Odia News Portal
Yearly Archives

2022

ଅଭିନେତ୍ରୀଙ୍କ ଅଶ୍ଳୀଳ ପ୍ରାଇଭେଟ୍‌ ଫଟୋ ନେଇ ବ୍ଲାକ୍‌ମେଲ କରୁଥିଲେ ପୂର୍ବତନ ପ୍ରେମିକ,ଗିରଫ କଲା ପୋଲିସ

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଅମାଲା ପଲ୍‌ଙ୍କ ପୂର୍ବତନ ପ୍ରେମିକଙ୍କୁ ପୋଲିସ ଗିରଫ କରିଛି। ଅମାଲା ନିଜ ପୂର୍ବତନ ବିଜନେସ୍‌ ପାର୍ଟନର ତଥା ପ୍ରେମିକ ଭବନିନ୍ଦର ସିଂଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଥାନାରେ ଏତଲା ପରେ ଭବନିନ୍ଦରଙ୍କୁ ଗିରଫ କରାଯାଇଛି।

ନଈ ମଝିରେ ବୁଡ଼ିଗଲା ଡଙ୍ଗା, ୭ ମୃତ

ଉତ୍ତର ପ୍ରଦେଶର ଗାଜିପୁରରେ ଏକ ଭୟଙ୍କର ଡଙ୍ଗା ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ଏନଡିଆରଏଫ୍ ଟିମ୍ ୫ ଜଣଙ୍କ ମୃତଦେହ ନଈରୁ ଉଦ୍ଧାର କରିଛି। ଖବରରୁ ଜଣାପଡ଼ିଛି, ଗତକାଲି ସନ୍ଧ୍ୟା ସମୟରେ ଏଠାରେ ଏକ ନଈରେ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ

ତିସ୍ତା ସୀତଲଓ୍ବାଡଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ

ଗୁଜରାଟ ଦଙ୍ଗା ମାମଲାରେ ନିର୍ଦ୍ଦୋଷଙ୍କୁ ଫସାଇବା ପାଇଁ ଜାଲ୍ ପ୍ରମାଣ ତିଆରି ଅଭିଯୋଗରେ ଜେଲରେ ଥିବା ସାମାଜିକ କର୍ମୀ ତିସ୍ତା ସୀତଲଓ୍ବାଡଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ହାଇକୋର୍ଟ ତାଙ୍କ ନିୟମିତ ଜାମିନ ଉପରେ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ

ଆଫଗାନିସ୍ତାନର ଗୁଜରଗାହା ମସଜିଦରେ ବିସ୍ଫୋରଣ, ୧୫ ଜଣଙ୍କ ମୃତ୍ୟୁ

ଆଫଗାନିସ୍ତାନର ହେରାଟର ଗୁଜରଗାହା ମସଜିଦରେ ଶୁକ୍ରବାର ପ୍ରାର୍ଥନା ସମୟରେ ଏକ ବିସ୍ଫୋରଣ ଘଟିଥିଲା। ଟୋଲୋ ନ୍ୟୁଜ୍ ଅନୁଯାୟୀ, ମସଜିଦର ଇମାମ ମୁଜିବ ଇମାମ ରେହମାନ ଅନସାରୀଙ୍କ ବିସ୍ଫୋରଣରେ ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ଇମାମଙ୍କ ସମେତ ୧୫ ଜଣ ପ୍ରାଣ ହରାଇଛନ୍ତି। ଆତ୍ମଘାତୀ ଆକ୍ରମଣ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସୂଚନା ଅନୁଯାୟୀ, “ମୋ ଗୁହାଳ ଯୋଜନା”ରେ ଗୁହାଳ ନିର୍ମାଣ ଲାଗି ଜଣେ ହିତାଧିକାରୀଙ୍କୁ ସୁଧାଂଶୁ ଶେଖର ମଲ୍ଲିକ ୭ ହଜାର ଟଙ୍କା

କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା

କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେ ତାଙ୍କ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ସିଡିଏର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ତାଙ୍କ ମୃତଦେହକୁ ସେଠାରୁ କଟକ ବଡ଼

ଭାରତର ଏମିତି ଏକ ସ୍ଥାନ ପ୍ରାକୃତିକ ସୈାନ୍ଦର୍ଯ୍ୟରେ ପରିପୂର୍ଣ୍ଣ

ମେଘାଳୟର ସୈାନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ । ମେଘାଳୟ ଏତେ ସୁନ୍ଦର ଯେ ବ୍ରିଟିଶମାନେ ଏହାକୁ ‘ସ୍କଟଲ୍ୟାଣ୍ଡ୍ ଅଫ୍ ଦି ଇଷ୍ଟ’ ମାନ୍ୟତା ଦେଇଥିଲେ। ମେଘାଳୟ ଏକ ସୁନ୍ଦର ସମତଳର ଅବସ୍ଥା, ଏହାର ଘନ ଜଙ୍ଗଲ ଏବଂ ପ୍ରାକୃତିକ ସୈାନ୍ଦର୍ଯ୍ୟର ସ୍ଥାନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।

ଚଳିତ ମାସରେ ଆଉ ୨ଟି ଲଘୁଚାପ

ଚଳିତ ମାସରେ ରାଜ୍ୟରେ ମିଶ୍ରିତ ବର୍ଷା ହେବ। ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ ଅଧିକ ହେବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶାର ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ କିଛି ଜିଲ୍ଲାରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ କମ୍‍ ରହିବ ବୋଲି ଆଇଏମଡି ସୂଚନା ଦେଇଛି । ସେପଟେ ଏହିମାସ ପ୍ରଥମ

ଜେଲ୍‌ରୁ କଏଦୀ ଚମ୍ପଟ୍‌

ଆଜି ପୂବାହ୍ନରେ ସୋର ଉପକାରାଗାରରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଥିବା ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ସୁଦାମ ନାମକ ଏହି ବ୍ୟକ୍ତି ଏକ ଦୁଷ୍କର୍ମ ମାମଲାରେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଥିଲେ । ଆଜି ସେ ଜେଲ୍ ପରିସର ସ୍ୱଚ୍ଛତା କାର୍ଯ୍ୟରେ ଅନ୍ୟ କଏଦୀଙ୍କ

ଶୁଭଶ୍ରୀ ହତ୍ୟା ମାମଲା,ସାମ୍ନାକୁ ଆସିଛି ପୋଷ୍ଟମର୍ଟମ ରିପୋର୍ଟ

ରାଜଧାନୀର ଶାସ୍ତ୍ରୀନଗରରେ ଶୁଭଶ୍ରୀ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ଯୋଗୁଁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଝୁଲନ୍ତା ଅବସ୍ଥାରେ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।