Odia News Portal
Yearly Archives

2021

ଯୁବ ଇଞ୍ଜିନିୟର ସାଇବର ଠକେଇର ଶିକାର

ଭୁବନେଶ୍ୱର: ସିଲିଗୁଡିରୁ କଲଗାର୍ଲ ଯୋଗାଇଦେବାକୁ କହି ଚୂନ ଲଗାଇଲା ସାଇବର ଠକ । ଲୋଭରେ ପଡି ୯୪ ହଜାର ଟଙ୍କା ହରାଇଲେ ଭୁବନେଶ୍ୱରର ଯୁବକ । ଏସକର୍ଟ ସର୍ଭିସ ନାଁରେ ଗୁଗୁଲ ପେ ମାଧ୍ୟମରେ ହୋଇଥିବା ଏହି ବଡଧରଣର ଠକେଇ ନେଇ ସାଇବର ହେଲ୍ପ ଡେକ୍ସରେ ଅଭିଯୋଗ ହୋଇଛି । ସାଇବର ଠକେଇ ରୋକିବାକୁ…

ଡିଜିପି ଅଫିସ ଘେରିଲା ବିଜେପି

କଟକ: ମାହାଙ୍ଗାର ଡବଲ ମର୍ଡର ମାମଲାକୁ ନେଇ ତେଜୁଛି ରାଜନୀତି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକୁ ଜୋରଦାର କରିଛି ବିଜେପି ଦଳ। ରାଜ୍ୟର ବିଭିନ୍ନ ଥାନା ଓ ଏସପି ଅଫିସ୍ ଆଗରେ ବିକ୍ଷୋଭ କରିବା ପରେ ଆଜି ଡିଜିପି ଅଫିସ୍ ଘେରାଉ କରିଛି ଦଳ। ସୂଚନା ଅନୁସାରେ,…

ମହିଳା କମିଶନ ସଦସ୍ୟାଙ୍କ ବିବାଦୀୟ ବୟାନ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାରେ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ରାଷ୍ଟ୍ରୀୟ ମହିଳା ଆୟୋଗ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ ଗୁରୁବାର ଦିନ ପୀଡିତାଙ୍କ ପରିବାର ନିକଟକୁ ଗସ୍ତ କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ସହିତ ବୈଠକ ମଧ୍ୟ କରିଥିଲେ । କିନ୍ତୁ ଏହି ସମୟରେ…

ନାର୍କୋ ଟେଷ୍ଟକୁ ପରୀ ଅଭିଯୁକ୍ତର ନା

ନୟାଗଡ଼: ନାର୍କୋ ଟେଷ୍ଟକୁ ନାବାଳକ ଅଭିଯୁକ୍ତଙ୍କ ନା| ନାର୍କୋ ଟେଷ୍ଟ ନିମନ୍ତେ ଅମଙ୍ଗ ହେଲେ ଅଭିଯୁକ୍ତ । ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଏସ୍‌ଆଇଟି ଦ୍ୱାରା ଗିରଫ ନାବାଳକ ଅଭିଯୁକ୍ତ ଆଜି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର ହୋଇଥିବା ବେଳେ ସେଠାରେ ନାର୍କୋ ଟେଷ୍ଟ…

କଲେଜରେ ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ

ଭୁବନେଶ୍ୱର : କରୋନା କଟକଣା ଯୋଗୁ ଦୀର୍ଘ ୯ ମାସ ପରେ ଆଜି ଖୋଲିଛି ସ୍କୁଲ ଓ କଲେଜ | ତେବେ କଲେଜରେ କୋଭିଡ଼ ନିୟମ ପାଳନର ଅନୁଧ୍ୟାନ ନିମନ୍ତେ ବିଜେବି କଲେଜକୁ ପହଞ୍ଚିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କଲେଜରେ କୋଭିଡ଼ ନିୟମ ସଠିକ ଭାବେ ପାଳନ କରାଯାଉଛି କି ନାହିଁ ସେ ନେଇ ଟିକିନିଖି…

ରାଜଧାନୀରେ ମିଳିବ ‘ମୋ ଖତ’

ଭୁବନେଶ୍ୱର : ରାଜଧାନୀରେ ମିଳିବ`ମୋ ଖତ’ । ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏହାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ମହାମଗର ନିଗମ ଅଞ୍ଚଳ ଓଦା ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ‘ମୋ ଖତ’ | ଭୁବନେଶ୍ୱର ୮ଟି…