Odia News Portal
Yearly Archives

2022

ରଣବୀର-ଆଲିଆଙ୍କୁ ତୀବ୍ର ବିରୋଧ

ଚର୍ଚ୍ଚାରେ ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର-ଆଲିଆ। ଶୁକ୍ରବାର ରିଲିଜ ହେବାକୁ ଯାଉଛି ଅପ୍‌କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’। ଫୁଲ୍‌ ଦମ୍‌ରେ ଏହି ଫିଲ୍ମର ପ୍ରମୋସନ୍‌ ପାଇଁ ଦୁହେଁ ଲାଗିପଡିଛନ୍ତି। ତେବେ ଫିଲ୍ମ ରିଲିଜ ପୂର୍ବରୁ ଉଭୟ ରଣବୀର କପୁର ଓ ଆଳିଆ ଭଟ୍ଟ ମହାକାଳ ମନ୍ଦିର ଦର୍ଶନ ପାଇଁ

ପଛସିଟ୍ ଯାତ୍ରୀଙ୍କ ପାଇଁ ସିଟବେଲ୍ଟ ବାଧ୍ୟତାମୂଳ; ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ

ଏଣିକି ସମସ୍ତ କାରର ପଛସିଟରେ ବସି ଯାତ୍ରା କରୁଥିବା ଲୋକମାନେ ସିଟବେଲ୍ଟ ବାନ୍ଧିବା ବାଧ୍ୟତାମୂଳକ ହୋଇଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହା କହିଛନ୍ତି। ଖୁବ୍‍ଶୀଘ୍ର ଏ ସମ୍ପର୍କିତ ଆଦେଶ ଜାରି କରାଯିବ ବୋଲି ସେ କହିଛନ୍ତି । ଟାଟା ସନ୍ସ ଅଧ୍ୟକ୍ଷ ସାଇରସ୍‍

ପିଟିସନ ପ୍ରତ୍ୟାହାର କଲେ ବର୍ଷା

ସାଂସଦ ଅନୁଭବ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା । ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ । ବିବାହ ବିଚ୍ଛେଦ ମାମଲାରେ ସାନି ସାକ୍ଷଗ୍ରହଣ ଆବେଦନ କରିଥିଲେ ବର୍ଷା । ଅନୁଭବଙ୍କ ଆଉ ଥରେ ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ଆବେଦନ କରିଥିଲେ ।ତଳ କୋର୍ଟରେ ଆବେଦନ

କେନ୍ଦ୍ର କରିବ ପିଏମ-ଶ୍ରୀ ସ୍କୁଲ

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ବୁଧବାର ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ (ପିଏମ୍ ଶ୍ରୀ) ଯୋଜନା ଆଧାରରେ ଏକ ନୂଆ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଦେଶର ପ୍ରାୟ ୧୪, ୫୦୦ ସ୍କୁଲକୁ ଏହି ଯୋଜନା

ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରାସ୍ତାର ବଦଳିଲା ନାମ

ଦେଶର ରାଜଧାନୀ ଦିଲ୍ଲୀରେ ରାଷ୍ଟ୍ରପତି ଭବନରୁ ନେଇ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରାସ୍ତା ଏବେ ‘କର୍ତ୍ତବ୍ୟ ପଥ’ ନାଁରେ ପରିଚିତ ହେବ । ନୂଆଦିଲ୍ଲୀର ମ୍ୟୁନିସିପାଲିଟି କାଉନସିଲ (NDMC) ର ଏକ ସ୍ୱତନ୍ତ୍ର ବୈଠକ ଏହାର ନାମ ରାଜପଥରୁ ପରିବର୍ତ୍ତନ କରି ‘କର୍ତ୍ତବ୍ୟ ପଥ’କରିବା ପ୍ରସ୍ତାବକୁ

ପୁଅର ଗୁଳିରେ ବାପା ମୃତ

ପୁଅର ଗୁଳିରେ ବାପ ର ମୃତ ।ଘରୋଇ ଝଗଡା ନେଲା ଉଗ୍ର ରୂପ । ଉଦଳା ଥାନା କାଶିକୁଣ୍ଡଳ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଉଦଳା ଥାନା କାଶିକୁଣ୍ଡଳ ଅଞ୍ଚଳରେ ଗତ ବିଳମ୍ବିତ ରାତିରେ ବାପ ପୁଅଙ୍କ ମଧ୍ୟରେ ଘରୋଇ ବିବାଦକୁ ନେଇ ଝଗଡା ହୋଇଥିଲା । ଝଗଡା ଏତେ ଉଗ୍ର ଥିଲା ଯେ ବାପା ଟିଲୁ

ଆଜିଠୁ ଭିଜିବ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନ, ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଆସୁଛି ଲଘୁଚାପ । ଆସୁଛି ବଡ଼ ବର୍ଷା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା

ଆଜି ୪ ଘଣ୍ଟା ଦର୍ଶନ ବନ୍ଦ

ଆଜି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି । ଆଜି ପବିତ୍ର ସୁନିଆଁ ଉତ୍ସବ । ସନ୍ଧ୍ୟାରେ ଗଜପତିଙ୍କ ଶ୍ରୀନଅର ରେ ପାଳିତ ହେବ ସୁନିଆଁ ଉତ୍ସବ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ଆଜିଠୁ ୬୫ ଅଙ୍କ ଆରମ୍ଭ । ମଧ୍ୟାହ୍ନ ଧୂପ ବଢିବା ପରେ ନୀତି ଆରମ୍ଭ ହେବ । ଅପରାହ୍ନ ୫ଟାରୁ

ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି ରେ ପଶ୍ଚିମ ଓଡ଼ିଶା ବନ୍ଦ ,ଧର୍ମଗଡ଼ ସହର ପ୍ରଭାବିତ

ପଶ୍ଚିମ ଓଡ଼ିଶାରେ ତେଜୁଛି ସ୍ବତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବି , ଦୀର୍ଘ ବର୍ଷ ହେବ ପଶ୍ଚିମ ଓଡ଼ିଶାକୁ ସ୍ଵତନ୍ତ୍ର କୋଶଲ ରାଜ୍ୟ ମାନ୍ୟତା ଦାବି ନେଇ ଅନେକ ସମୟରେ ଆନ୍ଦୋଳନ,ବନ୍ଦ୍ ଡାକରା ଦେଇ ସରକାରଙ୍କ ଠାରେ ଦାବି ଉପସ୍ଥାପନା କରାଯାଇଛି । ଆଜି ମଧ୍ୟ ପଶ୍ଚିମ ଓଡ଼ିଶା ବନ୍ଦ୍

‘ବେକରେ ରଶି ଲାଗି ବିଚାରପତିଙ୍କ ମୃତ୍ୟୁ’

ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ମର୍କତ ନଗର ପୋଲିସର ହସ୍ତଗତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ବେକରେ ରଶି ଲାଗି ବିଚାରପତିଙ୍କର ମୃତ୍ୟୁ ହୋଇଛି । ରଶି ଯୋଗୁ ତାଙ୍କ ବେକର ବିଭିନ୍ନ ସ୍ଥାନରେ ଦାଗ ଥିବା ରିପୋର୍ଟରେ