Odia News Portal
Yearly Archives

2022

ମେସିଙ୍କର ଐତିହାସିକ ୱାର୍ଲ୍ଡ ରେକର୍ଡ

ଆର୍ଜେଣ୍ଟିନା ତୃତୀୟ ବିଶ୍ୱକପ ଟାଇଟେଲ ଜିତିଛି । ୩୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛି । ରୋମାଞ୍ଚକର ମ୍ୟାଚରେ ବିଶ୍ୱବିଜେତା ଫ୍ରାନ୍ସକୁ ପରାସ୍ତ କରିଛି ଆର୍ଜେଣ୍ଟିନା । ଫିପା ବିଶ୍ୱକପ ଟାଇଟେଲ ହାତେଇଲା ଆର୍ଜେଣ୍ଟିନା । ପେନାଲଟି ସୁଟ୍‌ଆଉଟରେ ୪-୨ରେ ଜିତିଛି ଆର୍ଜେଣ୍ଟିନା । ପ୍ରଥମ

ମାତ୍ର ୫୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର; ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଗରିବ ଖଟିଖିଆ ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର ଆଣିଛନ୍ତି ରାଜ୍ୟ ସରକାର । ମହଙ୍ଗା ମାଡରୁ ମିଳିବ ମୁକ୍ତି । ଏଣିକି ରାଜ୍ୟରେ କମ୍ ହେବ ଗ୍ୟାସ ସିଲିଣ୍ଡରର ଦାମ୍ । ମାତ୍ର ୫୦୦ ଟଙ୍କାରେ ମିଳିବ ରନ୍ଧନ ଗ୍ୟାସ । ତେବେ ଏହି ନିୟମ ଲାଗୁ କରିଛନ୍ତି ରାଜସ୍ଥାନ ସରକାର । ଲୋକଙ୍କୁ ୫୦୦ ଟଙ୍କାରେ

ଅର୍ଚ୍ଚନାଙ୍କ ରିମାଣ୍ଡ ଆବେଦନ ଖାରଜ; ଏବେ ଝାରପଡା ଜେଲ ହେବ ଠିକଣା

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ନୂଆ ଟ୍ୱିଷ୍ଟ ଆଣିଛନ୍ତି ମାନ୍ୟବର କୋର୍ଟ । ଅର୍ଚ୍ଚନାକୁ ଆଉ ୨ ଦିନ ରିମାଣ୍ଡରେ ନେବା ପାଇଁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ଏଡିଜେ ୩ ଇଡିର ଏହି ରିମାଣ୍ଡକୁ ଅନୁମତି ଦେଇ ନାହାନ୍ତି । ରିମାଣ୍ଡ ଆବେଦନ ଖାରଜ ହେବା ପରେ ଏବେ ଜାରପଡା

ରାଉରକେଲାରେ ଗଡିବ ‘ମୋ ବସ୍‌’

ଇସ୍ପାତ ନଗରୀରେ ଗଡ଼ିବ ମୋ ବସ୍ । ହକି ବିଶ୍ୱକପ ପୂର୍ବରୁ ମୋ ବସ ସେବାରେ ସାମିଲ ହେବ ଅଧିକ ୩୦ଟି ବସ୍‌। ୩୦ଟି ପ୍ରଦୂଷଣ ମୁକ୍ତ ତଥା ଶୀତତାପ ନିୟନ୍ତ୍ରିତ ଇକେକ୍ଟ୍ରିକ ବସ୍‌। ବିଶ୍ବକପ୍ ପୂର୍ବରୁ ୨୫ଟି ବସ୍ କ୍ରୁଟ ପକ୍ଷରୁ ରାଉରକେଲାକୁ ପଠାଯିବ। ୯ଟି ବସ ଆସି ସାରିଥିବା ବେଳେ ଅବଶିଷ୍ଟ

ଚିଲିକାରେ ବୁଡିଲା ଭ୍ୟାନ୍ ବୋଝେଇ ଡଙ୍ଗା

ଚିଲିକାରେ ଏକ ବଡ ଅଘଟଣ ଘଟିଯାଇଥିା ସୂଚନା । ବୁଡିଲା ଗ୍ୟାସବୋଝେଇ ଟାଟା ଏସି ସହ ଡଙ୍ଗା ।ଟାଟା ଏସିରେ ୭୨ଟି ସିଲିଣ୍ଡର ରହିଥିଲା । ଗ୍ୟାସ ସିଲିଣ୍ଡର ଗୁଡିକ କୃଷ୍ଣପ୍ରସାଦରୁ ଜହ୍ନିକୁଦାରୁ ମହିସା ବ୍ରହ୍ମପୁରକୁ ଯାଉଥିଲା । ବ୍ରହ୍ମପୁର ଗାଁରେ ଏକ ଡଙ୍ଗା ଜହ୍ନିକୁଦା କାଁରେ ପହଞ୍ôଚଥିଲା ।

ହାତ ଧରିଛନ୍ତି ଗୁଡଲି ରଥ

ସଙ୍ଗୀତ ନିର୍ଦ୍ଦେଶକ ତଥା ସିଙ୍ଗର ଗୁଡଲି ରଥ ହାତ ଧରିଛନ୍ତି । ଓଡିଶା ପ୍ରଭାରୀ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସରେ ମିଶିଛନ୍ତି ଗୁଡଲି । ଚେଲ୍ଲା କୁମାର ଓ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, କଣ୍ଠଶିଳ୍ପୀ ପମି ମିଶ୍ର , ଗୁଡଲି ରଥ , ରଶ୍ମୀତା

ଆମ୍ବୁଲାନ୍ସ ଭିତରେ ରୋଗୀଙ୍କୁ ମଦ ପିଆଇଲେ ଡ୍ରାଇଭର, ନିଜେ ବି ପିଇଲେ

ଆମ୍ବୁଲାନ୍ସ ଭିତରେ ରୋଗୀଙ୍କୁ ମଦ ପିଆଇଲେ। ନିଜେ ବି ମଦ ପିଇଲେ ଆମ୍ବୁଲାନ୍ସ ଡ୍ରାଇଭର। ପରେ ରୋଗୀଙ୍କୁ ନେଇ ଯାଇଥିଲେ ଡାକ୍ତରଖାନା। ରାସ୍ତା କଡରେ ଆମ୍ବୁଲାନ୍ସ ଭିତରେ ଖୁଲମଖୁଲା ଏଭଳି ମଦ ପିଇବାର ଦୃଶ୍ୟ ଏବେ ଭାଇରାଲ ହୋଇଛି। ଗତକାଲି ଜଗତସିଂହପୁର ଜିଲ୍ଲାର କଟକ-ପାରାଦ୍ୱୀପ ରାସ୍ତାର

କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ

କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ । ଓଡ଼ିଶାର ବକେୟା ଖାଦ୍ୟ ସବସିଡ୍ ୧୪ ହଜାର ୨୯୨ କୋଟି ଓ ଅତିରିକ୍ତ ସୁଧ ବାବାଦକୁ ୬ ହଜାର ୧୮୭ କୋଟି ତୁରନ୍ତ ପ୍ରଦାନ କରିବାକୁ ଦାବି ଜଣାଇଲେ । ଏ ସଂପର୍କରେ ଦେଲେ ଦାବିପତ୍ର। ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ

ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ହ୍ରାସ, ଜି. ଉଦୟଗିରି ଥଣ୍ଡା ସହର

କିଛି ଦିନ ପରେ ରାଜ୍ୟରେ ପୁଣି ପ୍ରବଳ ଶୀତ ଅନୁଭୂତ ହେଉଛି । କିଛି ଦିନ ହେବ ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଫଳରେ ପୂର୍ବ ଅପେକ୍ଷା ଅଧିକାଂଶ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି। ଉତ୍ତରା ପବନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ତଳ ମୁହାଁ ରହିଛି। ପ୍ରଥମ

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ

ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଯେପରି ଅଧିକରୁ ଅଧିକ ସିଟ୍‌ରେ ଜିତିବ ସେନେଇ ରଣନୀତି ପ୍ରସ୍ତୁତ କରୁଛି।କଂଗ୍ରେସ କର୍ମୀ ଓ ନେତାଙ୍କୁ ଜିତିବାର ମନ୍ତ୍ର ଦେବାକୁ ଦଳର ସଭାପତି ମଲ୍ଲିକାର୍ଜ୍ଜୁନ ଖଡ୍‌ଗେଙ୍କ ସମେତ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଓଡ଼ିଶା