Odia News Portal
Yearly Archives

2022

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଦୁବୁଲୁଣ୍ଡା-ମରେଇପାଟ ଗାଁ ନିକଟ ଜଙ୍ଗଲରୁ ଉଦ୍ଧାର ହୋଇଛି ମୃତ ଦେହ । ମରେଇପାଟ ଜଙ୍ଗଲ ରାସ୍ତାର ୧୦୦ମିଟର ଦୂରରେ ଥିବା ଗଛରେ ଦୁହିଁଙ୍କ ଝୁଲନ୍ତା ଅବସ୍ତାରେ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ଯୁବକ ଜଣକ

ମୁଖ୍ୟମନ୍ତ୍ରୀଙ୍କ ଗଣେଶ ଚତୁର୍ଥୀ ଶୁଭେଚ୍ଛା

ଗଣେଶ ଚତୁର୍ଥୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭଗବାନ ବିଘ୍ନରାଜ ସମସ୍ତଙ୍କୁ ଉଚିତ ମାର୍ଗରେ ପରିଚାଳିତ କରି ସୁଖ, ସମୃଦ୍ଧି ଓ ସଫଳତାର ଆଶିଷ ଦିଅନ୍ତୁ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଦକ୍ଷିଣ ଭାରତରେ ବର୍ଷାରେ ବେହାଲ ଲୋକେ

ମୌସୁମୀ ପ୍ରଭାବରେ ଦେଶର ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତର ପ୍ରଦେଶରେ ଲକ୍ଷାଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ସହରମାନଙ୍କରେ କୃତିମ ବନ୍ୟା ସୃଷ୍ଟି କରିଛି। ଏପଟେ ପାଣିପାଗ ବିଭାଗ ଆହୁରି ବର୍ଷା ହେବା

ମହିଳାଙ୍କ ତଣ୍ଟି ଚିପି ହତ୍ୟା

ସ୍ତ୍ରୀର ତଣ୍ଟି ଚିପି ହତ୍ୟା ଅଭିଯୋଗ। ଥାନାରେ ଅଭିଯୋଗ ଆଣିଲେ ସ୍ୱାମୀ। ସ୍ୱାମୀଙ୍କ ଅନୁପସ୍ଥିତିରେ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ସ୍ୱାମୀ ଅନନ୍ତ ନାରାୟଣ ନାଥ। ବେକରେ ଦାଗ ଚି଼ହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ୍ । ମୃତ ଶୁଭଶ୍ରୀ ମହାପାତ୍ରଙ୍କ

ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କ ପରଲୋକ

ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କଲେ ଜଷ୍ଟିସ ମହାପାତ୍ର। ଓଡିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟର ବିଚାରପତି ଥିଲେ ଜଷ୍ଟିସ ମହାପାତ୍ର। ୮୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ୧୯୩୭ ଅଗଷ୍ଟ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ

ଆଜି ପବିତ୍ର ଗଣେଶ ଚତୁର୍ଥୀ,ପ୍ରତି ସ୍ଥାନରେ ପୂଜା ପାଇବେ ବିଘ୍ନରାଜ

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ବିନାୟକ ଆଜି ପ୍ରତି ସ୍ଥାନରେ ପୂଜା ପାଇବେ । ଏଥିପାଇଁ ଦେଶର ପୁରପଲ୍ଲୀରେ ସବୁଠାରେ ପୂଜା ପାଇଁ ସମସ୍ତେ ଚଳଚଂଚଳ । ଅନେକ ସ୍ଥାନରେ ସକାଳୁ ସକାଳୁ ଶିକ୍ଷାନୁଷ୍ଠାନ ରେ ଆରମ୍ଭ ହୋଇଯାଏ ପୂଜାର ଆୟୋଜନ । ଏହାସହ ଓଡ଼ିଶାର ଅନେକ

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ, ସଂଧ୍ୟାରେ ଇନଭେଷ୍ଟର୍ସ ମିଟରେ ହେବେ ସାମିଲ

ଆଜିଠୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସଂଧ୍ୟାରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ମିଟରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ୧୬ଟି ଦେଶର ଆମ୍ବାସଡରଙ୍କ ସହ ସେ ନିବେଶ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ନଭେମ୍ବର ୩୦

ଚାଷୀଙ୍କୁ ନୂଆଁଖାଇ ଭେଟି:ଚାଷୀଙ୍କୁ ମିଳିବ କାଳିଆ ସହାୟତା

ଚାଷୀଙ୍କୁ ନୂଆଁଖାଇ ଭେଟି ଦେବେ ରାଜ୍ୟ ସରକାର । ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇରେ ଚାଷୀଙ୍କୁ କାଳିଆ ଟଙ୍କା ସହାୟତା ଦେବେ ରାଜ୍ୟ ସରକାର । ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଇବେ ରାଜ୍ୟ ସରକାର । ରାଜ୍ୟର ୪୧ ଲକ୍ଷ ଚାଷୀ ଏହି ସହାୟତା ପାଇବେ ।

ଶାଶୂ ଘର ଛାଡିବେ ବର୍ଷା

ଶାଶୂ ଘର ଛାଡିବେ ଅଭିନେତ୍ରୀ ବର୍ଷା । ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାର ବିଚାର କରି କଟକ ଅତରିକ୍ତ ଜିଲ୍ଲା ଦୌରାଜଜ୍ ଏହି ରାୟ ଦେଇଛନ୍ତି। ପୂର୍ବରୁ ବର୍ଷାଙ୍କୁ ଏସଡିଜେଏମ କୋର୍ଟ ନିର୍ଦେଶ ଦେଇଥିଲେ। ଏସଡିଜେଏମଙ୍କ ରାୟକୁ ଚ୍ୟାଲେଞ୍ଜ କରି ଜିଲା କୋର୍ଟରେ ଆବେଦନ କରିଥିଲେ

ବ୍ୟକ୍ତିଙ୍କ ଆଖିର ରଙ୍ଗ ଅଲଗା କାହିଁକି

ସବୁ ବ୍ୟକ୍ତିଙ୍କ ଆଖିର ରଙ୍ଗ ଅଲଗା ଅଲଗା ଥାଏ। କାହାର ବ୍ରାଉନ ତ କାହାର କଳା ପୁଣି କାହା ଆଖିର ରଙ୍ଗ ନୀଳ। ଅନେକ ଲୋକଙ୍କର ଆଖିର ରଙ୍ଗ ଗାଢ଼ ଧୂସର ମଧ୍ୟ ହୋଇଥାଏ। ଏହିଭଳି ଭିନ୍ନ ଆଖି ଲୋକଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ। ଅନେକ ଲୋକ ଆଟ୍ରାକଟିଭ୍‌ ଦେଖାଯିବା ପାଇଁ ନିଜ ଆଖିର ରଙ୍ଗକୁ