Odia News Portal
Yearly Archives

2021

ତ୍ରିବିକ୍ରମରେ ବେଶରେ ମହାବାହୁ

ପୁରୀ : ଚାଲିଛି ପବିତ୍ର ପଞ୍ଚୁକ ବ୍ରତ । ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ତ୍ରିବିକ୍ରମ ବେଶ ବା ଆଡକିଆ ବେଶ ଅନୁଷ୍ଠିତ ହୋଇଥାଏ । ଅବକାଶ ନୀତି ସମ୍ପନ୍ନ ହେବା ପରେ ପୁଷ୍ପାଳକ ସେବକମାନଙ୍କ ଦ୍ୱାରା ଏହି ବେଶ ସମ୍ପାଦନ ହୋଇଥାଏ

ଚର୍ଚ୍ଚାରେ ପାଟ୍ଟଶାଣୀ

ଭୁବନେଶ୍ୱର: ବିଜେଡିର ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟଶାଣୀଙ୍କୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି । ଶୁଣିବାକୁ ମିଳୁଛି କି, ପ୍ରଶନ୍ନ ବିଜେପିରେ ମିଶିବା ସହ ସେ ରାଜ୍ୟପାଳ ହେବେ । ତେବେ ଏହାକୁ ନେଇ ଆଜି ଗଣମାଧ୍ୟମକୁ ଏକ ପ୍ରତିକ୍ରିୟାରେ କହିଛନ୍ତି କି, ମୋଦି ମୋତେ

ଭୋଟର ଲିଷ୍ଟ ତ୍ରୁଟି ସଂଶୋଧନ ପରାମର୍ଶ

ଭୁବନେଶ୍ୱର: ଭୋଟର ତାଲିକା ସଂଶୋଧନ ନେଇ ସିଇଓ ସୁଶିଲ ଲୋହାନୀ କହିଛନ୍ତି ପ୍ରସ୍ତୁତ ଇଲେକ୍ଟୋରାଲ ରୋଲରୁ ନିଜ ନିଜର ନାଁ ଦେଖିନେବାକୁ ସେ ପରାମର୍ଶ ଦେଇଛନ୍ତି । ଇଲେକ୍ଟୋରାଲ ରୋଲରେ କୌଣସି ତ୍ରୁଟି ଥିଲେ ଆବେଦନ କରିପାରିବେ । ୨୧ ତାରିଖରେ ଭୋଟ କେନ୍ଦ୍ରରେ ବିଏଲଓ ମାନେ ଉପସ୍ଥିତ ରହିବେ ।

ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ହାଲକା ବର୍ଷାରେ ଭିଜୁଛି ଓଡ଼ିଶା । ଟ୍ରପ ଲାଇନ୍ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି । ଆଜି ଲଘୁଚାପର ରୂପ ନେବ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ । ଲଘୁଚାପର ସିଧାସଳଖ ଓଡ଼ିଶା ଉପରେ ପ୍ରଭାବ ପଡ଼ିବ ନାହିଁ ।

ପୂର୍ବତନ ବିଧାୟକ ଉମେଶ ସ୍ୱାଇଁ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବାଲିକୁଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନପ୍ରତିନିଧି ଭାବେ ତାଙ୍କ ନିସ୍ୱାର୍ଥପୁର ସେବା ଓ ଜନକଲ୍ୟାଣକାରୀ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି

ନ୍ୟାୟ ଦାବିରେ ଓଡିଶା ହାଇକୋର୍ଟରେ ପହଁଞ୍ଚିଲେ ମମିତାଙ୍କ ପରିବାର

ଭୁବନେଶ୍ୱର: ନ୍ୟାୟ ଦାବିରେ ଓଡିଶା ହାଇକୋର୍ଟରେ ପହଁଞ୍ଚିଛନ୍ତି ମମିତାଙ୍କ ପିତା ମାତା । କାଲାହାଣ୍ଡି ମହଲିଙ୍ଗ ସନସାଇନ୍ ବିଦ୍ୟାଳୟର ଶିକ୍ଷକ ମମିତା ମେହେରଙ୍କୁ ନ୍ୟାୟ ପାଇଁ ଏହି ନିଷ୍ପତି ନେଇଛନ୍ତି ମମିତାଙ୍କ ପରିବାର । ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତାଙ୍କ ସମ୍ବେଦନଶୀଳ ହତ୍ୟା

ଓଏସଏନଇ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ବିଦେଶରେ ରହିଛନ୍ତି ସତ, କିନ୍ତୁ ଆଜି ବି ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାକୁ ମନେ ରଖିଛନ୍ତି । ଓଡ଼ିଶା ସୋସାଇଟ୍ ଅଫ୍ ନ୍ୟୁ ଇସଲାଣ୍ଡ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଜୁମ୍ ପେ ଧୁମ୍ ଇଉଥ୍ ମୁନମୁନ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ରାଜ୍ୟ ଏବଂ ଦେଶରେ ରହୁଥିବା

ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର

କଟକ: ଆଜି ହେଉଛି ପବିତ୍ର ବଡଓଷା। ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ତେବେ କରୋନା କଟକଣା ପାଇଁ ପୀଠରେ ୧୪୪ ଧାରା ଲାଗୁ କରିଛି ଆଠଗଡ଼ ପ୍ରଶାସନ । କେବଳ ପୂଜକ ସମିତି ପକ୍ଷରୁ ରୀତିନୀତି ଚାଲିଛି । ଭୋର ୪ ଟାରୁ ପହଡ ଖୋଲିବା ପରେ ସ୍ୱତନ୍ତ୍ର ଭାବେ ପ୍ରଥମେ

ଦେଶରେ ଚିହ୍ନଟ ହେଲେ ୧୦,୧୯୭ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୧୦,୧୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୩୦୧ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟାରେ ୧୨,୧୩୪ ଜଣ ସୁସ୍ଥ ହୋଇଛନ୍ତି । ସଂପ୍ରତି ଦେଶରେ ୧,୨୮,୫୫୫ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ଦୈନିକ

ଆଜି ରୋହିତ-ଦ୍ରାବିଡ଼ଙ୍କ ପ୍ରଥମ ପରୀକ୍ଷା

ନୂଆଦିଲ୍ଲୀ: ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ପ୍ରଥମ ଟି-୨୦ରେ ବିଜୟୀ ହେବା ସହ ଟି-୨୦ ବିଶ୍ୱକପର ବଦଲା ନେବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ । ବିରାଟଙ୍କ ପରେ ଟିମ ଇଣ୍ଡିଆ ଅଧିନାୟକ ପଦ ଗ୍ରହଣ କରିଥିବା ରୋହିତ ଶର୍ମା ଏବଂ ନୂଆ କରି ଭାରତୀୟ ଦଳର କୋଚ ପଦ ସମ୍ଭାଳିଥିବା ଦ୍ରାବିଡଙ୍କ