ବାଣୀବିହାରରେ ବନ୍ଦ ହେଲା ୮ କୋର୍ସ
ଉତ୍କଳ ବିଶ୍ୱବିଦ୍ୟାଳୟର କିଛି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ ଲାଗିଛି କଟକଣା । ବାଣୀବିହାରରେ ୮ଟି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଯେଉଁଥିରେ ପିଜି, ୟୁଜି, ସାର୍ଟିଫିକେଟ ପୋଷ୍ଟ ରହିଛି । ଏହାସହିତ କିଛି ସେଲ୍ଫ ଫାଇନାନ୍ସିଂ କୋର୍ଷରେ ସିଟ୍!-->…
