ମୁକେଶ ଅମ୍ବାନୀଙ୍କ ଉପରେ ବିପଦ
ଭାରତର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍ ଅଫ୍ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କ ଉପରେ ଘନୁଛି ବିପଦ । ଦକ୍ଷିଣ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନ ‘ଆଣ୍ଟିଲିଆ’ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି । ଜଣେ ଟ୍ୟାକ୍ସି ଚାଳକ ଏନେଇ ପୋଲିସକୁ ସୂଚନା ଦେବା ପରେ!-->…