ବ୍ରଜରାଜନଗର ଉପନିର୍ବାଚନ:ମୁଁ ବି ଭୋଟ ଦେବି ଅଭିଯାନ
ବ୍ରଜରାଜନଗର ଉପନିର୍ବାଚନ ଉପରେ ସାରା ରାଜ୍ୟର ନଜର ରହିଛି । ସେପଟେ ମଇଦାନରେ ମୋଟ ୧୧ ଜଣ ପାର୍ଥୀ ଅଛନ୍ତି। ମତଦାନ ପୂର୍ବରୁ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ପହଞ୍ଚିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ସେ କହିଛନ୍ତି ଯେ, ଭୋଟର!-->…
