Odia News Portal
Yearly Archives

2021

୧୭୫ ଗ୍ରାମ ଧଳା ଜହର ଜବତ, ୨ ଅଟକ

ଆଠଗଡ଼: ଆଠଗଡ଼ରେ ମାଡ଼ି ଚାଲିଛି ଧଳା ଜହର ବେପାରର ଚେର | ଆଠଗଡ଼ରୁ ବ୍ରାଉନସୁଗାର ଜବତ କଲା ଏସଟିଏଫର ଏକ ଟିମ୍ । ଗତକାଲି ରାତିରେ ପୁରୁଣା କଟକଟ ସମ୍ବଲପୁର ରାସ୍ତା ଆଁକୁଲା ଠାରେ ଥିବା ପାରିଜାତ ହୋଟେଲରରୁ ଜବତ ହୋଇଛି ଏହି ୧୭୫ଗ୍ରାମ ବ୍ରାଉନସୁଗାର । ହୋଟେଲ ମାଲିକ ପ୍ରଶାନ୍ତ ସାହୁ ଓ ଜଣେ…

ଭଦ୍ରକରେ ଦେହ ବେପାର: ୪ ମହିଳା ଉଦ୍ଧାର

ଭଦ୍ରକ: ଭଦ୍ରକ ସହରରେ ପୋଲିସର ନାକତଳେ ଚାଲିଛି ବେଧଡ଼କ ଦେହ ବେପାର, ପୋଲିସ ମୁଖ୍ୟାଳୟର ଅନତି ଦୂରରେ ଚାଲିଛି ଏହି ସେକ୍ସ ରାକେଟ | ଭଦ୍ରକ ସହର ଡଗମୁଣ୍ଡ ସ୍ଥିତ ଏକ ଭଡା ଘରୁ ସେକ୍ସ ରାକେଟ ଠାବ କରିଛି ଟାଉନ ଥାନା ପୋଲିସ | ଏଥିରେ ସମ୍ପୃକ୍ତ ୪ ମହିଳାଙ୍କୁ ପୋଲିସ ଅଟକ ରଖିଥିବା ବେଳେ ୨ ଜଣ…

କର୍ଲାପାଟରେ ହାତୀ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

କଳାହାଣ୍ଡି: କର୍ଲାପାଟ ଅଭୟାରଣ୍ୟରେ ଥମୁନି ହାତୀ ମଡ଼କ | କର୍ଲାପାଟରେ ଏବେ ହାତୀ ମୃତ୍ୟୁ ସଂଖ୍ୟା ୭ କୁ ପହଞ୍ଚିଛି । ଶନିବାର ଘୁଷୁରୀଗୁଡି ନାଳ ନିକଟରୁ ଆଉ ଏକ ହାତୀ ଛୁଆର ମୃତ ଦେହ ଠାବ କରାଯାଇଛି। କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର କେନ୍ଦ୍ରୀୟ ଟିମ୍ ଅଭୟାରଣ୍ୟରେ ଅନୁଧ୍ୟାନ…

ସୂର୍ଯ୍ୟ, ତେଓ୍ୱତିଆ ଓ କିଷାନଙ୍କୁ ସୁଯୋଗ

ନୂଆଦିଲ୍ଲୀ : ବାରମ୍ବାର ଭଲ ପ୍ରଦର୍ଶନ କରିଆସୁଥିଲେ ବି ଜାତୀୟ ଦଳରେ ସ୍ଥାନ ପାଇପାରୁନଥିବା ସୂର୍ଯ୍ୟକୁମାର ଯାଦବଙ୍କ ସ୍ବପ୍ନ ପୂରଣ ହୋଇଛି । ଆଗାମୀ ଇଂଲଣ୍ଡ ବିପକ୍ଷ ଟି-20 ସିରିଜ ପାଇଁ ବିସିସିଆଇ ଆଜି ଭାରତୀୟ ଦଳ ଘୋଷଣା କରିଥିବାବେଳେ ସୂର୍ଯ୍ୟକୁମାର ସ୍ଥାନ ପାଇଛନ୍ତି। ବିସିସିଆଇ…

କୃଷି, ଶିଳ୍ପରେ ହୋଇଛି ଅଭିବୃଦ୍ଧି

ଭୁବନେଶ୍ୱର: ବଜେଟ ପୂର୍ବରୁ ଆଜି ବିଧାନସଭାରେ ୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । କୋଭିଡ୍ ମହାମାରୀ ଯୋଗୁଁ ରାଜ୍ୟର ଅଭିବୃଦ୍ଧି ପ୍ରଭାବିତ ହେବ । ୨୦୨୦-୨୧ରେ ଅଭିବୃଦ୍ଧି ହାର ୪.୯୨%କୁ ହ୍ରାସ ପାଇବ । ୨୦୧୯-୨୦ରେ ଅଭିବୃଦ୍ଧି ହାର ୫.୨୧ ପ୍ରତିଶତ ଥିଲା ।…

ଓସାକା ଅଷ୍ଟ୍ରେଲିଆନ୍ ଓପନ୍‌ ବିଜୟିନୀ

ସିଡନୀ : ନୂଆବର୍ଷରେ ଜାପାନର ମହିଳା ଟେନିସ୍‌ ତାରକା ନାଓମି ଓସାକାଙ୍କୁ ବଡ଼ ସଫଳତା ମିଳିଛି । ସେ ଜେନ୍‌ ବ୍ରାଡିଙ୍କୁ ହରାଇ ଅଷ୍ଟ୍ରେଲିଆନ୍‌ ଓପନ୍‌-୨୦୨୧ ଟାଇଟଲ୍ ବିଜୟିନୀ ହୋଇଛନ୍ତି । ଫାଇନାଲ ମ୍ୟାଚ‌କୁ ୬-୪ ଏବଂ ୬-୩ରେ ଜିତି ନେଇଛନ୍ତି ଓସାକା। ସେ ଦ୍ବିତୀୟ ଥର ଅଷ୍ଟ୍ରେଲିଆନ୍‌…

ଲକଡାଉନ ସମ୍ଭାବନାକୁ ଏଡ଼ାଇ ହେବନି: ଡ଼ିଏମଇଟି

ଭୁବନେଶ୍ୱର: ମହାରାଷ୍ଟ୍ରରେ କରୋନା ସ୍ଥିତି ଜଟିଳ ହେବା ପରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ଡ଼ିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, ବର୍ତମାନ ସ୍ଥିତିରେ ଦୈନିକ ସଂକ୍ରମଣ ନେଇ ଲକଡ଼ାଉନ୍ କଥା ନାହିଁ । ହେଲେ ଲକଡାଉନ ସମ୍ଭାବନାକୁ ଏଡ଼ାଇ ହେବ ନାହିଁ । ମହାରାଷ୍ଟ୍ର ଓ…

ସଂରକ୍ଷଣ ନକଲେ ଇତିହାସ କ୍ଷମା ଦେବନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ମନ୍ତବ୍ୟ | ନୀତି ଆୟୋଗର ଷଷ୍ଠ ବୈଠକରେ ଯୋଗଦେଇ କଡା ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି- ଗଣତନ୍ତ୍ରରେ ନିର୍ବାଚନର ଆବଶ୍ୟକତା ରହିଛି । ହେଲେ ନିର୍ବାଚିତ ହେବାପରେ ସରକାର ଦଳମତ ନିର୍ବିଶେଷରେ ଲୋକଙ୍କ ହିତ…

ପୁରୀ ବାସେଳୀ ସାହି ଲୁଟ୍: ୨ ଅଭିଯୁକ୍ତ ଗିରଫ

ପୁରୀ: ଘରେ ପଶି କଳାକନା ବୁଲାଇବା ଘଟଣାରେ ପୋଲିସ ହାତରେ ଧରା ପଡ଼ିଛନ୍ତି ୨ ଅଭିଯୁକ୍ତ |ପୁରୀରେ ସୁନା ଅଳଙ୍କାର ଓ ମୋବାଇଲ ଆଦି ଲୁଟ ଘଟଣାରେ ବାସେଳି ସାହି ଥାନା ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଗିରଫ ଦୁଇ ଅଭିଯୁକ୍ତ ହେଲେ ବାସେଳୀ ସାହି ଥାନା ନୋଳିଆ ସାହିର ଦୀପକ…

ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ…

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ |ତେବେ ଆଜି ମଣ୍ଡି ଅବ୍ୟବସ୍ଥା ନେଇ ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଚଳିତବର୍ଷ ୫୫.୦୩ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ଚଳିତବର୍ଷ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଥିବା ନେଇ…