Odia News Portal
Yearly Archives

2022

ଢେଙ୍କାନାଳରେ ଅଭାବନୀୟ ଘଟଣା; ଘରୁ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘରୁ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର | ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ, ଏନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି | ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କଙ୍କଡପାଳ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା | ସୂଚନାଯୋଗ୍ୟ ଯେ, ଢେଙ୍କାନାଳ

ପ୍ରଥମ ଥର ବିଦେଶରୁ କୋଇଲା ଆମଦାନୀ କରିବ କୋଲ ଇଣ୍ଡିଆ

ପ୍ରଥମ ଥର ବିଦେଶରୁ କୋଇଲା ଆମଦାନୀ କରିବ କୋଲ ଇଣ୍ଡିଆ । କୋଲ ଇଣ୍ଡିଆ ଲିମିଡେଟ୍ ସେପ୍ଟେମ୍ୱର ମାସ ଶେଷ ସୁଦ୍ଧା ବିଦେଶରୁ ୨୪.୧୬ ଲକ୍ଷ ଟନ କୋଇଲା ଆମଦାନୀ ଲାଗି ଟେଣ୍ଡର ଜାରି କରିଛି। ପ୍ଲାଣ୍ଟ ଗୁଡିକରେ କୋଇଲାର ପର୍ୟ୍ୟାପ୍ତ ଯୋଗାଣ ସୁନିଶ୍ଚିତ କରିବାରେ ଏହାର ବ୍ୟବହାର କରାଯିବ। ଗତ

ଥାଇଲାଣ୍ଡର ଲୋକମାନଙ୍କୁ ଗଞ୍ଜେଇ ଚାଷ ଓ ବ୍ୟବସାୟ ନେଇ ମିଳିଲା ଅନୁମତି

ଥାଇଲାଣ୍ଡର ଲୋକମାନଙ୍କୁ ଗଞ୍ଜେଇ ଚାଷ ଓ ବ୍ୟବସାୟ ନେଇ ମିଳିଲା ଅନୁମତି । ମାତ୍ର ଏହି ଦେଶରେ ଗଞ୍ଜେଇ ସେବନ ଉପରେ ଏବେ ବି କେତେକ କଟକଣା ଲାଗୁ ରହିଛି । ସମଗ୍ର ଦକ୍ଷିଣ-ପୂର୍ବ ଏସିଆରେ ଗଞ୍ଜେଇ ଉପରୁ କଟକଣା ହଟାଇବାରେ ଥାଇଲାଣ୍ଡ ପ୍ରଥମ ଦେଶରେ ପରିଣତ ହୋଇଛି । ଗଞ୍ଜେଇ ଚାଷ ଓ ବ୍ୟବସାୟକୁ

ଏମିତି ଏକ ମନ୍ଦିର ଯେଉଁଠାରେ ମା’ଙ୍କୁ ଲାଗୁଛି ନୁଡୁଲ୍ସ ଓ ଫ୍ରାଇଡ୍ ରାଇସ୍ ଭୋଗ

କୌଣସି ପୂଜାପାଠ ହେଉ କିମ୍ବା ପର୍ବ, ଭଗବାନଙ୍କୁ ଲାଗୁଥିବା ଭୋଗ ସବୁଠାରୁ ପବିତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ସାଧାରଣତଃ ଏଗୁଡ଼ିକ ମିଠା, ଦହି, ଫଳ କିମ୍ବା କିଛି ବିଶେଷ ଖାଦ୍ୟ ହୋଇଥାଏ। କିନ୍ତୁ ଆପଣ କେବେ ଭଗବାନଙ୍କ ମନ୍ଦିରରେ ଚାଇନିଜ୍ ଖାଦ୍ୟର ଭୋଗ ଲାଗୁଥିବା

ବିବାହ ବନ୍ଧନରେ ବାନ୍ଧିହେଲେ ନୟନତାରା-ବିଘ୍ନେଶ

ବିବାହ ବନ୍ଧନରେ ବାନ୍ଧିହେଲେ ନୟନତାରା-ବିଘ୍ନେଶ । ନିଜ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରଙ୍କୁ ଜୀବନସାଥୀ ରୂପେ ବାଛିଛନ୍ତି। ନୟନତାରା ଓ ବିଘ୍ନେଶଙ୍କ ବିବାହର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ସାମ୍ନାକୁ ଆସିଥିବା

ଗୋପ ଅଞ୍ଚଳରୁ ବ୍ରାଉନ ସୁଗାର ଜବତ

ଗୋପ ଗଣେଶ୍ବର ପୁର ପେଟ୍ରୋଲ ଟାଙ୍କି ନିକଟରୁ ବ୍ରାଉନ ସୁଗାର ଜବତ କଲା ଅବକାରୀ ବିଭାଗ। ୩୫ଗ୍ରାମ ବ୍ରାଉନ ସୁଗାର ସହ ବ୍ୟବହାର କରୁଥିବା ବାଇକ ଜବତ । ବ୍ରାଉନ ସୁଗାର ବ୍ୟବସାୟୀ ବିବେକାନନ୍ଦ ନାୟକ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା ବେଳେ ଅଭିଯୁକ୍ତ ର ଜାମିନ ନା ମଞ୍ଜୁର କଲେ

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୨୧ ଭୋଟ୍ ଗଣତି

ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ଘୋଷଣା କରିଛନ୍ତି । ଏଥିପାଇଁ ଜୁନ୍ ୧୫ରେ ବିଜ୍ଞପ୍ତି ଜାରି କରାଯିବ । ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନପତ୍ର

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ

ରାଜଧାନୀରେ ଚାଞ୍ଚଲ୍ୟ। ଘାଟିକିଆରେ ପାରିବାରିକ କଳହରୁ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଦୁଇ ଝିଅଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାଯାଇଛି। ନିଶା ପାଇଁ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି। ଏଣେ ଚର୍ଚ୍ଚା ହେଉଛି ଯେ ପୁଣି ଝିଅ ଜନ୍ମ

ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା

ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଆଜି ଅପରାହ୍ନ ୩ଟାରେ ତାରିଖ ଘୋଷଣା କରିବେ ଇସିଆଇ । ଆସନ୍ତା ଜୁଲାଇରେ ଶେଷ ହେବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ନେବେ ଶପଥ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାରସ୍ୱତ ସାଧିକା ନନ୍ଦିନୀ ଶତପଥୀଙ୍କ ଆଜି ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ସାହିତ୍ୟ ଜଗତରେ ନିଜ ସୃଜନସୃଷ୍ଟି ସହ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ପ୍ରଗତି ତଥା