ଶ୍ୱେତାଙ୍କ ଆଉ ଏକ ହ୍ୱାଟସଆପ୍ ଚାର୍ଟ ଭାଇରାଲ
ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମତହ୍ୟା ମାମଲା ଦିନକୁ ଦିନ ରହସ୍ୟମୟ ହେଉଛି । ପୁଲିସ ସୌମ୍ୟଜିତ୍ଙ୍କୁ ଗିରଫ କରୁନଥିବା ବେଳେ ତାଙ୍କ ବିରୋଧରେ ପ୍ରତିଦିନ ପୁଲିସ ହାତରେ ଏକାଧିକ ପ୍ରମାଣ ଲାଗୁଛି । ରବିବାର ସୌମ୍ୟଜିତ୍ଙ୍କ ବିରୋଧରେ ଆଉ ଏକ ପ୍ରମାଣ ଲାଗିଛି । ଶ୍ୱେତାଙ୍କ!-->…