Odia News Portal
Yearly Archives

2021

ପୂର୍ବତନ ମନ୍ତ୍ରୀ ରାମକୃଷ୍ଣଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ

ରାଜନେତା ରାମକୃଷ୍ଣ ପଟ୍ଟନାୟକ ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସ୍ୱର୍ଗତ ରାମକୃଷ୍ଣ ପଟ୍ଟନାୟକ ଜଣେ ଅଭିଜ୍ଞ ଜନନେତା ଓ ପ୍ରଶାସକ ଥିଲେ । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ

ଅଙ୍ଗନୱାର୍ଡି କର୍ମୀଙ୍କ ସାଂଘାତିକ ଅଭିଯୋଗ

ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗହଳିରେ ରାଜନୈତିକ ଉଷ୍ମତା ଧିରେ ଧିରେ ବଢ଼ିବାକୁ ଲାଗିଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ କର୍ମୀ ଯୋଗାଡରେ ଲାଗିପଡିଛନ୍ତି ଦଳୀୟ ନେତୃବୃନ୍ଦ । କିନ୍ତୁ ଦଳୀୟ କାର୍ୟ୍ୟକ୍ରମ ପାଇଁ ବାଙ୍କୀ ସି.ଡି.ପି.ଓ ରୂପାଲି ମିତ୍ର ଖୁଲମ୍ ଖୁଲା ଭାବେ କର୍ମୀଯୋଗାଡରେ

ଚିରନିଦ୍ରାରେ ରାମକୃଷ୍ଣ ପଟ୍ଟନାୟକ

ବରିଷ୍ଠ ରାଜନେତା ପୂର୍ବତନ ମନ୍ତ୍ରୀଙ୍କ ପରଲୋକ ହୋଇଯାଇଛି । ୮୧ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିଲେ।ତାଙ୍କ ବିୟୋଗରେ ସାରା ଗଞ୍ଜାମ ଜିଲ୍ଲା ମ୍ରିୟମାଣ । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରାମକୃଷ୍ଣ ପଟ୍ଟନାୟକ।

୨୦୨୨ ସୁଦ୍ଧା ୧୧୪୦୩ ଶିକ୍ଷକଙ୍କୁ ନିଯୁକ୍ତି କରିବେ ନବୀନ

୧୧୪୦୩ ଶିକ୍ଷକ ପଦବୀ ପୁରଣ ପାଇଁ ପଦକ୍ଷପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନାନୁଯାୟୀ ଗୋଟିଏ ଦିନରେ ୬୧୩୧ ଜଣ ଶିକ୍ଷକକୁ ନିଯୁକ୍ତି ଦିଆଯାଇଥିଲା । ଚଳିତ ବର୍ଷ ପ୍ରଥମ ପର୍ୟ୍ୟାୟରେ ୪୬୧୯ ଜଣ ହିନ୍ଦୀ, ସଂସ୍କୃତ ଓ କ୍ରୀଡା ଶିକ୍ଷକ ପଦବୀ ପୂରଣ ନିମନ୍ତେ ଅଗଷ୍ଟ ୧୩ରେ ଏବଂ

ଚୀନ ରେ ଲକ୍ ଡାଉନ

ଚୀନରେ ପୁଣି ଥରେ ବ୍ୟାପିଛି ସଂକ୍ରମଣ । କୋରନାର ନୂଆ ଲହରକୁ ରୋକିବା ପାଇଁ ଲକ୍ ଡାଉନ ଘୋଷଣା କରିଛନ୍ତି ଚୀନ ସରକାର । ଆବଶ୍ୟକ ନପଡିଲେ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଚୀନ ସରକାର । ପ୍ରତି ଦିନେ ଛଡା ଦିନେ ଘରର କେବଳ ଜଣେ ଲୋକ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଘରୁ

ଆଦିତ୍ୟ ଠାକେରଙ୍କୁ ହତ୍ୟା ଧମକ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକ୍ରେଙ୍କୁ ହତ୍ୟା ଧମକ ଦିଆଯିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି । ଏହି ଘଟଣାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କରାଯାଇଛି । ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି । ଅବଶ୍ୟ ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ

ଖବର କାଗଜ ହକରଙ୍କୁ କୋଭିଡ ସହାୟତା

ରାୟଗଡ:- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଖବର କାଗଜ ହକର ମାନଙ୍କୁ ସେମାନଙ୍କର ହକ୍ ପ୍ରଦାନ କରିଛନ୍ତି। ସେମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସେମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା ସହିତ ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ

ପୁରୀ ବ୍ଲୁ ପ୍ଲାଗ ବିଚ୍ କୁ ବିରେଧ

ପୁରୀ ବେଳାଭୂମିରେ ନୁତନ ବ୍ଲୁ ପ୍ଲାଗ ବିଚ୍ କୁ ତୀବ୍ର ବିରୋଧ କରାଯାଇଛି ।ଏହାକୁ ନେଇ ପୁରୀ ବେଳାଭୂମି ବ୍ୟବସାୟୀ ସଂଘ ତରଫରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଛି । କ୍ଷୁଦ୍ର ଓ ଉଠା ବ୍ୟବସାୟୀଙ୍କ ସହ ମହିଳା ବ୍ୟବସାୟୀ ବହୁ ସଂଖ୍ୟାରେ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଗତ ୧୭ତାରିଖରୁ

ଆମେରିକାରେ ଫାଇଜର ବଟିକାକୁ ମିଳିଲା ଅନୁମତି

କୋଭିଡ ଆକ୍ରନ୍ତ ଚିକିତ୍ସା ନିମନ୍ତେ ଆମେରିକାରେ ଫାଇଜର ବଟିକାକୁ ମିଳିଲା ଅନୁମତି । ଫାଇଜରର ପାକ୍ସଲୋଭିଡ୍ ୧୨ ବର୍ଷରୁ ଅଧିକ ଓ ୪୦ କେଜିରୁ ଅଧିକ ବ୍ୟକ୍ତି ଖାଇ ପାରିବେ । ମେଡିକାଲରେ ଭର୍ତ୍ତି ହେବା ପରି ଅବସ୍ଥା ଆସିବା ପୂର୍ବରୁ କରୋନା ଟେଷ୍ଟ କରି ଜଣେ ଘରେ ରହି ଏହି ବଟିକା ସେବନ

ଡରାଉଛି ଓମିକ୍ରନ ଦେଶରେ ୨୩୫ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭାରତରେ କାୟା ବିସ୍ତାର କରୁଛି ଓମିକ୍ରନ୍ । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬ ଛୁଇଁଛି । ୧୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାୟା ମେଲାଇଛି ଓମିକ୍ରନ । ମହାରାଷ୍ଟ୍ରରେ ନୂଆ ଭାରିଆଣ୍ଟ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ଛୁଇଁଛି। ଦିଲ୍ଲୀରେ ୬୪, ତେଲେଙ୍ଗାନାରୁ ୨୪ ଜଣ ପଜିଟିଭ୍