ସିମବକ୍ସ ସାଇବର ଠକଙ୍କ ରାକେଟ ପର୍ଦ୍ଦାଫାଶ କଲା କ୍ରାଇମବ୍ରାଞ୍ଚ
ରାଜ୍ୟରେ ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ସାଇବର୍ ଠକେଇ କରୁଥିବା ଏକ ରାକେଟ୍ର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାର ମାଷ୍ଟର ମାଇଣ୍ଡ ବିଶାଳ ଖଣ୍ଡେଲଓ୍ୱାଲ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କେଓ୍ୱାଇସି ମାଗିବା ନାଁରେ ଫେକ୍ ମେସେଜ୍ ପଠାଇ ସାଇବର୍!-->…