ହାଇ ଆଲର୍ଟରେ ମହାରାଷ୍ଟ୍ର
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଥିବା ହରିହରେଶ୍ୱର ଉପକୂଳ ସମୁଦ୍ରରେ ଏକ ସନ୍ଦେହଜନକ ଡଙ୍ଗା ଦେଖିବାକୁ ମିଳିଥିଲା। ଡଙ୍ଗାରେ ଏକେ ୪୭, ରାଇଫଲ ଏବଂ କିଛି କାର୍ଟ୍ରିଜ୍ ଥିବା ଦେଖାଯାଇଛି। ଏଭଳି ସନ୍ଦେହଜନକ ଅବସ୍ଥାରେ ଡଙ୍ଗାରୁ ଏଭଳି ଅସ୍ତ୍ରଶସ୍ତ୍ର ମିଳିବା ପରେ ସମଗ୍ର ରାୟଗଡ ଜିଲ୍ଲାରେ!-->…
