Odia News Portal
Yearly Archives

2022

ବିବାହବନ୍ଧନରେ ଆବଦ୍ଧ ହେଲେ ହକି ଅଲିମ୍ପିଆନ ଲିଲିମା

ବିଶ୍ଵକପ ହକି ପାଇଁ ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ଚଳଚଞ୍ଚଳ ହୋଇପଡିଛି। ଏହି ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୨ ହକି ତାରକା। ରିଓ ଅଲିମ୍ପିକରେ ମହିଳା ହକି ଦଳର ସଦସ୍ୟା ଥିବା ୨୮ ବର୍ଷିୟା ଲିଲିମା ମିଂଜ ଆଜି ନିଜ ଜୀବନସାଥୀ ରୂପେ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ଷ୍ଟାଲିନ…

୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା, ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ

ସରକାରୀ କର୍ମଚାରୀଙ୍କ ଲାଗି ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି । ୪ ପ୍ରତିଶତ ମହଙ୍ଗା ଭତ୍ତା ଓ ଟିଆଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଗତ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ…

ନୂଆବର୍ଷ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀ ପ୍ରଶାସନର ବ୍ୟାପକ ବ୍ୟବସ୍ଥା

ନୂଆବର୍ଷ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମାର୍କେଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ନୋ ଭେଣ୍ଡିଂ ଜୋନ୍ ଘୋଷିତ ହୋଇଛି । ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ପାଇଁ ଜାରି ରହିବ କଟକଣା । ତାଳବଣିଆ, ଷ୍ଟାର୍ଲିଂ ନିକଟ ଓ ଜଗନ୍ନାଥ ବଲ୍ଲଭରେ…

ଚେହେରାର ନକଲି ହସ ମଧ୍ୟ ଦୂର କରିଥାଏ ଡିପ୍ରେସନ

କିଛି ଲୋକ ପ୍ରାୟତଃ ଖୁସି ରହି ନିଜ ଦୁଃଖ ଓ ଚିନ୍ତାକୁ ଲୁଚାଇ ରଖନ୍ତି । କେତେଥର ଲୋକମାନଙ୍କୁ ମିଛ ମିଛରେ ହସିବାକୁ ପଡିଥାଏ । ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଯଦି ଆପଣ ଏକ ନକଲି ହସନ୍ତି, ଯାହା ଆପଣଙ୍କୁ ଚିନ୍ତା ଏବଂ ଚାପରୁ ମୁକ୍ତି ଦେଇପାରେ। ଚାପ ଏବଂ ଅସ୍ଥିରତାରୁ ମୁକ୍ତି ପାଇବା…

ପଞ୍ଚଭୂତରେ ଲୀନ ହୀରାବେନ, ଭାଇଙ୍କ ସହ ମିଶି ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ । ଗାନ୍ଧୀନଗର ଶ୍ମଶାନରେ ହୀରବେନଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଭାଇଙ୍କ ସହ ମିଶି ମୁଖାଗ୍ନି ଦେଇଥିଲେ ମୋଦି। ଘରୁ ମା’ଙ୍କୁ କାନ୍ଧ ଦେଇଥିଲେ ମୋଦି । ୧୦୦ ବର୍ଷ ବୟସରେ ହୀରାବେନଙ୍କ ପରଲୋକ ହୋଇଛି । ଆଜି…

ପନ୍ତଙ୍କ ଆଖି ଲାଗିଯିବାରୁ ହୋଇଥିଲା ଦୁର୍ଘଟଣା, ସିଟ୍ ବେଲ୍ଟ ପିନ୍ଧିଥିଲେ କାର୍‌ ସହ ଜଳିଯାଇଥାନ୍ତେ

ଟିମ୍ ଇଣ୍ଡିଆ କ୍ରିକେଟର ରିଷଭ ପନ୍ତ ଶୁକ୍ରବାର ସକାଳେ ଉତ୍ତରାଖଣ୍ଡର ରୁରକି ନିକଟରେ କାର୍ ଦୁର୍ଘଟଣାରେ ଆହତ ହୋଇଛନ୍ତି । ସେ ଦିଲ୍ଲୀରୁ ଉତ୍ତରାଖଣ୍ଡରେ ତାଙ୍କ ଘରକୁ ଯାଉଥିବା ବେଳେ ନରସାନ ସୀମାର ହାମଦପୁର ଝାଲ ମୋଡରେ ତାଙ୍କ ମର୍ସିଡିଜ୍ କାର୍ ନିୟନ୍ତ୍ରଣ ହରାଇ ଡିଭାଇଡରକୁ ଧକ୍କା…

ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ୍‌ ମୋଦୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ହୀରାବେନ୍‌ ମୋଦୀଙ୍କ ଅନ୍ତିମ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ ହୀରାବେନଙ୍କ ପରଲୋକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନଙ୍କ ପରଲୋକ ହୋଇଯାଇଛି । ଆଜି ଭୋର୍ ପ୍ରାୟ ୩.୩୦ରେ ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୀରାବେନଙ୍କ ଦେହାନ୍ତ ହୋଇଛି । ଚଳିତ ବର୍ଷ ନିଜ ୧୦୦ତମ ଜନ୍ମ ଦିବସ ପାଳନ କରିଥିବା ହୀରାବେନଙ୍କ ସ୍ବାସ୍ଥ୍ୟ ହଠାତ୍…

ରାଜ୍ୟରେ ରାତି ତାପମାତ୍ରା ବୃଦ୍ଧି, ଖରାଦିନ ଭଳି ଗରମ

ରାଜ୍ୟରେ ଶୀତ ଗାଏବ ହୋଇଯାଇଥିବା ବେଳେ ରାତି ତାପମାତ୍ରାରେ ଅସ୍ବାଭାବିକ ବୃଦ୍ଧି ହେଉଛି । ଗ୍ରୀଷ୍ମଋତୁ ପରି ରାତିରେ ଗରମ ଅନୁଭୂତ ହେଉଛି। ସାଧାରଣତଃ ଡିସେମ୍ବର ଶେଷ ସପ୍ତାହରେ ରାଜ୍ୟରେ ହାଡ଼ଭଙ୍ଗା ଶୀତ ହୋଇଥାଏ, କିନ୍ତୁ ଏ ବର୍ଷ ସାମୁଦ୍ରିକ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ…

ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ରେ ହେବ ପରିବର୍ତ୍ତନ, ସିବିଏଫସି ଦେଲା ନିର୍ଦ୍ଦେଶ

ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ରେ କିଛି ପରିବର୍ତ୍ତନ କରିବାକୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ନିର୍ଦ୍ଦେଶ ଦେଇଛି । ସିବିଏଫସି ଅଧ୍ୟକ୍ଷ ପ୍ରସୁନ୍ ଯୋଶୀ ମଧ୍ୟ ଏହି କଥା ସ୍ପଷ୍ଟ କରିଛନ୍ତି । ନିକଟରେ ଏହି ଫିଲ୍ମର ଗୀତ ‘ବେସରମ ରଙ୍ଗ..’କୁ ନେଇ ବିବାଦ ସୃଷ୍ଟି…