Odia News Portal
Yearly Archives

2022

ବାଣୀବିହାର କ୍ୟାମ୍ପସ ପରିସରରେ ବୁଲିଲା ଖଣ୍ଡା

ବାଣୀବିହାର କ୍ୟାମ୍ପସପରିସରରେ ବୁଲିଲା ଖଣ୍ଡା, ଭୁଜାଲି । ପୁରୁଣା ଭିସି ଅଫିସ ଆଗରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଆକ୍ରମଣ । ଗାଳି ଗୁଳଜ ସହ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଲେ । କିଛି ଗାଡି ଭଙ୍ଗା ରୁଜା ସହ ଠେଙ୍ଗାରେ ଆକ୍ରମଣ ସୂଚନା । ଆକ୍ରମଣର କାରଣ ଅସ୍ପଷ୍ଟ । ଘଟଣା ସ୍ଥଳରେ

କାହିଁକି ଆତ୍ମହତ୍ୟା କଲେ ରାଇମୋହନ

କାହିଁକି ଆତ୍ମହତ୍ୟା କଲେ ରାଇମୋହନ ? ଓଡିଆ ସିନେ ଜଗତର ବାଦଶାହ ତଥା ଚର୍ଚ୍ଚିତ ଖଳନାୟକ ରାଇମୋହନଙ୍କ ଆତ୍ମହତ୍ୟାକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି । ରାଇମୋହନଙ୍କ ସହ ନିକଟ ସଂପର୍କୀୟ ବି ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି । ତେବେ ରାଇମୋହନଙ୍କ ଜଣେ ପଡୋଶୀ

କିଶନନଗର ଥାନା ଆଗରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କର ମୃତ୍ୟୁ ଘଟିଛି

ନ୍ୟାୟ ପାଇଁ ବାରମ୍ବାର ଥାନାର ଦ୍ୱାରସ୍ଥ ହେବା ପରେ ଶେଷରେ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କର ମୃତ୍ୟୁ ଘଟିଛି । କଟକ ଜିଲ୍ଲା କିଶନନଗର ଥାନା ଆଗରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ ଗୁଣନିଧୀ ବିଶୋଇ । ଗତକାଲି ସେ ଥାନା ଆଗରେ

ଆଇବିର ନୂଆ ନିର୍ଦ୍ଦେଶକ ତପନ କୁମାର ଡେକା

କେନ୍ଦ୍ର ସରକାର ତପନ କୁମାର ଡେକାଙ୍କୁ ଆଇବି ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ତପନ କୁମାର ଡେକା ୧୯୮୪ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଏବଂ ହିମାଚଳ ପ୍ରଦେଶର କ୍ୟାଡରର ଅଟନ୍ତି | ସେ ଜୁନ୍ ୩୦ ରୁ ଦାୟିତ୍ବ ଗ୍ରହଣ କରିବେ | ସେ ଏହି ପଦବୀରେ ଦୁଇ ବର୍ଷ ରହିବେ। ଏହା ସହିତ

ଦ୍ରୌପଦୀ ମୁର୍ମୁଙ୍କ ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ଲଢିଥିଲେ ଏହି ଆଦିବାସୀ ଓଡିଆ ନେତା

ଦ୍ରୌପଦୀ ମୁର୍ମୁଙ୍କ ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ଲଢିଥିଲେ ଆଦିବାସୀ ନେତା । ସେପଟେ ବିଜେପି ନିଜକୁ ଆଦିବାସୀଙ୍କ ଲାଗି ସବୁଠୁ ଭରସା ଯୋଗ୍ୟ ବୋଲି ଦାବି କରିଆସୁଛି। ଏଣୁ ପାର୍ଟି ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ଆଦିବାସୀଙ୍କୁ ତୁଷ୍ଟ କରିବାକୁ

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ନିରଞ୍ଜନ ବିଶି

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ନିରଞ୍ଜନ ବିଶି । ଖାଲି ହୋଇଥିବା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ନିର୍ବାଚିତ ହୋଇଥିଲେ ବିଶି । ବିଜେଡି ଟିକେଟରେ ସେ ବିଜୟୀ ହୋଇଥିଲେ ‌। ରାଜ୍ୟସଭା ଉପନିର୍ବାଚନରେ ବିଜୟୀ ହୋଇଥିବା ଅନ୍ୟ ସଦସ୍ୟମାନେ ମଧ୍ୟ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଏମ.

ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା

ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଏତେ ବଡ଼ ଅଭିନେତା କାହିଁକି ଆତ୍ମହତ୍ୟା କଲେ ତାହା କିଛି ସ୍ପଷ୍ଟ ଜଣାପଡିନାହିଁ । ନିଜ ବାସଭବନରେ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଅନେକଙ୍କ ପାଇଁ ପ୍ରେରଣା ପାଲଟିଥିବା ରାଇମୋହନ କାହିଁକି

ରଶ୍ମିରେଖା ଆତ୍ମହତ୍ୟା ମାମଲା:ଥାନାରେ ବୟଫ୍ରେଣ୍ଡ ସନ୍ତୋଷ

ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା । ନୟାପଲ୍ଲୀ ଥାନାରେ ହାଜର ହେଲେ ବୟଫ୍ରେଣ୍ଡ ସନ୍ତୋଷ ପାତ୍ର । ଏସିପି ଙ୍କ ନେତୃତ୍ୱରେ ସନ୍ତୋଷ ପାତ୍ର ଙ୍କୁ ପଚରାଉଚରା । ଗତକାଲି ପୂର୍ବତନ ବୟ ଫ୍ରେଣ୍ଡ ରାଜାଙ୍କୁ ପଚରାଉଚରା ହୋଇଥିଲା ।ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ଲିଭ ଇନ୍ ରିଲେନ୍ସିପ

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

ଆଜି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥିପତ୍ର ଦାଖଲ କରିବେ । ସଂସଦ ଭବନରେ ଦିନ ୧୨ଟା ସମୟରେ ନିଜର ସମର୍ଥକଙ୍କ ସହ ଦ୍ରୌପଦୀ ନାମାଙ୍କନ ଭରିବେ ବୋଲି ସୂଚନା ରହିଛି । ଦ୍ରୌପଦୀ ପ୍ରାର୍ଥିପତ୍ର ଭରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମତେ ଗୃହମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୧୨ଟି ୟୁରୋପୀୟ ଦେଶର ପ୍ରବାସୀ ଓଡ଼ିଆ

ଇଟାଲୀ ରାଜଧାନୀ ରୋମରେ ୟୁରୋପରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୨ଟି ୟୁରୋପୀୟ ଦେଶରୁ ପ୍ରବାସୀ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଓ ବିକାଶ ନେଇ ପ୍ରବାସୀ ଓଡ଼ିଆମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା