Odia News Portal
Yearly Archives

2022

ହୀରାକୁଦର ୨୦ ଗେଟ୍ ଖୋଲା

ହୀରାକୁଦ ଡ୍ୟାମର ଆଉ ୪ ଟି ଗେଟ୍ ଖୋଲା । ଖୋଲାଥିବା ୨୪ ଟି ଗେଟ୍ ରୁ ଆଉ ୪ଟି ବନ୍ଦ ହେଲା । ବର୍ତ୍ତମାନ ୨୦ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ ।ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ହୀରାକୁଦ ଡ୍ୟାମର ଜଳସ୍ତର ୬୨୨ ଫୁଟ ତଳକୁ ଖସିଛି । ଏବେ ହୀରାକୁଦର ଜଳସ୍ତର

ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ବନ୍ଦ ହେବ:SRC

ରାଜ୍ୟରେ ବନ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରାଜ୍ୟ ସରକାର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ। ସେ କହିଛନ୍ତି, ବର୍ତ୍ତମାନ ହୀରାକୁଦ ଡ୍ୟାମର ୨୪ଟି ଗେଟ ଖୋଲା ଅଛି। ଏଠାରେ ମହାନଦୀର ଜଳସ୍ତର ରହିଛି ୬୨୧.୯୩। ଏଠାରୁ ୩ ଲକ୍ଷ କ୍ୟୁସେକ୍

ବଜ୍ରପାତରେ ଜଣେ ମୃତ, ୩ ଗୁରୁତର

କଟକ ଜିଲ୍ଲା ମାହାଙ୍ଗା ଥାନା ନାହାଙ୍ଗ ପଞ୍ଚାୟତ ବାଲିପଡ଼ା ଗାଁ ରେ ଘଟିଛି ଅଘଟଣ । ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ତିନି ଗୁରୁତର । ବିଲରେ କାମ କରୁଥିବା ସମୟରେ ଘଟିଛି ଏହି ଅଘଟଣ। ମୃତକ ହେଲେ ସୁରେଶ ଜେନା, ଟୁକୁନା ଜେନା ଓ ଗୋପାଳ ଜେନା। ଏଣେ ହାୱାଡା ଜେନାଙ୍କୁ

ସ୍କୁଲରେ ବଜ୍ରପାତ: ୬ ଗୁରୁତର

ସ୍କୁଲରେ ବଜ୍ରପାତ । ୬ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଗୁରୁତର । ତିଳେଇବଣି ବ୍ଲକ ପୁଟୁରାପଶି ୟୁପି ସ୍କୁଲରେ ବଜ୍ରପାତ । ସ୍କୁଲରେ ପାଠପଢା ଚାଲିଥିବା ବେଳେ ବଜ୍ରପାତ ହୋଇଥିବା ସୂଚନା । ବଜ୍ରପାତରେ ସ୍କୁଲ ଘର ଛାତ କଣା ହୋଇ ଯାଇଥିବା ସୂଚନା ।

ଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି, ଯାତାୟାତ ବାଧାପ୍ରାପ୍ତ

ଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି । ଭୂସ୍ଖଳନ ଯୋଗୁ ଧସିଲା ମାଟି । କନ୍ଧମାଳ ରାଇକିଆ ବ୍ଲକ କରଡ଼ା ଘାଟି ମାଲାଗୁଡ଼ା ନିକଟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘାଟିର ତିନୋଟି ସ୍ଥାନରେ ପାର୍ଶ୍ୱ କାନ୍ଥ ଧସି ଯାଇଛି । ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ଘାଟିର ବିଭିନ୍ନ ସ୍ଥାନ ଧୋଇଯାଇଥିଲା

ସିସୋଦିଆଙ୍କ ଘରେ ସିବିଆଇ ଚଢ଼ାଉ

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ସମେତ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳ ଅନ୍ତର୍ଗତ ୨୦ଟି ସ୍ଥାନରେ ଆଜି ସକାଳୁ ସିବିଆଇ ଟିମ୍‌ ଚଢ଼ାଉ କରିଛି । ଦିଲ୍ଲୀ ଅବକାରୀ ନୀତି ଅନିୟମିତା ଅଭିଯୋଗ ସଂକ୍ରାନ୍ତରେ ଚାଲିଥିବା ତଦନ୍ତ ପରିପ୍ରେକ୍ଷୀରେ ଏହି ଚଢ଼ାଉ ହୋଇଥିବା ଜଣାପଡିଛି।

ବାତ୍ୟା ହେବନି -ଆଇଏମଡି ଡିଜି

ଅବପାତ ନେଇ ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ରଙ୍କ ସୂଚନା । ଅବପାତ ଟି ଏବେ ଦୀଘାରୁ ୧୪୦ , ବାଲେଶ୍ୱରରୁ ୨୦୦ କିମି ଦୂରରେ । ଆଗାମୀ ୬ ଘଣ୍ଟାରେ ଏହା ଗଭୀର ଅବପାତରେ ରୂପାନ୍ତର ହେବ । ସେହି ଅବସ୍ଥାରେ ଏହ ସ୍ଥଳ ଭାଗ ଅତିକ୍ରମ କରିବ । ଏହା ବତ୍ୟାରେ ରୂପାନ୍ତର ହେବ କି ପ୍ରଶ୍ନରେ ଆଇଏମଡି

ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ଆଜିଠାରୁ ଆରମ୍ଭ

ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା । ପ୍ରଥମ ପର୍ଯ୍ୟାୟ ନାମଲେଖା ବିଭିନ୍ନ ହାୟର ସେକେଣ୍ଡାରୀ ସ୍କୁଲରେ ଆଜିଠାରୁ ଆରମ୍ଭ ହୋଇ ୨୫ ତାରିଖ ଯାଏ ଚାଲିବ । ୨୭ ତାରିଖ ଭିତରେ ସ୍ଲାଇଡ୍ ଅପ୍ ଆବେଦନ କରାଯାଇପାରିବ । ସେପ୍ଟେମ୍ବର ୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା

ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ

ରାଜ୍ୟର ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡ଼ିଶା ଯୁବମଞ୍ଚ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ବନ୍ଦର ପ୍ରଭାବ ସୁନ୍ଦରଗଡ଼ ସହରରେ ପଡ଼ିଛି । ଦୋକାନ ବଜାର, ଗାଡ଼ି ମଟର ବସ୍ ଓ ଟ୍ରକ ଚଳାଚଳ ବନ୍ଦ ରହିଛି ।ବିଜୁ ପଟ୍ଟନାୟକ

ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍

ହୀରାକୁଦର ଖୋଲାଥିବା ୨୮ଟି ଗେଟ୍‌ରୁ ଆଉ ୪ଟି ଗେଟ୍‌ ବନ୍ଦ କରାଯାଇଛି। ବର୍ତ୍ତମାନ ୨୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମରୁ ୧୬ଟି ଏବଂ ଡାହାଣରୁ ୮ଟି ଗେଟ୍‌ ଖୋଲା ରହିଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୨.୨୭ ଫୁଟ୍‌।