ମଧୁମେହକୁ କଣ୍ଟ୍ରୋଲ୍ରେ ରଖିଥାଏ ମେଥି
ଯଦି ଆପଣ ବ୍ଲଡ୍ ସୁଗାର କଣ୍ଟ୍ରୋଲ୍ କରିବାକୁ ଚାହାଁନ୍ତି, ତେବେ ଆପଣ ଡାଏଟ୍ରେ ମେଥିଦାନା ଅନ୍ତର୍ଭୁକ୍ତ କରନ୍ତୁ । ମେଥି ଦାନା ଇନସୁଲିନର ପରିମାଣ ବଢାଇବାରେ ସାହାଯ୍ୟ କରେ। ମେଥିକୁ ରୋଷେଇରେ ପ୍ରାୟତଃ ବ୍ୟବହୃତ ହୁଏ । ଔଷଧୀୟ ଗୁଣରେ ଭରପୂର ଏହି ମସଲା ଔଷଧରେ ମଧ୍ୟ ବ୍ୟବହୃତ ହୁଏ।
!-->!-->!-->…
