Odia News Portal
Yearly Archives

2022

ଦେଶରେ ଘୃଣା ଓ ଭୟର ବାତାବରଣ ସୃଷ୍ଟି କରୁଛି ବିଜେପି: ରାହୁଲ

ଦରବୃଦ୍ଧି ଓ ବେକାରୀ ସମସ୍ୟା ବିରୋଧରେ ଦିଲ୍ଲୀର ରାମଲୀଳା ମଇଦାନରେ କଂଗ୍ରେସର ହଲ୍ଲାବୋଲ୍ ରାଲିରେ ଦଳର ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି । କେନ୍ଦ୍ରର ବିଜେପି ସରକାର ଦେଶରେ ଘୃଣା ଓ ଭୟର ବାତାବରଣ ସୃଷ୍ଟି କରିଛି ବୋଲି

ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ

ସଡ଼କ ଦୁର୍ଘଟଣାରେ ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ମୁମ୍ବାଇ ନିକଟସ୍ଥ ପାଲଘରର କାସା ନିକଟ ଅହମ୍ମଦାବାଦ- ମୁମ୍ବାଇ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ ମିସ୍ତ୍ରୀଙ୍କ ମର୍ସିଡିଜ୍ କାର ଏକ ରୋଡ୍ ଡିଭାଇଡର୍ ସହ ପିଟି

୩ ସପ୍ତାହରେ ୩ ଲଘୁଚାପ ! ବର୍ଷା ଓ ବଜ୍ରପାତ ପାଇଁ ଆଜି ରାଜ୍ୟରେ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ପରେ ଅସହ୍ୟ ଗୁଳୁଗୁଳିରେ ଲୋକେ ସିଝୁଥିବା ବେଳେ ଏଥିରୁ ଆଶ୍ୱସ୍ତି ମିଳିବାକୁ ଯାଉଛି। ସେପ୍ଟେମ୍ବର ମାସର ପ୍ରଥମ ତିନି ସପ୍ତାହରେ ବଙ୍ଗୋପସାଗରରେ ତିନିଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ସମ୍ପର୍କରେ ପୂର୍ବାନୁମାନ

ନବୀନଙ୍କ ସେବାବ୍ରତକୁ ସ୍ୱୀକୃତି, କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନ

ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଆୟୋଜିତ ଉତ୍ସବରେ ନବୀନଙ୍କୁ ଦିଆଯାଇଛି ସମ୍ମାନ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଜଷ୍ଟିସ

‘ବ୍ରହ୍ମାସ୍ତ୍ର’ର ନୂଆ ଟ୍ରେଲର ରିଲିଜ୍

ରଣବୀର ଓ ଆଲିଆଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ଫିଲ୍ମି ପରଦାକୁ ଆସିବା ପାଇଁ ପ୍ରସ୍ତୁତ ହୋଇଛି। ଯଦିଓ ରିଲିଜ୍‌ ପୂର୍ବରୁ ହିଁ ଫିଲ୍ମକୁ ବୟକଟ୍‌ କରାଯିବାକୁ ଦାବି ହୋଇ ଆସୁଛି, ଯାହାକୁ ଦେଖି ନିର୍ମାତାଙ୍କ ଚିନ୍ତା ବଢ଼ି ଯାଇଛି। ବାସ୍ତବରେ, ଫିଲ୍ମ ବ୍ରହ୍ମାସ୍ତ୍ର,

ଝରକାରୁ ଉତ୍ପାଦନ ହେବ ବିଜୁଳି,ଦେବାକୁ ପଡ଼ିବନି ଇଲେକ୍ଟ୍ରି ବିଲ୍

ପ୍ରତିଦିନ ନୂଆ ନୂଆ ରିସର୍ଚ୍ଚ କରାଯାଉଛି । ଗାଁର ଘର ହେଉ କିମ୍ବା ପୁଣି ସହରର ଗଗନଚୁମ୍ବି ବିଲ୍ଡିଂ, ଏହି ସବୁ ସ୍ଥାନରେ ଘରର ଝରକାରେ କାଚର ବ୍ୟବହାର ହୋଇଥାଏ । ଯଦି ଏହି କାଚ ଦ୍ୱାରା ଆମେ ବିଜୁଳି ଉତ୍ପନ୍ନ କରିପାରୁ, ତେବେ ଆମର ବିଜୁଳି ବିଲ୍ କମ୍ ହୋଇପାରେ । ଏହା ସହ ପାୱାର ସପ୍ଲାଏ

ମହିଳା ମାନେ ନ ଗାଧୋଇ କରନ୍ତୁ ନାହିଁ ଏହି କାମ

ଏମିତି କିଛି କାମ ଯାହାକୁ ବିନା ଗାଧୋଇ କରାଯାଏ ନାହିଁ । ହିନ୍ଦୁ ଧର୍ମରେ ପ୍ରତିଦିନ ଗାଧୋଇବାର ବହୁତ ମହତ୍ୱ ରହିଛି । • ମହିଳାମାନେ ବିନା ସ୍ନାନରେ ତୁଳସୀ ଗଛରେ ଜଳ ଦିଅନ୍ତୁ ନାହିଁ । ଏହାକୁ ଅଶୁଦ୍ଧ ହାତରେ ଛୁଇଁବା ବା ବିନା ସ୍ନାନରେ ଜଳ ଦେବା ଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧ

ବିଶ୍ୱର ସବୁଠାରୁ ଲମ୍ବା କାକୁଡି ଫଳାଇଲେ ଏହି ବ୍ୟକ୍ତି

ବ୍ରିଟେନର ସାଉଥ୍ଆମ୍ପଟନ୍ ବାସିନ୍ଦା ସେବାଷ୍ଟିଆନ୍ ସୁସ୍କି ନିଜ ବଗିଚାରେ ବିଶ୍ୱର ସବୁଠୁ ଲମ୍ବା କାକୁଡ଼ି ଫଳାଇଛନ୍ତି। ଯାହା ୧୧୩.୪ ସେଣ୍ଟିମିଟର ଲମ୍ବା। ଏଥିପାଇଁ ସେ ଗିନିଜ୍ ବିଶ୍ୱ ରେକର୍ଡସରେ ସ୍ଥାନ ପାଇଛନ୍ତି । ପୂର୍ବର ସବୁଠୁ ଲମ୍ବା କାକୁଡ଼ି ଠାରୁ ଏହା ୬.୪ ସେଣ୍ଟିମିଟର ବଡ଼ ।

ଶୁଭଶ୍ରୀ ଆତ୍ମହତ୍ୟା ମାମଲା ,ବୟଫ୍ରେଣ୍ଡକୁ ନେଇ କ୍ରାଇମ ସିନ୍ ରି-କ୍ରିଏସନ୍ କଲା ପୋଲିସ୍

ଭୁବନେଶ୍ୱର ଶାସ୍ତ୍ରୀନଗରରେ ଶୁଭଶ୍ରୀ ଆତ୍ମହତ୍ୟା ମାମଲାରେ ଖୋଲିବ ଅଧିକ ଗୁମର । ଅଭିଯୁକ୍ତ ବୟଫ୍ରେଣ୍ଡ ଚିତ୍ତରଞ୍ଜନ ଜେନାକୁ ସାଙ୍ଗରେ ନେଇ କ୍ରାଇମ ସିନ୍ ରି-କ୍ରିଏସନ୍ କଲା ଖାରବେଳ ନଗର ଥାନା ପୋଲିସ । ତାକୁ କଡ଼ା ସୁରକ୍ଷା ଭିତରେ ଖାରବେଳନଗର ଥାନାରୁ ଶୁଭଶ୍ରୀ ରହୁଥିବ ଭଡ଼ା ଘରକୁ

ଏକତରଫା ପ୍ରେମରୁ ଯୁବତୀଙ୍କ ଗଳାକାଟି ହତ୍ୟା

ଏକତରଫା ପ୍ରେମରୁ ଯୁବତୀଙ୍କ ଗଳାକାଟି ହତ୍ୟା । ଯୁବତୀଙ୍କୁ ହତ୍ୟା ପରେ ଅଭିଯୁକ୍ତ ଯୁବକର ଆତ୍ମହତ୍ୟା ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଟିକିରି ଉଷାପଡ଼ା ଗାଁରେ । ସୂଚନା ଅନୂଯାୟୀ ଯୁବକ ଜଣକ ଏକତରଫା ପ୍ରେମ କରୁଥିଲେ । ଆଉ ଯାହାକୁ ନେଇ ସେ ଯୁବତୀଙ୍କୁ ଆକ୍ରମଣ