Odia News Portal
Yearly Archives

2021

ଜାଣନ୍ତୁ ଖାଇବା ପରେ ନିଦ କାହିଁକି ଆସେ

ଭୁବନେଶ୍ବର: ଏମିତି ବି କେତେକ ଖାଦ୍ୟ ଅଛି ଯାହାକୁ ଖାଇବାମାତ୍ରେ ନିଦ ଆସେ। ଆମମାନଙ୍କ ଭିତରୁ ଅନେକ ଲୋକଙ୍କର ଏପରି ଧାରଣା ଯେ ଖାଇ ସାରିଲେ ଶୋଇବା ସ୍ୱାସ୍ଥ୍ୟପକ୍ଷେ ଭଲ। ଆଉ କିଛି ଲୋକ ମନେ କରନ୍ତି ଯେ ଖାଇ ଶୋଇଲେ ବଢ଼ଇ ଆୟୁ। କେତେକ ଲୋକ କୁହନ୍ତି ଯେ ଖାଇବା ପରେ ସେମାନଙ୍କୁ ନିଦ

ସୈନିକ ସ୍କୁଲ୍ ପ୍ରବେଶିକା ପରୀକ୍ଷା ଆବେଦନ ଫର୍ମ ଦାଖଲର ତାରିଖ ବୃଦ୍ଧି

ଭୁବନେଶ୍ୱର: ଅଲ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଅନଲାଇନ ଆବେଦନ ଫର୍ମ ଦାଖଲ କରିବାର ତାରିଖ ଆସନ୍ତା ନଭେମ୍ବର ୫ ତାରିଖକୁ ବୃଦ୍ଧି କରାଯାଇଛି । ଏନେଇ ଆଜି ଭୁବନେଶ୍ୱର ସୈନିକ ସ୍କୁଲ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରିନ୍ସପାଲ୍, ସୈନିକ ସ୍କୁଲ୍ ଭୁବନେଶ୍ୱର, ଗ୍ରୁପ୍ କ୍ୟାପଟେନ୍

କାର୍ତ୍ତିକ ଦ୍ୱିତୀୟ ସୋମବାରରେ ଧବଳେଶ୍ୱର ପୀଠରେ ଲାଗିବ ୧୪୪ ଧାରା

ଆଠଗଡ଼: ଚାଲିଛି କାର୍ତ୍ତିକ ମାସ । ସାଧାରଣତଃ କାର୍ତ୍ତିକ ମାସରେ ଶୌବ ପୀଠ ଗୁଡିକରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ । ଏହାକୁ ଦୃଷ୍ଟିରେ ରଖି ପ୍ରସିଦ୍ଧ ଶୈବପୀଠ ବାବା ଧବେଳେଶ୍ୱରଙ୍କ ପୀଠରେ ଦ୍ୱିତୀୟ ସୋମବାରରେ ୧୪୪ ଧାରା ଜାରି କରିଛି ଆଠଗଡ ପ୍ରଶାସନ।ଭୋର ୪ ଟା ରୁ ରାତି ୧୦ଟା

ବିଜେଡ଼ିର ଗଡ଼ ନୟାଗଡ଼, ଜାଣନ୍ତୁ ରାଜନୀତିର ଭିତିରି କଥା

ଭୁବନେଶ୍ୱର: ରାଜ୍ୟରେ ଶାସକ ଦଳ ବିଜେଡ଼ି ନିଜର ଦବଦବା ଜାରି ରଖିଛି । ନବୀନଙ୍କ ଗୁଗଲୀ ଆଗରେ ବୋଲ୍ଡ ହେଉଛନ୍ତି ବିରୋଧୀ । ତେବେ ନୟାଗଡ଼ ଜିଲ୍ଲାରେ ବିଜେଡ଼ି ବାରମ୍ବାର ବିଜୟ ହୋଇ ଆସୁଛି । ଜିଲ୍ଲାର ୪ଟି ଯାକ ନିର୍ବାଚନ ମଣ୍ଡଳୀରେ ବିଜୟ ବାନା ଉଡ଼ାଇ ଆସୁଛି ବିଜେଡ଼ି । ନେତା ପରିବର୍ତ୍ତନ

ଅଡ଼ୁଆରେ ସବ୍ୟସାଚୀ

ନୂଆଦିଲ୍ଲୀ: ହିନ୍ଦୁ ବିବାହିତ ନାରୀଙ୍କ ଲାଗି ମଙ୍ଗଳସୂତ୍ର ହେଉଛି ବହୁ ଗୁରୁତ୍ୱପୂର୍ଣ୍ଣ । ତେବେ ମଙ୍ଗଳସୂତ୍ରର ବିଜ୍ଞାପନକୁ ଅଶାଳିନ ଭାବେ ଦର୍ଶାଇଥିବା ଅଭିଯୋଗ ଆସିଛି ଅଭିନେତ୍ରୀ ସବ୍ୟସାଚୀ ମୁଖାର୍ଜୀଙ୍କ ନାଁରେ । ସେ ଅର୍ଦ୍ଧଲଗ୍ନ ହୋଇ ଜଣେ ପୁରୁଷଙ୍କ ସହ ରହି ମଙ୍ଗଳସୂତ୍ରର ବିଜ୍ଞାପନ

ନଭେମ୍ବର ପହିଲାରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ

ଭୁବନେଶ୍ବର: ନଭେମ୍ବର ପହିଲାରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ୨୦୨୨ ଜାନୁଆରୀ ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ବୟସ ବା ତଦୁର୍ଦ୍ଧ୍ୱ ବ୍ୟକ୍ତି ସେମାନେ ଏଥିରେ ସାମିଲ ହୋଇ ପାରିବେ । ଯେଉଁ ଯୋଗ୍ୟ ଭୋଟରଙ୍କର ଲିଷ୍ଟରେ ନାଁ ନଥିବ କିମ୍ବା ତ୍ରୁଟି ରହିଥିବ ଅଥବା ଯେଉଁମାନେ

ବୈଜ୍ଞାନିକ ଡକ୍ଟର ହୋମୀ ଜାହାଙ୍ଗିର ଭାବାଙ୍କ ଜୟନ୍ତୀର ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: କିମ୍ବଦନ୍ତୀ ବୈଜ୍ଞାନିକ ଡକ୍ଟର ହୋମୀ ଜାହାଙ୍ଗୀର ଭାବାଙ୍କ ଆଜି ହେଉଛି ଜନ୍ମ ବାର୍ଷିକୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନ ବୈଜ୍ଞାନିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଭାରତ ଆଣବିକ କାର୍ଯ୍ୟକ୍ରମରେ ଡକ୍ଟର ଭାବାଙ୍କ ଉଲ୍ଲେଖନୀୟ ଅବଦାନକୁ ସର୍ବଦା

ଋଣ ନେବାରେ ରେକର୍ଡ କଲେ ଇମ୍ରାନ ଖାନ୍

ନୂଆଦିଲ୍ଲୀ: ଭାରତର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ସବୁବେଳେ ବିଭିନ୍ନ ପ୍ରସଙ୍ଗ ନେଇ ଟାର୍ଗେଟ କରିଥାଏ । କିନ୍ତୁ ପାକିସ୍ତାନ ସରକାର ଏବେ ଋଣଭାରରେ ସଢ଼ୁଛନ୍ତି । ପାକିସ୍ତାନଷ୍ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ରେକର୍ଡ କାଟିଛନ୍ତି । ସେ ଋଣ ନେବାରେ ରେକର୍ଡ

କୋହଳ ହେଲା ବିଏମସି କଟକଣା, ଜାଣନ୍ତୁ କଣ ଆସିଲା ନୂଆ ନିୟମ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଚଳିତ ମାସ ପ୍ରଥମ ସପ୍ତା‌ହରେ ଲାଗୁ କରାଯାଇଥିବା କୋଭିଡ କଟକଣାରେ କୋହଳ କରାଯାଇଛି। କଟକଣା କୋହଳ ହୋଇଥିବାରୁ ଏଣିକି ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ୨୫୦ ଲୋକ ଯୋଗ ଦେଇପାରିବେ। ନଭେମ୍ବର ୧ ତାରିଖ ଠାରୁ ନୂଆ ଗାଇଡଲାଇନ ଲାଗୁ ହେବ।

ସରକାରୀ ଘର ଭଡା ଦେବାକୁ ସଂଘ ନେତାଙ୍କ ଟଣା ଓଟରା

ଭୁବନେଶ୍ୱର : ସଂଘର ନିଜସ୍ୱ ଘର ଥାଉ ଥାଉ ନେତାମାନେ ଆଉ ଗୋଟିଏ କ୍ୱାଟର୍ସ ନେଲେ । ଏହାକୁ ହାତେଇବା ପରେ ଭଡାରେ ଲଗାଇ ଟଙ୍କା ଆଦାୟ କଲେ । ହେଲେ ଘରଭଡା ଦେଲେନାହିଁ । ଏବେ ଲକ୍ଷାଧିକ ଟଙ୍କାର ଭଡା ବାକି ପଡିବାପରେ କିଏ ଟଙ୍କା ଦେବ ତାହାକୁ ନେଇ ଚିଠି ଲେଖା ଆରମ୍ଭ ହୋଇଛି । ଏଭଳି