କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ
ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ ଅଫିସରେ ଦିନ ଗୋଟାଏ ବେଳେ ପ୍ରକାଶ ପାଇବ ରେଜଲ୍ଟ। ଏହା ପରେ ରେଜଲ୍ଟ ୱେବସାଇଟରେ ଉପଲବ୍ଧ ହେବ।www.bseodisha.nic.in ବା www.bseodisha.ac.in ରେ ଉପଲବ୍ଧ ହେବ ପରୀକ୍ଷା ଫଳ। ଇଣ୍ଟରନେଟ ନ ଥିଲେ ଏସଏମଏସ୍ ମାଧ୍ଯମରେ!-->…
