ଏକ୍ସପ୍ରେସୱେରେ ଦୁଇ ଡବଲ୍-ଡେକର୍ ବସ୍ ମଧ୍ୟରେ ଧକ୍କା, ୮ ମୃତ, ୨୦ ଆହତ
ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ବାରବାଙ୍କି ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୨୦ ଜଣ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ ଡବଲ୍-ଡେକର୍ ବସକୁ ଦ୍ରୁତ ବେଗରେ ଆସୁଥିବା ଆଉ ଏକ!-->…
