Odia News Portal
Yearly Archives

2022

୧୨୦ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ବୌଦ୍ଧ ପୁଲିସ ଏକ କାର ସହ ୧୨୦ କେଜି ଗଞ୍ଜେଇ ଜବତ କରିଛି । ସୂଚନା ମତେ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବୌଦ୍ଧ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସହରର ପୁରୁଣା ଆଇଟିଆଇ ଠାରେ ଜଗି ରହିଥିଲା । ଏହି ସମୟରେ ଏକ ଧଳା ରଙ୍ଗର କାର ଯାଉଥିବା ବେଳେ ସନ୍ଦେହରେ ପୁଲିସ ତାହା ଅଟକାଇଥିଲା

ହିଜାବ ବ୍ୟାନ୍ ପରେ ୧୭ ହଜାର ଛାତ୍ରୀ ଛାଡିଲେ ସ୍କୁଲ

ସୁପ୍ରିମକୋର୍ଟ ହିଜାବ ବ୍ୟାନ୍‌କୁ ନେଇ ବୁଧବାର ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ହୁଜୈଫା ଅହମ୍ମଦି ଦାବି କରିଛନ୍ତି ଯେ, କର୍ଣ୍ଣାଟକ ହାଇକୋର୍ଟ ରାୟ ପରେ ୧୭ ହଜାର ଛାତ୍ରୀ ସ୍କୁଲରୁ ଡ୍ରପ୍ ଆଉଟ୍ ହୋଇଛନ୍ତି। ଜୋର ଦେଇ

ସବସିଡ ପାଇବାକୁ ହେଲେ ବିଦ୍ୟୁତ୍ ଗ୍ରାହକଙ୍କୁ ଆବେଦନ କରିବାକୁ ପଡିବ

ବିଜୁଳି ବିଲରେ ସବସିଡ ପାଇବାକୁ ହେଲେ ବିଦ୍ୟୁତ୍ ଗ୍ରାହକଙ୍କୁ ଆବେଦନ କରିବାକୁ ପଡିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏହା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କିଛି ଲୋକ ବିଜୁଳି ବିଲ୍ ଉପରୁ ସବସିଡ ଛାଡ୍ କରିବାକୁ ଚାହୁଁଛନ୍ତି । କିନ୍ତୁ ସବିସିଡ ଛାଡ୍

ଅତଡା ଖସି ୨ ଶ୍ରମିକ ମୃତ

ମାଟି ଅତଡା ଧସି ୨ ଶ୍ରମିକ ମୃତ । କୋରାପୁଟ –ରାୟଗଡା ଲାଇନ ରେ ଟନେଲ କାମ ବେଳେ ଧସିଲା । ଲକ୍ଷ୍‌ମୀପୁର ବ୍ଲକ ୨ନଂ ଟନେଲରେ ଡବଲିଂ କାମ ବେଳେ ଅଘଟଣ । ମୃତକ ବୁର୍ଜା ଗାଁର ରବି ପ୍ରେପେକା, ଆସାମର ଜହରୁଦ୍ଦିନ୍ ହୋଇଥିବା ସୂଚନା ରହିଛି ।

ବାଦଲ ଭିତରେ ଯାଇଛି ଏହି ରେଲୱେ ବ୍ରିଜ୍

ଭାରତରେ ବିଶ୍ୱର ସବୁଠାରୁ ବଡ ଆର୍କ ପୋଲ ଚେନାବ୍ ବ୍ରିଜର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ଏବେ ଏଥିରେ ରେଲୱେ ଲାଇନ୍ ବିଛାଇବା କାମ ବାକି ଅଛି । କୁହାଯାଉଛି ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ଉନ୍ମୋଚନ କରାଯାଇପାରେ । ଏହି ବ୍ରିଜ୍ ଦ୍ୱାରା ଶ୍ରୀନଗର ସହିତ ଯୋଗାଯୋଗ ସହଜ

ବଡ ଦୁର୍ଘଟଣାରୁ ବର୍ତ୍ତଲା ବିମାନ

କୋଚିନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଧୂଆଁ । ମସ୍କଟ ବିମାନ ବନ୍ଦର ରନ୍ ବ୍ୱେରେ ଯିବା ବେଳେ ବାହାରିଲା ଧୂଆଁ । ଇଂଜିନରୁ ଧୂଆଁ ବାହାରିବା ପରେ କର୍ତ୍ତୁପକ୍ଷଙ୍କ ପଦ କ୍ଷେପ । ବିମାନରେ ଥିବା ସବୁ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଗଲା । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲା

ଲଣ୍ଡନ ଯିବେ ଦ୍ରୈାପଦୀ ମୁର୍ମୁ

ଲଣ୍ଡନ ଯିବେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ସେପ୍ଟେମ୍ବର ୧୭ ରୁ ୧୯ ପର୍ଯ୍ୟନ୍ତ ଲଣ୍ଡନରେ ରହିବେ ରାଷ୍ଟ୍ରପତି । ପରଲୋକଗତ ରାଣୀ ଏଲିଜାବେଥଙ୍କ ଶେଷକୃତ୍ୟ ରେ ଯୋଗଦେବେ । ଶେଷକୃତ୍ୟରେ ଯୋଗଦେବେ , ଭାରତ ପକ୍ଷରୁ ଶୋକବ୍ୟକ୍ତ କରିବେ । ସ୍କୁଲରେ ଦିଆଯାଉଥିବା ଖାଦ୍ୟରେ ପିଲାଙ୍କ ପେଟ

ସୁବ୍ରତ ରାଓ ହତ୍ୟା ମାମଲାରେ ରାଜଧାନୀୟ ଲେଡି ନିଶା ମାଫିଆ ଓ ସହଯୋଗୀ ଗିରଫ

ରାଜଧାନୀର ୟୁନିଟ୍-୮ ନାରାୟଣୀ ବସ୍ତି ଅଞ୍ଚଳରେ ସୁବ୍ରତ ରାଓ ନାମକ ଯୁବକଙ୍କୁ ହତ୍ୟା ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତ ତଥାକଥିତ ‘ଲେଡି ଡ୍ରଗ୍ସ ମାଫିଆ’ ରଞ୍ଜୁ ନାୟକ ଓ ତାଙ୍କ ସହଯୋଗୀ କାହ୍ନାକୁ ଗିରଫ କରିଛି ପୋଲିସ। ହତ୍ୟା କାଣ୍ଡ ପରେ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ ।ୟୁନିଟ୍-୮ ତୁଳସୀ

ହାଜର ହେଲେ ଅନୁଭବ,ବର୍ଷା

ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା । କଟକ ପରିବାର ଅଦାଲତରେ ହାଜର ହେଲେ ଅନୁଭବ , ବର୍ଷା । ଅଦାଲତରେ ହାଜର ପରେ ନିଜ ଚ୍ୟାମ୍ବରକୁ ପଠାଇଲେ ଜଜ୍ । ଉଭୟ ବର୍ଷା ଏବଂ ଅନୁଭବଙ୍କୁ ନିଜ ଚ୍ୟାଙ୍କୁ ପଠାଇଲେ ଜଜ୍ । ଉଭୟଙ୍କ ସହ ଆଲୋଚନା କରିବାକୁ ନିଜ ଚ୍ୟାମ୍ବରକୁ ପଠାଇଲେ ।

ଚୀନକୁ ପୁଣି ଟାଇଫୁନ ବିପଦ, ମାଡ଼ି ଆସୁଛି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ମୁଇଫା

ଚୀନକୁ ପୁଣି ଟାଇଫୁନ ବିପଦ । ମାଡ଼ି ଆସୁଛି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ମୁଇଫା । ପୂର୍ବ ଚୀନ୍‌ ସାଗରରେ ଆଗକୁ ଆଗକୁ ବଢୁଛି । ଭୟଙ୍କର ରୂପ ଧାରଣ କରି ଉପକୂଳ ମୁହାଁ ହେଉଛି ଟାଇଫୁନ୍‌ ମୁଇଫା । ଆଜି ସାମୁଦ୍ରିକ ଝଡ଼ ସାଂଘାଇରେ ହିଟ୍‌ କରିବା ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁବା ବେଳକୁ