Odia News Portal
Yearly Archives

2022

ଅଖା ବସ୍ତା ଭିତରୁ ଅଜଣା ମୃତ ଦେହ ଉଦ୍ଧାର

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ପୋଲିସ କୁ ଜଣାଇ ବା ପରେ ଗୋଲାମୁଣ୍ଡା ଥାନା ଅଧିକାରୀ ଏକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ । ମୃତ ଦେହର ପରିଚୟ ମିଳି

ଟ୍ରକ ଧକ୍କାରେ ୪ ମୃତ

ନୂଆପଡା ଜିଲ୍ଲା କ୍ରିଷ୍ଣା ଛକ ନିକଟରେ ଭୟାବହ ଦୁର୍ଘଟଣା ।  ବାଇକ କୁ ଟ୍ରକ ଧକ୍କା ଦେବାରୁ ଜଣେ ଶିଶୁ ସହ ଚାରି ଜଣ ମୃତ ଏବଂ ଜଣେ ଗୁରୁତର ।

କୋଭିଡ ସଂକ୍ରମଣ ଚିନ୍ତାଜନକ ନୁହେଁ : ବିଏମସି କମିଶନର

ଭୁବନେଶ୍ୱରରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିଲେ ହେଁ ତାହା ଚିନ୍ତାଜନକ ନୁହେଁ। ଆମକୁ ସତର୍କ ଓ ସଚେତନ ହୋଇ ମାର୍ଗଦର୍ଶିକାକୁ ଅନୁପାଳନ କରିବାକୁ ହେବ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଲୋକଙ୍କ ସହଯୋଗ ଯୋଗୁଁ ଗତ ୩ଟି ଲହରକୁ ସଫଳତା ର ସହ ପ୍ରତିହତ କରାଯାଇଛି ।

ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଆଉ ଦୁଇ ଗିରଫ

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଏଥିମଧ୍ୟରେ ଜଣେ ୧୯ ବର୍ଷୀୟ ସୁଟର୍ ଅଛନ୍ତି ଯିଏ ମୁସେୱାଲାଙ୍କୁ ନିକଟରୁ ଗୁଳି ଚଳାଇଥିବାର ଅଭିଯୋଗ ହୋଇଛି। ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି। ସେ

ଭୁବନେଶ୍ୱରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଦକ୍ଷିଣ ଝାଡ଼ଖଣ୍ଡ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ହେବା ଫଳରେ ଆଜି ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଓଡ଼ିଶା ଓ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୪ରୁ ୫ ଦି ରାଜ୍ୟରେ ପ୍ରବଳ ବର୍ଷା ହେବାର

ଖସିଲା ବସ୍, ସ୍କୁଲ୍ ପିଲାଙ୍କ ସହ ୧୬ ମୃତ

ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ଏକ ଘରୋଇ ବସ୍ ଖାଇକୁ ଖସିପଡ଼ିବାରୁ କିଛି ସ୍କୁଲ ପିଲାଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। କୁଲୁ ଡେପୁଟି କମିଶନର ଆଶୁତୋଷ ଗର୍ଗ କହିଛନ୍ତି ଯେ ସୈଞ୍ଜକୁ ଯାଉଥିବା ବସ୍ ସକାଳ ପ୍ରାୟ ୮.୩୦ ସମୟରେ

ବିଧାନସଭାରେ ଉଠିଲା ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ

ବିଧାନସଭାରେ ଉଠିଲା ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ । ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା । ବାଚସ୍ପତିଙ୍କ ପୋଡିୟମ ଆଗରେ ବିରୋଧୀଙ୍କ ହୋହଲ୍ଲା । ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଛନ୍ତି ।

ବରମୁଣ୍ଡାରେ ଜଳିଗଲା ବସ୍

ଜଳିଗଲା ବସ୍ । ବରମୁଣ୍ଡା ବ୍ରିଜ୍‌ ନିକଟରେ ଜଳିଗଲା ବସ୍ । ଦୁର୍ଘଟଣା ପରେ ବସ ଜଳିଯାଇଥିବା ସୂଚନା । ବସ୍ କାଚ ଭାଙ୍ଗି ଯାତ୍ରୀଙ୍କୁ ବାହାର କରାଗଲା । ସମସ୍ତ ଯାତ୍ରୀ ସୁରକ୍ଷିତ । ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା ଯାତ୍ରୀବାହୀ ବସ୍।

ବିଏମସିର ୨୫ଟି କେନ୍ଦ୍ରରେ କୋଭିଡ୍ ଟେଷ୍ଟ

ଭୁବନେଶ୍ୱରରେ ୨୫ଟି ୟୁପିଏଚସି/ୟୁସିଏଚସିରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥା । ସକାଳ ୯ ଟାରୁ ୧୧ଟା ୩୦ ଓ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ଟେଷ୍ଟ ହେବ । କ୍ୟାପିଟାଲ ହସ୍ପିଟାଲରେ ସକାଳ ୮ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଟେଷ୍ଟିଂ ହେବ । କୋଭିଡ୍ ଟେଷ୍ଟ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ତାଲିକା ପ୍ରକାଶ

୭ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ୪ ଦିନ ଅର୍ଥାତ୍ ଆସନ୍ତା ୭ତାରିଖ ଯାଏଁ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ