ସାଇକେଲ ଥୋଇ ନଦୀକୁ ଡେଇଁ ପଡ଼ିଲେ
କଟକ :ଚୌଦ୍ୱାର ବିରୂପା ବ୍ରିଜ ଉପରୁ ଚପଲ ଏବଂ ସାଇକେଲ ରଖିଲେ । ହେଲେ ବ୍ୟକ୍ତି ଜଣକ ବିଜ୍ର ଉପରୁ ବିରୂପା ନଦୀ ଗର୍ଭକୁ ଡେଇଁପଡିଲେ । ହେଲେ ବ୍ୟକ୍ତି ଜଣକ କିଏ ଓ କାହିଁକି ନଦୀକୁ ଡେଇଁପଡିଲେ ତାହାକ କୌଣସି କାରଣ ଏଯାଏ ଜଣାପଡିନାହିଁ ।
ଘଟଣାସ୍ଥଳରେ ପୋଲିସ ଓ ଚୌଦ୍ୱାର!-->!-->!-->…