Odia News Portal
Yearly Archives

2022

ହୋଡିଂ ଉପରୁ ଉଦ୍ଧାର ହେଲେ ମୁକ୍ତିକାନ୍ତ

ବିଜ୍ଞାପନ ହୋଡିଂରୁ ମୁକ୍ତିକାନ୍ତଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ। ଦୀର୍ଘ ୪  ଘଣ୍ଟାର ଉଦ୍ୟମ ପରେ ତାଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି।  ସେ ପ୍ରତିବାଦ କରି ଭୁବନେଶ୍ୱର ଶିଶୁ ଭବନରେ ଥିବା ଏକ ବିଜ୍ଞାପନ ହୋଡିଂ ଉପକେ ଚଢ଼ିଯାଇଥିଲେ।

ଗଜପତି ଜିଲ୍ଲାରେ କିଛି ଅଞ୍ଚଳରେ ଭୂକମ୍ପ ଝଟକା

ଗଜପତି ଜିଲ୍ଲାରେ ଆଜି ସକାଳେ ମୃଦୁ ଭୂକମ୍ପ ଅନଭୂତ ହୋଇଛି। ମୋହନା, ଆର୍. ଉଦୟଗିରିର ବିଭିନ୍ନ ଅଞ୍ଚଳରେ ଆଜି ସକାଳ ୯ଟା ୪୬ ମନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି। ଭୂପୃଷ୍ଠଠୁ ୫ କିମି ଗଭୀରରେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ।

‘ଚୀନ୍‌ର ଅତିକ୍ରମଣ’ ଉପରେ ସଂସଦରେ ଆଲୋଚନା ପାଇଁ ମନା କରିବା ଗଣତନ୍ତ୍ରର ଅସମ୍ମାନ: ସୋନିଆ

ସୀମାରେ ‘ଚୀନ୍‌ର ଅତିକ୍ରମଣ’ ନେଇ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସଂସଦରେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବାକୁ ସରକାର ମନା କରିବା ଗଣତନ୍ତ୍ରର ଅସମ୍ମାନ । କେନ୍ଦ୍ରର ଏହି ମନୋଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଛି।

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ ପ୍ରଥମ କାର୍ଯ୍ୟାନୁଷ୍ଠାନ: ଜଣେ ଜେଲ ୱାର୍ଡର ନିଲମ୍ବିତ

ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ହୋଇଛି ପ୍ରଥମ କାର୍ଯ୍ୟାନୁଷ୍ଠାନ। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଜେଲର ଜଣେ ଜେଲ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ନାମ ଅକ୍ଷୟ କୁମାର ମହାନ୍ତି। ସମ୍ବଲପୁର ରେଞ୍ଜ୍ ଜେଲ୍ ଡିଆଇଜି

ରାଜଧାନୀରେ ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ ରାଉରକେଲାର ମୁକ୍ତିକାନ୍ତ ବିଶ୍ବାଳ

ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା ଧମକ । ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ଯବୁକଙ୍କ ଆତ୍ମହତ୍ୟା ଧମକ । ଶିଶୁଭବନ ଛକରେ ଏକ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ଧମକ ଦେଉଛନ୍ତି । ବିଭିନ୍ନ ପ୍ରକଳ୍ପ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଆସିଥିଲେ । ହୋର୍ଡିଂ ଉପରେ ଚଢ଼ିଥିବା

ଆଜିଠୁ ଚିଲିକାରେ ଡଲଫିନ ଗଣନା

ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ- ସିଡ଼ିଏଙ୍କ ମିଳିତ ଆନୁକୂଲ୍ୟରେ ଆଜିଠାରୁ ତିନି ଦିନ ଯାଏଁ ସମଗ୍ର ଚିଲିକାରେ ଇରାୱାଡ଼ି ପ୍ରଜାତିର ଡ଼ଲଫିନ ଗଣନା ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ପରିପ୍ରେକ୍ଷୀରେ ବାଲୁଗାଁ ଚିଲିକା କୂଳ ସ୍ଥିତ

କର୍ପୂରର ବ୍ୟବହାର ଦ୍ଵାରା ପୂର୍ଣ୍ଣ ହୋଇଥାଏ ସମସ୍ତ ମନୋସ୍କାମନା

କର୍ପୁର ବ୍ୟବହାର କରିବା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ । ଶାସ୍ତ୍ର ଅନୁସାରେ ଏପରି କିଛି ତଥ୍ୟ ଦିଆଯାଇଛି ଯାହା ରବିବାର ଦିନ ଆପଣ କର୍ପୁରର ବ୍ୟବହାର କରିବା ଦ୍ୱାରା ଅର୍ଥର ଅସୁବିଧାକୁ ଦୂର କରିଥାଏ । ରବିବାର ଦିନ ଶ୍ରୀ କର୍ପୂର ଓ ଗୋଲାପ ଫୁଲ ମା ଦୁର୍ଗାଙ୍କ

ଆଜି ୧୯ଟି ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ବ୍ୟବସ୍ଥାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ୧୯ଟି ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ପାନୀୟ ଜଳ ସୁବିଧା ଜନସାଧାରଣଙ୍କୁ ଉତ୍ସର୍ଗ କରିବେ । ଏହି ସୁବିଧା ଦ୍ୱାରା ସାଢ଼େ ୫ ଲକ୍ଷ ଲୋକ ଉପକୃତ

ରାଉରକେଲା ବିମାନ ବନ୍ଦରକୁ ମିଳିଲା ଡିଜିସିଏ ଲାଇସେନ୍ସ

ଆସନ୍ତା ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ ଖେଳାଯିବ । ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳାଯିବ ବିଶ୍ୱକପ ମ୍ୟାଚ । ହକିର ମହାକୁମ୍ଭ ପାଇଁ ପ୍ରସ୍ତୁତିପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଉରକେଲାରେ ହକି ଷ୍ଟାଡିୟମ ଏବଂ ବିମାନବନ୍ଦରର ନିର୍ମାଣ

ରାଜ୍ୟରେ ହଜାରେ ମୋବାଇଲ ଟାୱାର ବସାଅ:ମାନସ ମଙ୍ଗରାଜ

ରାଜ୍ୟରେ ମୋବାଇଲ ନେଟଓ୍ବାର୍କର କନେକ୍ଟିଭିଟି ବଢାଇବା ପାଇଁ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜ ଦାବି କଲେ । ୨୦୨୧ ମାର୍ଚ୍ଚ ସୁଦ୍ଧା ୬୨୭୮ଟି ଗାଁରେ ଏପର୍ଯ୍ୟନ୍ତ ମୋବାଇଲ ନେଟଓ୍ବାର୍କ ଉପଲବ୍ଧ ନାହିଁ । ସେଠାରେ ମୋବାଇଲ ନେଟଓ୍ବାର୍କ ଉପଲବ୍ଧ କରିବା ପାଇଁ ଏକ ହଜାର ମୋବାଇଲ ଟାଓ୍ବାରର