Odia News Portal
Yearly Archives

2021

ତକିଆ ସହ ଜଡିତ କିଛି ବିଶେଷ କଥା

ରାତିରେ ନିଦ ନହେବା, ବାରମ୍ବାର ନିଦ ଭାଙ୍ଗିବା, ସକାଳୁ ଉଠିବା ପରେ ସତେଜ ଅନୁଭବ ନହେବା, ମୁଣ୍ଡ, ବେକ ଓ କାନ୍ଧରେ କଷ୍ଟ ଅନୁଭବ ହେବା ଭଳି ସମସ୍ୟା କିଛି ଲୋକଙ୍କ ନିକଟରେ ଦେଖିବାକୁ ମିଳେ । ଯଦି ଏଭଳି ସମସ୍ୟା ଆପଣଙ୍କ ନିକଟରେ ଦେଖିବାକୁ ମିଳୁଛି, ତେବେ ପ୍ରଥମେ ତକିଆ ଯାଞ୍ଚ କରି

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ପୂୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଅନୁଗୁଳସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ‌ସେ ଏହି ଘୋଷଣା କରିଛନ୍ତି। ନିଜର ଇସ୍ତଫା ପତ୍ରକୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ଶ୍ରୀ ସାହୁ ବିଜେଡି ଛାଡିବା

କୋଭାକ୍ସିନକୁ WHOର ଅନୁମତି

ନୂଆଦିଲ୍ଲୀ: ଭାରତୀୟ କରୋନା ଟିକା କୋଭାକ୍ସିନକୁ ଶେଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମାନ୍ୟତା ମିଳିଛି । କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ‘ହୁ’ ପକ୍ଷରୁ ମଞ୍ଜୁରି ପ୍ରଦାନ କରାଯାଇଛି । ଆଇସିଏମଆର ସହଯୋଗରେ ସ୍ୱଦେଶୀ କମ୍ପାନୀ ଭରତ ବାୟୋଟେକ୍ ଏହି ଟିକା ପ୍ରସ୍ତୁତ କରିଛି।

ଆଇନଜୀବୀ ଆଦିତ୍ୟ ମହାପାତ୍ର ହେବେ ହାଇକୋର୍ଟ ବିଚାରପତି

କଟକ: ଆଇନଜୀବୀ ଆଦିତ୍ୟ ମହାପାତ୍ର ହେବେ ଓଡିଶା ହାଇକୋର୍ଟ ବିଚାରପତି । ହାଇକୋର୍ଟ ଜଜ ଭାବେ ଆଦିତ୍ୟ ମହାପାତ୍ରଙ୍କ ନିଯୁକ୍ତିକୁ ରାଷ୍ଟ୍ରପତିଙ୍କ ମୋହର ବାଜିଛି । ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଭାରତର ସମ୍ବିଧାନର ଧାରା 217 ର ଧାରା (1) ଦ୍ୱାରା ପ୍ରଦାନ

ରାଜଧାନୀ ଡବଲ ମର୍ଡର ଘଟଣା, ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: କଳିଙ୍ଗନଗର ଡବଲ ମର୍ଡର ଗୁମର ଯେତେ ଖୋଲୁଛି, ସଇତାନ ସ୍ୱାମୀ ଅବନ୍ତି ବିଜୟା ମଙ୍ଗାରଜଙ୍କ କାରନାମା ସେତେ ସେତେ ପଦାକୁ ଆସିବାରେ ଲାଗିଛି । ହତ୍ୟା ପଛର ସତ କହିଛନ୍ତି ଅବନ୍ତିଙ୍କ ଶଳା ସୁମନ୍ତ ପ୍ରଧାନ । ହତ୍ୟା ପଛର କାରଣ ସେୟାର ବଜାର କାରବାରରେ କ୍ଷତି ବୋଲି କହିଛନ୍ତି

ଆସିଲା ଛଟ୍ ପୂଜା ପାଇଁ ସିଏମସିରେ ଗାଇଡଲାଇନ୍

କଟକ: ବିହାର ଲୋକଙ୍କ ପ୍ରସିଦ୍ଧ ପର୍ବ ଛଟ୍ ପାଇଁ ଗାଇଡଲାଇନ ଜାରି କରିଛି କଟକ ମହାନଗର ନିଗମ । କୋଭିଡ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଛଟ୍ ପୂଜା ପାଇଁ କଟକଣା ଜାରି କରାଯାଇଛି । ପୂଜା ବେଳେ ନଦୀ ଶଯ୍ୟାରେ ଏକାଠି ନ ହେବାକୁ ବାରଣ କରିଛି ସିଏମସି । ଛଟ୍ ପୂଜା ପାଇଁ କଟକର ବିଭିନ୍ନ ନଦୀଶଯ୍ୟାରେ

ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର : ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥତା କାରଣରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତି କରାଯାଇଛି । ଏ ନେଇ ପିସିସି ଉପସଭାପତି ଶ୍ରୀ ଗଣେଶ୍ୱର ବେହେରା ସୂଚନା ପ୍ରଦାନ କରିଛନ୍ତି। ଗତକାଲି କଂଗ୍ରେସର

ଲିଫ୍ଟରେ ଫସିଲେ ୮ ଆଇନଜୀବୀ

ପୁରୀ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଘଟଣ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲାଗିଥିବା ଲିପ୍ଟରେ ଫସିଲେ ୮ ଜଣ ଆଇନଜୀବୀ । ଏନେଇ ଜଣାପଡ଼ିବାର ୨୦ ମିନିଟ ପରେ ସେମାନଙ୍କୁ ଲିପ୍ଟରୁ ବାହାର କରାଯାଇଥିବା ଜଣାପଡ଼ିଛି । ଲିପ୍ଟ ଅଚଳ ହେବା ଯୋଗୁଁ ଏହି ଅଘଟଣ ଘଟିଥିବା ସାମ୍ନାକୁ ଆସିଛି। ସୂଚନା

କାବୁଲ ଡାକ୍ତରଖାନା ଉପରେ ଆକ୍ରମଣରେ ତାଲିବାନ କମାଣ୍ଡର ମୃତ

କାବୁଲ: କାବୁଲ ସେନା ହସପିଟାଲ ବିସ୍ଫୋରଣରେ ତାଲିବାନ ସେନାର ଜଣେ ଶୀର୍ଷ କମାଣ୍ଡର ମୃତ। ହକ୍କାନୀ ନେଟୱର୍କ ନେତା ଓ ବଦ୍ରି କର୍ପସ ସ୍ପେଶାଲ ଫୋର୍ସ ଅଧିକାରୀ ହମ୍‌ଦୁଲ୍ଲାହ ମୋଖଲିସ ନିହତ ହୋଇଥିବା ସୂଚନା ମିଳିଛି। ତାଲିବାନର କାବୁଲ ଦଖଲ ପରେ କୌଣସି ଶୀର୍ଷ ନେତା ପ୍ରାଣ ହରାଇଛନ୍ତି। ସେନା

କେନ୍ଦ୍ରାପଡାରେ ଅଁଳା ନବମୀ ସ୍ଥାନୀୟ ଛୁଟି

କଟକ: କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଏହି ରାଜସ୍ୱ ଅଞ୍ଚଳ ମଧ୍ୟରେ ତିନିଟି ଜିଲା ପାଇଁ ଗୋଟିଏ ଲେଖାଏଁ ଦିନକୁ ସ୍ଥାନୀୟ ଛୁଟି ଭାବରେ ଘୋଷଣା କରିଛନ୍ତି । ତଦନୁଯାୟୀ ଭଦ୍ରକ ଜିଲାରେ ଚଳିତ ନଭେମ୍ବର ମାସ ୫ ତାରିଖକୁ କାଳୀପୂଜା ପାଇଁ ସ୍ଥାନୀୟ ଛୁଟି ଦିବସ ଭାବରେ ଘୋଷଣା କରାଯାଇଛି । ସେହିଭଳି