Odia News Portal
Yearly Archives

2022

ଇକୋ ଟୁରିଜିମ ଶିଳ୍ପକୁ ସମସ୍ତ ସହାୟତା ଦିଆଯିବ : ପ୍ରତାପ ଦେବ

ରାଜ୍ୟ ସରକାର ଶିଳ୍ପାୟନକୁ ଗୁରୁତ୍ୱ ଦେଉଛନ୍ତି । ବିଧାୟକମାନେ ସେମାନଙ୍କ ଅଞ୍ଚଳରେ କେହି ଶିଳ୍ପ କିମ୍ବା ଇକୋ ଟୁରିଜିମ ସମ୍ପର୍କିତ କୌଣସି ପ୍ରକଳ୍ପ କରିବାକୁ ଆଗ୍ରହୀ ଥିଲେ ସେମାନଙ୍କୁ ଉତ୍ସାହିତ କରନ୍ତୁ। ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଦିଆଯିବ ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ୱରରେ ଇ-ବସ ଓ ଇ-ରିକ୍ସା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର airport ଛକ ଠାରେ ଇ-ବସ ଓ ଇ-ରିକ୍ସା ଚଳାଚଳର ଶୁଭାରମ୍ଭ କରିଛନ୍ତି। ଗାଡି ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଦ୍ବାରା ସହରରେ ବାୟୁ ପ୍ରଦୂଷଣ କମ୍ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଆରମ୍ଭ କରାଯାଇଛି।

ରାଜ୍ୟସଭାରେ ନିଯୁକ୍ତ ହେଲେ ବିଜେଡି ନେତା ସସ୍ମିତ ପାତ୍ର

ରାଜ୍ୟସଭାରେ ବିଜେଡି ନେତା ନିଯୁକ୍ତ ହେଲେ ଡ.ସସ୍ମିତ ପାତ୍ର । ରାଜ୍ୟସଭା ସଂସଦୀୟ ଦଳ ନେତା ଭାବେ ନିଯୁକ୍ତ ହୋଇଛନ୍ତି ସସ୍ମିତ ପାତ୍ର । ସେହିପରି ବିଜେଡି ଚିଫ୍ ହୁଇପ ଭାବେ ସୁଲତା ଦେଓଙ୍କୁ ନିଯୁକ୍ତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରେସ ବିବୃତ୍ତି ମାଧ୍ୟମରେ ଦଳର

କେନ୍ଦ୍ରାପଡ଼ା ଗୋପ ଠାରେ ଉଦଘାଟନ ହେଲା ସମବାୟ ସଭିତିର ନୂଆ ଅଫିସ

କେନ୍ଦ୍ରାପଡ଼ା ଗୋପ ଠାରେ କୃଷକ ବିକାଶ ସମବାୟ ସମିତି ଲିଃ ର ନୂତନ ଅଫିସ ଗୃହ ସମିତି ର ସଭାପତି ଶ୍ରୀ ପ୍ରମୋଦ ସାହୁ ଙ୍କ ଦ୍ୱାରା ଉଦଘାଟନ ହେଇଯାଇଅଛି । ଏଥିରେ ସମିତି ର ଉପସଭାପତି ଶ୍ରୀମତୀ ପାର୍ବତୀ ନାୟକ, ସମିତି ର ନିର୍ଦେଶକ ସର୍ବଶ୍ରୀ ଅଭୟ ସାମଲ, ରବିନ୍ଦ୍ର ଧଳ, ରଞ୍ଜନ ସେଠୀ,

ମଙ୍କିପକ୍ସ ମୁକାବିଲା ପାଇଁ ଏସସବିରେ ସ୍ୱତନ୍ତ୍ର ବ୍ୟବସ୍ଥା

ମଙ୍କିପକ୍ସ ଲକ୍ଷଣ ଦେଖାଗାଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଶା କର୍ମୀ ଏବଂ ଏଏନଏମ କର୍ମୀଙ୍କୁ ଲକ୍ଷଣ ଆସିଲେ ଖବର ଦେଇପାରିବେ। ଯଦି କୌଣସି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ

ସାମ୍ନାକୁ ଆସିଲେ ପ୍ରକୃତି, ଗଣମାଧ୍ୟମକୁ ଦେଲେ ନିଜର ପ୍ରତିକ୍ରିୟା

ବାବୁସାନ ମହାନ୍ତିଙ୍କ ପରି ନିଜ ଘରର ଛାତ ଉପରକୁ ଆସିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ଆଉ ଘର ସମ୍ମୁଖରେ ଥିବା ଠିଆ ହୋଇଥିବା ପ୍ରଶଂସକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ହାତ ହଲାଇଲେ ଏବଂ ନମସ୍କାର କଲେ। କହିଲେ, ସମୟ ଆସିଲେ ସବୁ କହିବି। ଥେଙ୍କ୍ ୟୁ ଆଜ୍ଞା..। ପ୍ରବଳ ଖରା ହେଉଛି..

ନୂଆ ଜିଏସଟି ହାର ଲାଗୁ ପରେ ୧୫ ପ୍ରତିଶତ ବଢିଛି ଖାଦ୍ୟ ସାମଗ୍ରୀ ଦର

କେନ୍ଦ୍ର ସରକାର ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି) ବଢ଼ାଇବା ପରେ ଗତ ୧୦ ଦିନ ମଧ୍ୟରେ ଅଧିକାଂଶ ଖାଦ୍ୟ ସାମଗ୍ରୀର ଦର ୧୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ପୂର୍ବରୁ ପ୍ୟାକ୍ ହୋଇଥିବା ଖାଦ୍ୟ ସାମଗ୍ରୀ ଉପରେ ୫% ଜିଏସଟି ଲାଗୁ ହେବା ପରେ ଅଟା, ଚାଉଳ, ଦଲିଆ, ମଇଦା, ସୁଜି, ଡାଲି (ହରଡ଼)

ବାଘ ସଙ୍କଟ ଦୂର କରିବ ନନ୍ଦନକାନନ

ବାଘସଙ୍କଟ ଦୂର କରିବାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନୂଆ ଯୋଜନା । ଚିଡିଆ ଖାନାରେ ଜନ୍ମିତ ବାଘକୁ ହିଂସ୍ର କରି ଜଙ୍ଗଲରେ ଛାଡିବାକୁ ଯୋଜନା ।ଏ ନେଇ ଖୁବଶୀଘ୍ର ନୂଆ ଷ୍ଟଡି ହେବ କହିଲେ ନନ୍ଦନକାନନ ନିର୍ଦ୍ଦେଶକ । ବେଙ୍ଗଲୁରୁର ପ୍ରାଣୀ ବିଜ୍ଞାନ ଜାତୀୟ କେନ୍ଦ୍ର ସହ ମିଶି ଷ୍ଟଡି ହେବ

ବାବୁସାନ-ତୃପ୍ତି ବିବାଦର ସାମାଧାନ ଉଦ୍ୟମ

ବାବୁସାନ ତୃପ୍ତିଙ୍କ ବିବାଦର ସାମାଧାନ ଉଦ୍ୟମ । ଆପୋଷ ସମାଧାନ ପାଇଁ ଉଦ୍ୟମ କରୁଥିବା ଚର୍ଚ୍ଚା । ତୃପ୍ତିଙ୍କ ସତ୍ୟ ନଗର ଘରେ ବାବୁସାନଙ୍କ ଘନିଷ୍ଠ ସହଯୋଗୀ ରବି ମିଶ୍ର । ଘଣ୍ଟାଏ ଧରି ତୃପ୍ତିଙ୍କ ପରିବାର ସହ ରବି ମିଶ୍ର ଙ୍କ ଆଲୋଚନା । ତୃପ୍ତିଙ୍କ ଘରୁ ବାହାରିବା ପରେ ରବି ମିଶ୍ରଙ୍କ

ଆଜିଠୁ ଟି-୨୦ ସିରିଜ୍‌: ୱେଷ୍ଟଇଣ୍ଡିଜ୍ ଉପରେ ପ୍ରାଧାନ୍ୟ ବଜାୟ ରଖିବା ଲକ୍ଷ୍ୟରେ ଭାରତ

ପୋର୍ଟ ଅଫ୍ ସ୍ପେନ୍‌: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ଦିନିକିଆ ସିରିଜକୁ ପୋଛିନେବା ପରେ ଭାରତର ଫୁଲ୍ ଷ୍ଟ୍ରେନ୍ଥ ଟିମ୍ ଏବେ ଟି୨୦ ସିରିଜରେ ମଧ୍ୟ ପ୍ରାଧାନ୍ୟ ବଜାୟ ରଖି ୱେଷ୍ଟଇଣ୍ଡିଜ ବିପକ୍ଷରେ କ୍ରମାଗତ ଦ୍ୱିତୀୟ