ଏଥର ଭକ୍ତଙ୍କ ଗହଣରେ ହେବ ଗଣେଶ ପୂଜା: ବିଏମସି କମିଶନର
ରାଜଧାନୀରେ ଏଥର ଗଣେଶ ପୂଜାରେ ପରଦା ଆଢୁଆଳରେ ନୁହେଁ, ବରଂ ସିଧାସଳଖ ଠାକୁରଙ୍କୁ ଦର୍ଶନ କରିପାରିବେ ଭକ୍ତ । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି । ଏଥର ଶତାଧିକ ଲୋକଙ୍କୁ ନେଇ ରାଜଧାନୀରେ ହେଇପାରିବ ପୂଜା । କୋଭିଡ୍ କଟକଣା ଉଠିଥିଲେ ମଧ୍ୟ ମାସ୍କ୍ ଓ ସାନିଟାଇଜର!-->…
