Odia News Portal
Yearly Archives

2022

ବିଧାନସଭାରେ ଦ୍ରୌପଦୀ ମୁର୍ମୁ

ବିଧାନସଭାରେ ପହଁଞ୍ଚିଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମର୍ମୁ । ଦ୍ରୌପଦୀ ମର୍ମୁଙ୍କୁ ସ୍ୱାଗତ କରିଥିଲେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ପୀନାକ୍ଷୀ ମିଶ୍ର ସମେତ ବରିଷ୍ଠ ନେତା । ବିଧାନସଭାର ସମ୍ମିଳନୀ କକ୍ଷକୁ ଦ୍ରୌପଦୀ ମର୍ମୁଙ୍କୁ ପାଛୋଟି

ଶପଥ ନେଲେ ସାଂସଦ

ରାଜ୍ୟସଭାରେ ଶପଥ ନେଇଛନ୍ତି ବିଜେଡିର ରାଜ୍ୟସଭା ନିର୍ବାଚିତ ନୂଆ ସାଂସଦ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ । ଦିନ ୧୧ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ମାନଙ୍କର Alphabetical order ରେ ସଂସଦ ରେ ନବ ନିର୍ବାଚିତ ସାଂସଦ ମାନେ ଗୋପୋନୀୟତାର ଶପଥ ଗ୍ରହଣ କରିଛନ୍ତି

ସିଞ୍ଜୋ ଆବେଙ୍କୁ ଗୁଳିମାଡ

ସିଞ୍ଜୋ ଆବେଙ୍କୁ ହୋଇଛି ଗୁଳିମାଡ । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ବିଚ୍ ରାସ୍ତା ଉପରେ ଗୁଳିମାଡ କରାଯାଇଛି । ନାରା ସହରରେ ଗୋଟିଏ ଅଭିଭାଷଣ ରଖୁଥିବାବେଳେ ପଛଆଡୁ ଜଣେ ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ କରିଥିଲେ । ଘଟଣାସ୍ଥଳରେ ଟଳିପଡିଛନ୍ତି ସିଞ୍ଜୋ ଆବେ । ଗୁରୁତ୍ତର ଅବସ୍ଥାରେ

ଭାରତରେ କରୋନାର ନୂଆ ଭାରିଆଣ୍ଟ

ଭାରତରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଓମିକ୍ରନର ସବ୍ ଭାରିଆଣ୍ଟ ବିଏ.୨.୭୫ କୁ ନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭାରତରେ ଓମିକ୍ରନର ସବ୍ ଭାରିଆଣ୍ଟ ଠାବ ହେବାକୁ ନେଇ ଚିନ୍ତା ବ୍ୟକ୍ତ କରିଛି ହୁ। ଏହାସହ ବିଶେଷଜ୍ଞ ଏହା ଉପରେ ନଜର ରଖିଛନ୍ତି ବୋଲି ଏକ

ନନ୍ଦନକାନନରେ ଆନାକୋଣ୍ଡା ଛୁଆ ଜନ୍ମ

ନନ୍ଦନକାନନ ପାଇଁ ଆଜି ଖୁସି ଖବର ମିଳିଛି । ପ୍ରାଣୀ ଉଦ୍ୟାନରେ ପ୍ରଥମ ଥର ପାଇଁ ଏକ ଆନାକୋଣ୍ଡା ଛୁଆ ଜନ୍ମ ଦେଇଛି । ଏଥିପାଇଁ ବହୁ ଦିନ ଅପେକ୍ଷା କରିଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ । ନନ୍ଦନକାନନ ସରୀସୃପ ଉଦ୍ୟାନ ୪୫ ନମ୍ବର ଖୁଆଡ଼ରେ ରହୁଥିବା ଆନାକୋଣ୍ଡା ଠାରୁ ଛୁଆ ଜନ୍ମ ନେଇଥିବା ଜନ୍ତୁ

ଭିଜିଲାନ୍ସ ଜାଲରେ ସୁପରଭାଇଜର

ଭିଜିଲାନ୍ସ ଜାଲରେ ଖଦି ଗ୍ରାମୋଦ୍ୟୋଗ ସୁପରଭାଇଜର । ୧୫ ହଜାର ଲାଂଚ ନେଇ ଧରାପଡିଲେ ସୁପରଭାଇଜର ନାରୟଣ ପଟ୍ଟନାୟକ ।ଜଣେ ରୁଣ ଗ୍ରହୀତାଙ୍କ ସବସିଡି କରାଇ ଦେବାକୁ କହି ଲାଂଚ ନେଉଥିଲେ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ରତ୍ନାକର ସାହୁଙ୍କଠାରୁ ୧୫

ପୁଣି ବିଜେବି କଲେଜରେ ରାଗିଂ

ବିଜେବି କଲେଜରେ ପୁଣି ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଯୁକ୍ତ ୨ ଦ୍ୱିତୀୟ ବର୍ଷ କମର୍ସ ବିଭାଗର ଜଣେ ଛାତ୍ରଙ୍କ ଅଭିଯୋଗ । ସହପାଠୀ ମାଡ ମାରିବା ସହ ବାଇକ ଛଡାଇ ନେଇଥିବା ଅଭିଯୋଗ । ବରଗଡ ଥାନାରେ ଲିଖିତ ଅଭିଯୋଗ କଲେ ସମ୍ପୃକ୍ତ ଛାତ୍ର । ରାଗିଂ ଅଭିଯୋଗ ନେଇ କଲେଜ କର୍ତ୍ତୁପକ୍ଷଙ୍କ

ପୁଣି ରାଜଧାନୀରେ ରାଗିଂ ଅଭିଯୋଗ

ପୁଣି ରାଜଧାନୀରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ। ବେସିକ ସାଇନ୍ସ କଲେଜରେ ଛାତ୍ରଙ୍କୁ ରାଗିଂ ନେଇ ଏତଲା। ଖଣ୍ଡଗିରି ଥାନାରେ ଏତଲା ଦେଲେ ଛାତ୍ର ସୋମନାଥ ସେଠୀ। ସୋମନାଥ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର। ୩ଜଣ ସିନିୟର ଛାତ୍ର ତାଙ୍କୁ କାଠ ଫାଳିଆରେ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି।ମଦ

ପ୍ରାଣ ହରାଇଲା ଆଉ ଏକ ଦନ୍ତା ହାତୀ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ ଆଉ ଏକ ହାତୀ ମୃତ୍ୟୁ ଘଟଣା ସାମନାକୁ ଆସିଛି । ସ୍ତାନୀୟ ଅସରଡା ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ହେବା ନେଇ ସୂଚନା ମିଳିଛି । ବରହା ଶିକାର ପାଇଁ ବିଛାଯାଇଥିବା ଜାଲରେ ଫସି ପ୍ରାଣ ହରାଇଲା ହାତୀ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିବା ସହ

ଏଲପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି

ରୋଷେଇ ଘରେ ପୁଣି ମହଙ୍ଗା ମାଡ଼ । ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଛି । ଆଜିଠାରୁ ନୂଆ ଦର ଲାଗୁ ହୋଇଛି। ନୂଆ ଦର ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ୧୦୫୩ ଟଙ୍କା ହୋଇଯାଇଛି । ୧୪.୨ କିଲୋଗ୍ରାମ ସିଲିଣ୍ଡର ସହ ୫ କିଲୋଗ୍ରାମ