Odia News Portal
Yearly Archives

2021

କୃଷି ଆଇନ୍ ପ୍ରତ୍ୟାହାର ପରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଏମିତି କହିଲେ ଟିକାୟତ

ନୂଆଦିଲ୍ଲୀ: ଶୁକ୍ରବାର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି କି, ବିବାଦୀୟ ୩ କୃଷି ଆଇନ ପ୍ରତ୍ୟାହାର କରିବା ଲାଗି । ତେବେ ଦୀର୍ଘଦିନ ଧରି ଧାରଣାରେ ବସିଥିବା କୃଷକମାନେ କେବେ ଆନ୍ଦୋଳନରୁ ଓହରିବେ ତାକୁ ଆରମ୍ଭ ହୋଇଛି ଚର୍ଚ୍ଚା । ଏହାରିଭିତରେ ଚାଷୀନେତା ରାକେଶ ଟିକାୟତ ନିଜର ପ୍ରତିକ୍ରିୟାରେ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ସହରାଞ୍ଚଳ ଉନ୍ନତିକରଣ ଲାଗି ୫୦୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳ ରାସ୍ତାଘାଟ ଓ ନର୍ଦ୍ଦମା ମରାମତି ତଥା ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷା ଯୋଗୁଁ ସାରା ରାଜ୍ୟରେ ବିଭିନ୍ନ ସହରାଞ୍ଚଳର କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଶିକାରୀ ମୃତ

ବୌଦ୍ଧ: ବାରହା ଶିକାଲ ଲାଗି ବିଛାଇଥିଲେ ତାର । ହେଲେ ନିଜେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ୨ ଶିକାରୀଙ୍କ ଜୀବନ । ବୌଦ୍ଧ ରେଞ୍ଜ ଗଣ୍ଡିସର ସେକ୍ସନ ପିପଳମୁଣ୍ଡା ଜଙ୍ଗଲରେ ଅଭାବନୀୟ ଘଟଣା। ମୃତକ ହେଲେ କୁରୁକୁଳ ଗାଁର ଦଶ୍ୟନନ୍ଦ ଦେହୁରୀ ଓ ରମ୍ଭିକଟା ଗାଁର କଇରା ବାଘ ବୋଲି

ଅନୁଗୋଳରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଅନୁଗୋଳ: ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବା ସହ ପ୍ରତ୍ୟେକ ଜୀବନ ଗୁରୁତ୍ୱପୂର୍ଣ୍ଣର ନାରା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଯୋଡିହେଲା ଅନୁଗୁଳ। ବଢିଲା

ବଦଳୁନି ଆହାର କେନ୍ଦ୍ରର ଖାଦ୍ୟ ତାଲିକା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅନ୍ୟତମ ଆକର୍ଷଣୀୟ ଓ ସଫଳ ଯାଜନା ଆହାରରେ ଖାଦ୍ୟର ତାଲିକା ଦୀର୍ଘଦିନ ହେଲା ବଦଳୁ ନାହିଁ । ତାଲିକା ବଦଳୁନାହିଁ କି ଏହା ପରିଚାଳନାରେ ଥିବା ସଂସ୍ଥାରେ ବି ପରିବର୍ତ୍ତନ ହେଉନାହିଁ । ଯୋଜନା ଆରମ୍ଭ ସମୟରୁ ଆହାର କେନ୍ଦ୍ରରେ କେବଳ ଭାତ ଡାଲମା ମିଳୁଥିବାବେଳେ

ପୁଣି ଟ୍ରେନରେ ମିଳିବ ରନ୍ଧା ଖାଦ୍ୟ

ଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କୁ ଖାଦ୍ୟ ପାଇଁ ଆଉ ଚିନ୍ତା କରିବାକୁ ପଡ଼ିବନି । କାରଣ ଯାତ୍ରୀଙ୍କୁ ପୁଣି ରନ୍ଧା ଖାଦ୍ୟ ପରଷିବାକୁ ରେଳବାଇ ବୋର୍ଡ ନିର୍ଦ୍ଦେଶ ଜାରି କରିଛି। ଏବେ ଯାତ୍ରୀମାନଙ୍କୁ ଟ୍ରେନରେ ଖାଲି ପେଟରେ ଯାତ୍ରା କରିବାକୁ ପଡିବ ନାହିଁ | କୋଭିଡ-୧୯ କଟକଣା ଯୋଗୁଁ ରେଳବାଇ

ପ୍ରକାଶ ପାଇଲା ଯୁକ୍ତ ୨ ଅଫଲାଇନ୍ ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ଅଫଲାଇନ୍ ପରୀକ୍ଷା ଫଳ। ପାସ ହାର ରହିଛି ୬୮.୬୬%। କଳାରେ ୬ ହଜାର ୩୧୦ ଜଣ ପାସ କରିଥିବା ବେଳେ, ପାସ୍ ହାର ରହିଛି ୭୦.୬୨ ପ୍ରତିଶତ। ସେହିପରି ବାଣତଜ୍ୟରେ ୪୨୨ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ, ପାସ୍ ହାର ରହିଛି ୬୮.୬୧ ପ୍ରତିଶତ।

କଂଗ୍ରେସର କିଷାନ ବିଜୟ ଦିବସ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ତିନି କୃଷି ଆଇନ ରଦ୍ଦ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା ନୂତନ କୃଷି ଆଇନକୁ ଦୀର୍ଘ ଦିନ ଧରି ଚାଷୀ ଓ ଚାଷୀ ସଂଗଠନ ପକ୍ଷରୁ ବିରୋଧ କରାଯାଇ ଆସୁଥିଲା । ଶୁକ୍ରବାର ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି ଚାଷୀମାନଙ୍କୁ ଭେଟି ଦେଇଛନ୍ତି

ଆନ୍ଧ୍ରରେ ବର୍ଷା ବିତ୍ପାତ, ୮ ମୃତ, ୧୨ ନିଖୋଜ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ବର୍ଷା ବିତ୍ପାତ । ଲଗାଣ ବର୍ଷାରେ ବେହାଲ ହୋଇଛି ପୁରା ରାଜ୍ୟ । ଆନ୍ଧ୍ରପ୍ରଦେଶରେ ତିନିଟି ଜିଲ୍ଲା ରୟାଲାସିମା ଏବଂ ଦକ୍ଷିଣ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବର୍ଷା ଜନିତ ଘଟଣାରେ ରାଜ୍ୟରେ ଏଯାବତ୍ ଅତି କମରେ ଆଠ

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଦେଶରେ ଗତ ଶୁକ୍ରବାର ଦିନକ ମଧ୍ୟରେ ୧୦,୩୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ୨୬୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏଥିସହିତ ଦିନକ ମଧ୍ୟରେ ୧୧,୭୮୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂପ୍ରତି ଦେଶରେ ୧,୨୪,୮୬୮ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି