ଆଜି ମୁଣ୍ଡୁଳି ଅତିକ୍ରମ କରିବ ମହାନଦୀ ବନ୍ୟାଜଳ
ଆଜି ମୁଣ୍ଡୁଳି ଅତିକ୍ରମ କରିବ ମହାନଦୀ ବନ୍ୟାଜଳ । ହୀରାକୁଦ ଡ୍ୟାମର ୩୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଆଜି ମୁଣ୍ଡୁଳି ଅତିକ୍ରମ କରିବ ବୋଲି କୁହାଯାଇଛି । ଫଳରେ ରାଜ୍ୟରେ ଛୋଟ ଧରଣ ବନ୍ୟା ଆଶଙ୍କା ଥିବା ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକୁ ନେଇ!-->…
