Odia News Portal
Yearly Archives

2021

ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଟିମ ଇଣ୍ଡିଆ

ଅହମଦାବାଦ : ପ୍ରଥମ ମ୍ୟାଚରେ ପରାଜୟବରଣ କରିଥିବା ଭାରତ ଆସନ୍ତାକାଲି ଦ୍ୱିତୀୟ ମ୍ୟାଚ୍ ଖେଳିବ ପ୍ରଥମ ମ୍ୟାଚର ପରାଜୟ ଗ୍ଲାନିକୁ ଭୁଲି ଟିମ୍ ଇଣ୍ଡିଆ ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଫଳାଫଳ ପରେ…

ଜଙ୍ଗଲ ନିଆଁ ସମ୍ପୂର୍ଣ୍ଣ ଆୟତ୍ତାଧିନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ସକ୍ରିୟ ପଦକ୍ଷେପ ପାଇଁ ରାଜ୍ୟରେ ଜଙ୍ଗଲ ନିଆଁକୁ ପ୍ରତିହତ କରିବା ସହ ରାଜ୍ୟରେ ଜଙ୍ଗଲ ଅଗ୍ନି ପରିସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରିଛି । ଶିମିଳିପାଳ ଜଙ୍ଗଲର ନିଆଁକୁ ଆୟାତାଧୀନ କରାଯାଇଛି । ନ୍ୟାସନାଲ ରିମୋଟ୍…

ମାସ୍କ ନପିନ୍ଧିଲେ ବିମାନରୁ ଓହ୍ଳାଇବେ ଯାତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିମାନ ଯାତ୍ରୀଙ୍କ ପାଇଁ ଜାରି ହେଲା କଡା ନିୟମ । ଯାତ୍ରୀମାନେ ଠିକ୍ ଭାବରେ ମାସ୍କ ନପିନ୍ଧିଲେ ବିମାନରୁ ଓହ୍ଳାଇ ଦେବାକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ଡିଜିସିଏ । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ସିଆଇଇଏସଏଫ ଓ ଦେଶର ସବୁ ବିମାନ…

ଅବକାରୀ ବିଭାଗ ଦ୍ୱାରା ୧୨ଶହ ଲିଟର ପୋଚ ନଷ୍ଟ

ପୁରୀ: ଅବକାରୀ ବିଭାଗ ପକ୍ଷରୁ ବେଆଇନ ଦେଶୀ ମଦ ବିକ୍ରି ଉପରେ କଡା ନଜର ରଖାଯାଇ ଥିବା ବେଳେ ଏ ନେଇ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଆଜି ପୁରୀ ର ବାରବାଟୀ ମଶାଣି ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣ ଦେଶୀ ମଦ ତିଆରିରେ ଲାଗୁ ଥିବା ପୋଚ ଗୁଡିକ ନଷ୍ଟ…

୮ ପର୍ଯ୍ୟଟକ ସମୁଦ୍ରରେ ବୁଡି ଯାଉଥିବା ବେଳେ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରରେ ସ୍ନାନ କରିବା ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ଅସାବଧାନତା ପାଇଁ ଦିନକୁ ଦିନ ଅଘଟଣ ବଢ଼ିବାରେ ଲାଗିଛି। ଆଜି ସମୁଦ୍ରରେ ସ୍ନାନ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ୮ ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡି ଯାଉଥିବା ବେଳେ ଉଦ୍ଧାର କରାଯାଇଛି । ୬ ଜଣ ବଙ୍ଗୀୟ ଓ ୨ ଜଣ ଓଡିଶାର…

୩୭ ବର୍ଷ ପରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଜାମିନ ବିହୀନ ଗିରଫ ପରଓ୍ୱାନାର ୩୭ ବର୍ଷ ପରେ ଅଭିଯୁକ୍ତ ଗିରଫ ହୋଇଛି। ପୋଲିସର ସ୍ୱତନ୍ତ୍ର ଡ୍ରାଇଭ ବେଳେ ଅଭିଯୁକ୍ତ ଅକ୍ଷୟ ଜେନାକୁ ଧରିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ପୋଲିସ। ଏକ ଡକାୟତି ମାମଲାରେ ଅଭିଯୁକ୍ତ ଫେରାର ଥିଲା। …

ପୋଲିସକୁ ସଫଳତା ଲକ୍ଷାଧିକ ଟଙ୍କାର ଅଫିମ ଗଛ ନଷ୍ଟ

ପାଳଲହଡା : ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ଅନ୍ତର୍ଗତ ନଗିରା ପଞ୍ଚାୟତ ର ଶିବିଡା ନିକଟସ୍ଥ ଏକ ପାହାଡିଆ ଅଞ୍ଚଳରେ ଗତକାଲି ଲକ୍ଷାଧିକ ଟଙ୍କାର ଅଫିମ ଗଛ ସବୁକୁ ପୋଲିସ ଠାବ କରି ତାକୁ ପୋଡ଼ି ନଷ୍ଟ କରି ଦେଇଛନ୍ତି । ଖବର ରୁ ଜଣାଯାଏ ପାଳଲହଡା ର ଉକ୍ତ ପାଉଡି ଭୂୟାଁ ଅଞ୍ଚଳ ଗୁଡିକ ଘଞ୍ଚ…

ଆଟାକିଙ୍ଗ ମୋଡ଼ରେ ଶାସକ-ବିରୋଧୀ ସଦସ୍ୟ

ଭୁବନେଶ୍ୱର : ଆଜି ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ପୁଣି ହଙ୍ଗାମା କରିଛନ୍ତି । ଫଳରେ ଆଜି ବି ଚାଲିପାରିଲାନି ଗୃହକାର୍ଯ୍ୟ । ତେବେ ଦିନ ସାଢେ ୧୧ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ଗୃହରେ ହଙ୍ଗାମା କରିଥିଲେ ଉଭୟ ଶାସକ ଓ ବିରୋଧୀ । ଫଳରେ ଅପରାହ୍ନ ୪ଟାଯାଏଁ ଗୃହକୁ…

ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳୁ: ମନ୍ତ୍ରୀ

ମହାରଥୀଙ୍କ ପରିବାରରୁ କାହାରିକୁ ପ୍ରାର୍ଥୀ କରିବା ପାଇଁ କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, “ମହାରଥୀଙ୍କ ଅବଦାନ ତଥା ତାଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି ପିପିଲି ନିର୍ବାଚନମଣ୍ଡଳୀ ଲୋକେ । ପିପିଲି ଭୋଟର ମହାରଥୀଙ୍କ ପରିବାରକୁ…