Odia News Portal
Yearly Archives

2022

ସାଲେପୁର ସହରକୁ ଗଡିଲା ମୋ ବସ୍‌

ସାଲେପୁର ସହରକୁ ଗଡିଲା ମୋ ବସ୍‌ । କଟକ ଜିଲ୍ଲା ସାଲେପୁର ସହରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୁବିଧା ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ସାଲେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ ପତାକା ଦେଖାଇ ଶୁଭ୍‌ ଉଦ୍‌ଘାଟନ୍‌ କରିଛନ୍ତି । ସେହିପରି ଏହି କାର୍ଯ୍ୟକ୍ରମରେ

ଚର୍ଚ୍ଚାରେ ବଲିଉଡ୍‌ର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ଲଭ୍‌ ଷ୍ଟୋରୀ

ଚର୍ଚ୍ଚାରେ ବଲିଉଡ୍‌ର ଦବଙ୍ଗ ଗାର୍ଲ ଭାବେ ଜଣା ସୋନାକ୍ଷୀ ସିହ୍ନାଙ୍କ ଲଭ୍‌ ଷ୍ଟୋରୀ । ଦୀର୍ଘ ଦିନ ଧରି ଏହାକୁ ନେଇ ଗୁଜବ ଲାଗି ରହିଥିବା ବେଳେ ଏବେ ସୋନାକ୍ଷୀ ଓ ତାଙ୍କର ଚର୍ଚ୍ଚିତ ବୟଫ୍ରେଣ୍ଡ ଜାହିର ଇକବାଲଙ୍କ ସୋସିଆଲ ମିଡିଆ ପୋଷ୍ଟର ଗୁଜବ ଉପରୁ ପରଦା ହଟାଇଛନ୍ତି । ବଲିଉଡ ଅଭିନେତା

ବିହାରରେ ନିର୍ଭୟା କାଣ୍ଡର ପୁନରାବୃତ୍ତି

ବିହାରରେ ନିର୍ଭୟା କାଣ୍ଡର ପୁନରାବୃତ୍ତି । ଜଣେ ନାବାଳିକା ନିଶା ଦେଇ ବସରେ ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ ଅନ୍ୟମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାର ପଶ୍ଚିମ ଚମ୍ପାରଣରେ । ତେବେ ନାବାଳିକା ଜଣଙ୍କ ପାଟନା ଯିବାକୁ ବସଷ୍ଟାଣ୍ଡରେ

ଥୋମାସ କପ ଚାମ୍ପିୟନ ଦଳକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଥୋମାସ କପ ଚାମ୍ପିୟନ ହେଲା ଭାରତ । ପ୍ରଥମ ଥର ଏହି କପ ଜିତିବା ସହ ଇତିହାସ ରଚିଛି ଭାରତୀୟ ପୁରୁଷ ଟିମ୍ । ୭୩ ବର୍ଷ ପରେ ଏହି ଐତିହାସିକ ସଫଳତା ହାସଲ କରିଛି । ଫାଇନାଲରେ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରି ଏହି ସଫଳତା ପାଇଛି ଦଳ । ୧୪ ଥରର ବିଜେତାକୁ ହରାଇ କ୍ଲିନ ସୁଇପ କରିଥିଲେ ଭାରତୀୟ

ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ଘଟଣା: ପୋଲିସ ହାତରେ ବିଧାୟକଙ୍କ ପୁଅ

ବହୁ ଚର୍ଚ୍ଚିତ ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ଘଟଣା ଏବେ ରାଜନୈତିକ ମୋଡ ନେଇଥିବା ବେଳେ, ଏହି ଘଟଣାରେ ସମ୍ପୃକ୍ତି ନେଇ ଏଆଇଏମଆଇଏମର ଜଣେ ବିଧାୟକଙ୍କ ପୁଅଙ୍କୁ ଅଟକ ରଖିଛି। ସେ ଜଣେ ନାବାଳକ ହୋଇଥିବାରୁ ତାଙ୍କ ପରିଚୟ ସାର୍ବଜନୀନ କରାଯାଇନି। ଏହି ଗଣଦୁଷ୍କର୍ମ ଘଟଣାରେ ପୁଲିସ୍‌ ୬ ଜଣ

ଭିଜିଲାନ୍ସ ପଞ୍ଝାରେ ଛନ୍ଦି ହେଲେ ଆଉ ଜଣେ ପୋଲିସ ବାବୁ

ଭିଜିଲାନ୍ସ ପଞ୍ଝାରେ ଛନ୍ଦି ହେଲେ ଆଉ ଜଣେ ପୋଲିସ ବାବୁ | ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ | ଗଞ୍ଜାମ ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ଏଏସଆଇ ମାନସ କୁମାର ରାଉତ । ମାନସଙ୍କୁ ବ୍ରହ୍ମପୁର ଭିଜିଲ୍ଲାନ୍ସ ଅଟକ ରଖି ପଚରାଉଚରା କରୁଛି । ଆଉ ଏହି ପୋଲିସ

୧୦ରେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ

ଦର୍ଶକଙ୍କ ମଧ୍ୟରେ ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବ ଇଣ୍ଡିଆ-ସାଉଥ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ | ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି | କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି | ଏଥିପାଇଁ ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ। ହୋଟେଲ ବୁକିଂ

ମାଆ କୁ ଶାବଳରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ

କେନ୍ଦୁଝର ଜିଲ୍ଲା ତେଲକାଇ ଥାନା ବନବିହାରିପୁର ଗାଁ ମୁଣ୍ଡାସାହିରେ ଘଟିଛି ଏକ ଅଭାବନୀୟ ଘଟଣା | ମଦ ନିଶା ହେଲା କାଳ । ପୁଅ ଭୁଲିଗଲା ଜନ୍ମ କଲା ମାକୁ | ଶେଷରେ ନିଶାରେ ମା କୁ ଶାବଳରେ ପିଟି ପିଟି ହତ୍ୟା କରିଛି ନୃଶଂସ ପୁଅ । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ

ଦଣ୍ଡ ପାଟ ର ଦାଦନ ଦୁଃଖ

ଦଣ୍ଡପାଟରେ ରେ ଥମୁନି ଦାଦନ ଦୁଃଖ , ଗୋଟିଏ ସପ୍ତାହ ନ ପୁରୁଣୁ ପୁଣି ଆଉ ଜଣେ ଦାଦନଶ୍ରମିକ ଙ୍କ ମୃତ୍ୟୁ । ଗତ କିଛି ଦିନ ତଳେ କୋକସରା ବ୍ଲକ ର ଜଣେ ନାବାଳକ ଙ୍କ ମୃତ ଦେହ ଫେରିଥିଲା ହାଇଦ୍ରାବାଦ ରୁ ନିଜ ଗାଁ ପିପଲ୍ ଝାପର କୁ। ପୁଣି ଆଉ ଜଣେ ଦାଦନ ଶ୍ରମିକ ଙ୍କ ମୃତ ଦେହ

ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିରର ଭିତର ବେଢାର ଫଟୋ

ଭାଇରାଲ୍ ହେଲା ଶ୍ରୀମନ୍ଦିରର ଭିତର ବେଢାର ଫଟୋ । ସଞ୍ଜୟ ପାଢୀ ଶର୍ମା ନାମକ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତର ଫଟୋ ନିଜ ଫେସବୁକ ଆଇଡିରେ ଅପଲୋଡ଼ କରି କରିଛନ୍ତି ଭାଇରାଲ୍। ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଛି ପ୍ରଶ୍ନ।