Odia News Portal
Yearly Archives

2022

ପୃଥିବୀର ରହସ୍ୟମୟ ଝରଣା

ମାରିଶସ୍ ଅଣ୍ଡର ୱାଟର ଫଲ୍ ଏହି ଝରଣା ସାଗର ଭିତରେ ବୋହିଥାଏ। ଯାହାକି ଏହାକୁ ସବୁଠାରୁ ଭିନ୍ନ କରିଥାଏ। ଏହା ବିଶ୍ୱର ଅଣ୍ଡର ୱାଟର ଫଲ୍। ଏହି ଝରଣାକୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ଭିଡ଼ ଲାଗେ। କାରଣ ଏହା ୨୪ ଘଣ୍ଟା ଖୋଲା ଥାଏ । କିଛି ଲୋକ ଏହାର ସୁନ୍ଦରତା ଦେଖି ବିଶ୍ଵାସ ମଧ୍ୟ କରି

ଦୁର୍ନୀତିଗ୍ରସ୍ତ ୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ।୫ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ୨ ଜଣଙ୍କୁ ଚାକିରୀରୁ ବହିଷ୍କାର ଓ ଅନ୍ୟ ୨ ଜଣଙ୍କ ପେନ୍‌ସନ୍‌ ସ୍ଥାୟୀଭାବେ ବନ୍ଦ ଜଣେ ସୁପରିନ୍‌ଟେଣ୍ଡିଂ ଇଞ୍ଜିନିୟର, ୨ ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଣ୍ଟ

ଅଗଷ୍ଟ ୧୩ରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା: ସିଇସି

ଗତକାଲି ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ କ୍ରମେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଥିବା ବେଳେ ଅଗଷ୍ଟ ୧୩ ତାରିଖ ବେଳକୁ ଉତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର

ଲାବ୍ରାଡର୍ର ମୂତ୍ରାଶୟରୁ ବାହାରିଲା ୫୦ ଗ୍ରାମ ରୁ ଅଧିକ ଓଜନର ଷ୍ଟୋନ୍

ଏକ ଧଳା ଲାବ୍ରାଡରର ମୂତ୍ରାଶୟ ଏବଂ ପରିସ୍ରାନଳୀରୁ ଅସ୍ତ୍ରୋପଚାର ଜରିଆରେ ବହୁ ପରିମାଣର ପଥର ବାହାର କରାଯାଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ନୂଆଗାଁ ସ୍ଥିତ ସୋଆ ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍‌ର ପଶୁ ଚିକିତ୍ସକମାନେ ଏଭଳି ସଫଳ ଅସ୍ତ୍ରୋପଚାର କରିପାରିଛନ୍ତି । ସାଢ଼େ ଚାରିବର୍ଷର

୧୦ ଜିଲ୍ଲା ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାହେବ। ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଓଡ଼ିଶା ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ଛତିଶଗଡ଼ ମୁହାଁ ହୋଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ

ଧରାପଡିଲେ ଲାଞ୍ଚୁଆ ରାଜସ୍ୱ ଅଧିକାରୀ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ୱ ଅଧିକାରୀ । କୋଦଳା ତହସିଲ ବରିଡ଼ା ଆର୍.ଆଇ ଦେବାଶିଷ ମାଝିଙ୍କୁ ଧରିଛି ଭିଜିଲାନ୍ସ । ଏକ ଜବତ ବାଲି ଟ୍ରକ୍ ଛାଡ଼ିବାକୁ ସେ ୨୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ନିଜ ଅଫିସ ଭିତରେ ସେ ଟଙ୍କା ନେଉଥିବା ବେଳେ ତାଙ୍କୁ ଧରିଥିଲା

ବଂଶଧାରାକୁ ଛାଡି ରାଜ୍ୟର ଅନ୍ୟ ସବୁ ନଦୀ ବିପଦ ସଙ୍କେତ ତଳେ

ରାଜ୍ୟରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ସବୁ ନଦୀର ଜଳ । କେବଳ ବଂଶଧାରା ନଦୀ ବିପଦ ସଙ୍କେତର ସାମାନ୍ୟ ଉପରେ ରହିଛି ବୋଲି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,’ଖଇରମାଳରୁ ମହାନଦୀ ଯାଏଁ ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ଅଛୀ। ଉପକୂଳ

ସ୍ୱାଧୀନତା ଦିବସ ଉତ୍ସବରେ ଭାଗ ନେଇପାରିବେ ଛାତ୍ରଛାତ୍ରୀ

ସ୍ୱାଧୀନତା ଦିବସରେ ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ଉତ୍ସବରେ ଛାତ୍ରଛାତ୍ରୀ ସାମିଲ ହେବେ । ଏ ନେଇ ପୂର୍ବ ନିଷ୍ପତ୍ତି ବଦଳିଛି । ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ସାମିଲ ହେବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ

ପୁଅ ସାଜିଲା ପିଶାଚ,ଭୁଲିଗଲା ରକ୍ତ ସମ୍ପର୍କ

ପୁଅ ସାଜିଲା ପିଶାଚ । ଭୁଲିଗଲା ରକ୍ତ ସମ୍ପର୍କ । ସାମାନ୍ୟ ବାଇକ୍ ପାଇଁ ନିଜ ଜନ୍ମ କଲା ବାପାକୁ ବ୍ଲେଡ୍‌ରେ କାଟି ହତ୍ୟା କଲା ପୁଅ । ଢେଙ୍କାନାଳ ଜିଲ୍ଲା ଟାଉନ୍ ଥାନା କୋରିଆଁ ଜୁଆଙ୍ଗ ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯାହା ଏବେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ବିହାରରେ ଆଜି ମହାମେଣ୍ଟ ସରକାର, ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ

ବିହାରରେ ଆଜି ଜେଡିୟୁ ଓ ଆରଜେଡି ନେତୃତ୍ୱରେ ନୂଆ ମହାମେଣ୍ଟ ସରକାର ଶପଥ ନେବ । ଅଷ୍ଟମ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଅପରାହ୍ନ ୨ଟାରେ ରାଜ ଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମହାମେଣ୍ଟ ସରକାରରେ ଆରଜେଡି ନେତା ତେଜସ୍ୱୀ