ!-->…
ଲକଡାଉନ୍ ହେଉ ଅନ୍ତିମ ବିକଳ୍ପ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହର ଦେଶରେ ହାହାକାର ସୃଷ୍ଟି କଲାଣି । ଦେଶରେ ଅଧିକାଂଶ ରାଜ୍ୟ ଲକଡାଉନ୍, ସଟଡାଉନ୍ ପନ୍ଥା ଆପଣାଇଲେଣି । ଦେଶରେ ସ୍ଥିତି ବିଗିଡିଗଲାଣି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଲହର ସ୍ଥିତିରେ ପ୍ରଥମ ଥର ପାଇଁ!-->…
ଭୁଷୁଡ଼ିଲା ମୁମ୍ବାଇର ବ୍ୟାଟିଂ ଦୁର୍ଗ
ଚେନ୍ନାଇ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ମୁମ୍ବାଇ । ମୁମ୍ବାଇର ଦୁଇ ଓପନର କ୍ୱିଣ୍ଟନ୍ ଡିକକ୍ ଓ ରୋହିତ ଶର୍ମା ମୈଦାନକୁ ଓହ୍ଲାଇଥିଲେ । ଏହି ମ୍ୟାଚରେ ଉଭୟ ଦଳ!-->…
