Odia News Portal
Yearly Archives

2021

ନୀଳ ରଙ୍ଗରେ ଝଲସିଲା ରାଜାରାଣୀ ମନ୍ଦିର

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚାଲିଥିବା ଗର୍ଭାଶୟ କର୍କଟ ବିଲୋପ ଅଭିଯାନକୁ ବ‌ର୍ଷେ ପୂରିଛି । ତେଣୁ ଜନ ସଚେତନତା ପାଇଁ ଦାୟିତ୍ବ ବହନ କରିଥିବା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ଏହି ଅଭିଯାନର ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରିଛି । ଏହି ଅବସରରେ ଏଏସ୍‌ଆଇ ଓ କ୍ରିୟା

ଦ୍ରାବିଡ଼-ରୋହିତଙ୍କ ପ୍ରଥମ ଭେଟି

ନୂଆଦିଲ୍ଲୀ: ଦ୍ରାବିଡ ରୋହିତଙ୍କ ପ୍ରଥମ ଭେଟି। ପ୍ରଥମ ଟି-୨୦ରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଲା ଟିମ୍ ଇଣ୍ଡିଆ । ନୂଆ ଅଧିନାୟକ, ନୂଆ କୋଚଙ୍କ ପ୍ରଥମ ଭେଟି। ପ୍ରଥମ ଟି-୨୦ରେ ଦମ୍ ଦେଖାଇଛି ଟିମ୍ ଇଣ୍ଡିଆ । ୫ ୱିକେଟରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ରୋହିତ

ଏମିତିକା ଝିଅଙ୍କୁ ପୁଅମାନେ ଭଲ ପାଇବାକୁ ବାଧ୍ୟ ହୋଇଥାନ୍ତି

ଭୁବନେଶ୍ୱର: ଗୋଟିଏ ସୁନ୍ଦର ବା ସୁସ୍ଥ ସମ୍ପର୍କର ଆରମ୍ଭ ଆକର୍ଷଣରୁ ଆରମ୍ଭ ହୋଇଥାଏ । ଏହି ଆକର୍ଷଣ କେବେ ଗୋଟିଏ ଝିଅର ସୁନ୍ଦରତାରୁ ହୋଇଥାଏ ତ ପୁଣି କେବେ ଏହି ଆକର୍ଷଣ ଇନର ବିୟୁଟି ବା ମଣିଷର ଗୁଣ ବା ସ୍ୱଭାବରୁ ହୋଇଥାଏ । ପୁଅମାନେ ଯେମିତି ଝିଅ ମାନଙ୍କୁ ନିଜ ବ୍ୟକ୍ତିତ୍ୱ ବା ଲୁକ୍

ଶିଶୁଙ୍କୁ ଯୌନ ଶୋଷଣା ମାମଲାରେ ସୁରେନ୍ଦ୍ର ନାୟକ ଗିରଫ

ଭୁବନେଶ୍ୱର : ଅନଲାଇନ୍‌ରେ ଶିଶୁଙ୍କୁ ଯୌନ ଶୋଷଣ ଓ ଉତ୍ପୀଡନ ମାମଲାରେ ଅଭିଯୁକ୍ତ ସୁରେନ୍ଦ୍ର ନାୟକ ହେଲେ ଗିରଫ। ଢେଙ୍କାନାଳ ଜୁବୁଲି ଟାଉନ ଘରୁ ତାଙ୍କୁ ଗିରଫ କରିଛି ସିବିଆଇ। ସ୍ୱତନ୍ତ୍ର ସିବିଆଇ କୋର୍ଟରେ ସୁରେନ୍ଦ୍ର ନାୟକକୁ ହାଜର କରାଯାଇଛି । ଢେଙ୍କାନାଳର ଏକ ପ୍ରଡକ୍ସନ ହାଉସରେ

ପ୍ରଦୂଷଣ ଯୋଗୁଁ ବହୁଳ ମାତ୍ରାରେ ବଢ଼ୁଛି ସିଓପିଡି ସମସ୍ୟା

ଭୁବନେଶ୍ୱର : ପରିବେଶ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ବର୍ତମାନ ଲକଡାଉନ୍ ଘୋଷଣା କରିବାର ପରିସ୍ଥିତି ଉପୁଜିଥିବା ବେଳେ କ୍ରନିକ୍ ଅବ୍ଷ୍ଟ୍ରକ୍ଟିଭ୍ ପଲ୍ମୁନାରୀ ଡିଜିଜ୍ (ସିଓପିଡି) ସମସ୍ୟାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି । ମୁଖ୍ୟତଃ ବାୟୁ ପ୍ରଦୂଷଣ ଯୋଗୁଁ ସିଓପିଡି ରୋଗୀଙ୍କ ସଂଖ୍ୟା ବୃଦ୍ଧି

ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର: ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳର ତିନି ଶାଖା ମହିଳା, ଛାତ୍ର ଓ ଯୁବ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବେ । ରନ୍ଧନଗ୍ୟାସର ଅହେତୁକ ଦର ବୃଦ୍ଧି ଏବଂ ଉଜ୍ୱଳା ଯୋଜନାର ବିଫଳତା ନେଇ ଦଳ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବ । ଦଳର ବରିଷ୍ଠ ନେତ୍ରୀ ପ୍ରମିଲା

ଝିଅକୁ ଦୁଷ୍କର୍ମ ପରେ ହତ୍ୟା କଲା ବାପା

ନୂଆଦିଲ୍ଲୀ: ରାକ୍ଷସ ସାଜିଲା ବାପା । କିଛି କ୍ଷଣର ସୁଖ ଲାଗି ମଣିଷରୁ ପାଲଟି ଗଲା ପଶୁ । ସାମାନ୍ୟ ଦେହର ସୁଖ ଲାଗି ସମ୍ପର୍କକୁ ଭୁଲିଗଲା ବାପା । ନିଜ ଜନ୍ମ କଲା ଝିଅକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଛି ବାପା । ମଧ୍ୟପ୍ରଦେଶରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ପୋଲିସ ଖବର ପାଇବା ପରେ

ପ୍ରାଚୀନ ବୌଦ୍ଧ ଅର୍ଘ ସ୍ତୁପ ସମେତ ୫୦ରୁ ଊର୍ଦ୍ଧ୍ୱ ମାଟି ପାତ୍ର ଉଦ୍ଧାର

ଭଦ୍ରକ: ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତର ମଣିନାଥପୁର ଗ୍ରାମ ନିକଟ ବୈତରଣୀ ନଦୀ କୂଳରୁ ଅର୍ଘ ସ୍ତୁପ ସମେତ ୫୦ରୁ ଊର୍ଦ୍ଧ୍ୱ ମାଟି ପାତ୍ର ଉଦ୍ଧାର ହୋଇଛି । ଏହା ଅଷ୍ଟମ- ନବମ ଶତାବ୍ଦୀ ବେଳର ହୋଇଥିବା ଅନୁମାନ କରାଯାଉଛି । ଉଦ୍ଧାର ସାମଗ୍ରୀ ଏବଂ ସ୍ତୁପକୁ

ଗାଙ୍ଗୁଲିଙ୍କୁ ଗୁରୁ ଦାୟିତ୍ୱ ଦେଲା ଆଇସିସି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଗୁରୁ ଦାୟିତ୍ୱ ଦେଇଛି ଆଇସିସି । ଅନିଲ କୁମ୍ବଲେଙ୍କ ସ୍ଥାନରେ ଆଇସିସି ଅଧ୍ୟକ୍ଷ ହୋଇଛନ୍ତି ସୌରଭ । ୩ଟି ଟର୍ମରେ ୯ ବର୍ଷ ଧରି ଏହି ପଦରେ ରହିଥିଲେ ଅନିଲ । ତେବେ ଆଜି ତାଙ୍କ ସ୍ଥାନରେ

ରାଜଧାନୀରେ ବୋମାମାଡ଼

ଭୁବନେଶ୍ୱର : ଦିନ ଦ୍ୱିପହରରେ ପୋଲିସ୍‌କୁ ଚ୍ୟାଲେଞ୍ଜ । ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ବୋମାମାଡ଼ ହୋଇଛି । ଜମିବିବାଦକୁ ନେଇ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସର ଛାନ୍‌ଭିନ୍‌ ଆରମ୍ଭ । ଖବର ଅନୁଯାୟୀ, ବୁଧବାର ଦିନ ଅପରାହ୍ନ ସମୟରେ ଭୁବନେଶ୍ୱରର ସବୁଠାରୁ