Odia News Portal
Yearly Archives

2022

ପୁରୀ ବେଳାଭୂମିରେ ଅଘଟଣ

ସମୁଦ୍ର ସ୍ନାନ ବେଳେ ପର୍ଯ୍ୟଟକଙ୍କ ଚାଲିଗଲା ଜୀବନ। ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ନର୍ଥ ଟ୍ବେଣ୍ଟି ପ୍ରଗଣାର ଲୁପିନ୍ ବିଶ୍ବାସ। ଆଜି ମଧ୍ୟାହ୍ନ ସମୟରେ ଲୁପିନ୍ ସେକ୍ଟର ୧୨ ହୋଟେଲ ବଙ୍ଗଲକ୍ଷ୍ମୀ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ।

ସ୍କୁଲ ଛାତ୍ରୀ ଉପରେ ଏସିଡ ମାଡ

ଦିଲ୍ଲୀର ଦ୍ୱାରକାରେ ଅଭାବନୀୟ ଘଟଣା । ଜଣେ ସ୍କୁଲ ଛାତ୍ରୀ ଉପରକୁ ଏସିଡ ମାଡ ହୋଇଛି । ଘଟଣା ସକାଳ ୯ରେ ଘଟିଛି । ଏସିଡ୍ ମାଡରେ ଆହତ ହୋଇଥିବା ସ୍କୁଲ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛାତ୍ରୀର ବୟସ ୧୭ ବର୍ଷ । । ଛାତ୍ରୀ ଜଣଙ୍କ ନିଜ ସାନ ଭଉଣୀ ସହ ସ୍କୁଲକୁ ବାହାରିଥିଲେ ।

ଶୋଇବା ପୂର୍ବରୁ କରି ନିଅନ୍ତୁ ଏହି ୪ କାମ, ଆସିବ ଶାନ୍ତିର ନିଦ

ଯଦି ନିଦ ଠିକ ନ ହୁଏ ତେବେ ସାରା ଦିନ ଆପଣଙ୍କୁ ଥକ୍କା ଓ ଚିଡଚିଡା ଲାଗିଥାଏ । ଦିନ ସାରା ଆପଣଙ୍କୁ ଭଲ ଲାଗି ନଥାଏ । ଯଦି ଆପଣଙ୍କ ସହ ବାରମ୍ବାର ଏପରି ହେଉଥାଏ, ତେବେ ଆପଣ ଶୋଇବା ପୂର୍ବରୁ ନିଶ୍ଚୟ କରନ୍ତୁ ଏହି କାମ । ଫଳରେ ଆପଣଙ୍କ ଶରୀର ଭଲ ରହିବା ସହ ଦିନସାରା ଆପଣ ଶାନ୍ତି ଅନୁଭବ

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ଇନଫୋସିଟି ଥାନାରେ ଗର୍ଲଫ୍ରେଣ୍ଡ ମନଜିତ୍ ଟେଟେଙ୍କୁ ଜେରା

ଆନନ୍ଦ ଟପ୍ପୋ ରହସ୍ୟଜନକ ମୃତ୍ୟୁ ମାମଲା । ଇନଫୋସିଟି ଥାନାରେ ହାଜର ହେଲେ ଆନନ୍ଦଙ୍କ ଗର୍ଲଫ୍ରେଣ୍ଡ ମନଜିତ୍ ଟେଟେ । ପୂର୍ବାହ୍ନ ୧୦ଟା ୪୫ରେ ଥାନରେ ହାଜର ହେଲେ ମନଜିତ୍ । ବାପାଙ୍କ ସହ ଥାନାରେ ହାଜର ହେଲେ ମନଜିତ୍ । ମନଜିତ୍ ଙ୍କୁ ଜେରା କରୁଛନ୍ତି ଭୁବନେଶ୍ଵର ଆଡିସନଲ ଡିସିପି ପ୍ରକାଶ

ବୃଦ୍ଧଙ୍କ ଆତ୍ମାହୁତି ଉଦ୍ୟମ,ଲୋକସେବା ଭବନ ଆଗରେ ପିଇଲେ ଫିନାଇଲ

ରାଜଧାନୀରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭୁବନେଶ୍ୱରର ଲୋକସେବା ଭବନ ଆଗରେ ଫିନାଇଲ ପିଇ ଆତ୍ମାହୁତି ଉଦ୍ୟମ କରିଛନ୍ତି ବୃଦ୍ଧ । ତେବେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ । ଆତ୍ମହତ୍ୟା ଉଦ୍ୟମ କରିଥିବା ବୃଦ୍ଧ ଜଣକ ଜଗତସିଂହପୁରର ରବିନ୍ଦ୍ର ଦାସ

ଶରଦ ପାୱାରଙ୍କୁ ହତ୍ୟା ଧମକ ଦେଉଥିବା ବ୍ୟକ୍ତି ବିହାରରୁ ଗିରଫ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସିପି ସଭାପତି ଶରଦ ପାୱାରଙ୍କୁ ହତ୍ୟା ଧମକ ଦେଇଥିବା ଜଣେ ବ୍ୟକ୍ତିଙ୍କୁ ମହାରାଷ୍ଟ୍ର ପୋଲିସ ବିହାରରୁ ଗିରଫ କରିଛି। ଅଭିଯୁକ୍ତ ଜଣକ ପାଓ୍ବାରଙ୍କୁ ଫୋନ୍ କରି ଘରକୁ ଆସି ଦେଶୀ ବନ୍ଧୁକରେ ତାଙ୍କୁ ଉଡ଼ାଇ ଦେବ ବୋଲି ଧମକ ଦେଇଥିଲା । ସେ

ପାଇଖାନା ଟାଙ୍କିରେ ପଡି ଦୁଇ ଶିଶୁକନ୍ୟା ମୃତ

ଗଞ୍ଜାମ ଜିଲ୍ଲା ବଡଗଡ ଥାନା ତାକରଡା ଗା‍ଁରେ ଅଘଟଣ । ପାଇଖାନା ଟାଙ୍କିରେ ପଡ଼ି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି । ମୃତକ ସିଦ୍ଧପୁର ଗାଁର ବସୁମତୀ ସେଠୀ ଓ କାଳିଆଗୁଡ଼ା ଗାଁର ଦିବ୍ୟା ସେଠୀ । ଉଭୟଙ୍କର ବୟସ ୫ବର୍ଷ ହୋଇଥିବା ଜଣାପଡିଛି। ଏହି ଘଟଣାରେ ସମଗ୍ର ଅଞ୍ଚଳ ଶୋକଗ୍ରସ୍ତ ହୋଇପଡିଛି

ବିଷାକ୍ତ ମଦ ନେଲା ୧୨ ଜୀବନ

ପୁଣି ବିହାରରେ ସାମ୍ନାକୁ ଆସିଲା ବିଷାକ୍ତ ମଦ କାରଣରୁ ମୃତ୍ୟୁ ମାମଲା। ବିଷାକ୍ତ ମଦ କାରଣରୁ ପ୍ରାୟ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି ବୁଧବାର ଖବର ମିଳିଛି। ଏହାସହ ଅନେକ ଚିିକିତ୍ସାଧୀନ ଅବସ୍ଥାରେ ମଧ୍ୟ ରହିଛନ୍ତି। ମୃତ୍ୟୁ ସଂଖ୍ୟା

ନକଲି ଔଷଧ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ

କଟକରେ ବାହାର ରାଜ୍ୟରୁ ନକଲି ଔଷଧର ଯୋଗାଣ ଧରାପଡ଼ିବା ପରେ ସବୁ ଡ୍ରଗ୍ସ ଅଫିସରଙ୍କୁ ବାହାର ରାଜ୍ୟରୁ ଆସୁଥିବା ଔଷଧ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାର ସୁଫଳ ଦେଖିବାକୁ ମିଳିଛି ବୋଲି କୁହାଯାଉଛି । ନକଲି ଔଷଧର ସୁରାକ ମିଳିବା ପରେ ରିଟେଲର ଦୋକାନଗୁଡିକରୁ ମଧ୍ୟ ଔଷଧ

ସିବିଏସଇ ପରୀକ୍ଷା ପାଟର୍ଣ୍ଣରେ ହେଲା ପରିବର୍ତ୍ତନ

ଆସନ୍ତା ଫେବୃଆରୀ ୧୫ ରୁ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୩ ଆୟୋଜନ କରିବ ସେଣ୍ଟ୍ରାଲ ବୋର୍ଡ ମାଧ୍ୟମିକ ଶିକ୍ଷା (ସିବିଏସ୍ଇ) । ତେବେ, ଉଭୟ ଶ୍ରେଣୀ ପାଇଁ ସିବିଏସ୍ଇ ପ୍ରଶ୍ନ ପେପର ପାଟର୍ଣ୍ଣ ଢାଞ୍ଚାରେ ସିବିଏସ୍ଇ ବୋର୍ଡ ପରିବର୍ତ୍ତନ କରିଛି । ତେବେ ଏପର୍ଯ୍ୟନ୍ତ ୨୦୨୩