Odia News Portal
Yearly Archives

2022

ବିଶ୍ଵ ପୁସ୍ତକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଆଜି ବିଶ୍ୱ ପୁସ୍ତକ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁସ୍ତକ ଆମର ଚିନ୍ତା ଶକ୍ତି ବୃଦ୍ଧି କରିବା ସହ ଆମକୁ ଜ୍ଞାନ ଓ ବୁଦ୍ଧି ଦ୍ବାରା କ୍ଷମତା ସଂପନ୍ନ କରେ । ପୁସ୍ତକ ଦିବସରେ ପଠନର ପରିବର୍ତ୍ତନଶୀଳ ଶକ୍ତି ଓ ସମସ୍ତଙ୍କୁ ପଢିବା ପାଇଁ ଉତ୍ସାହିତ

ଆଜିଠୁ ଆରମ୍ଭ ଆଦିବାସୀ ମେଳା,ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ରାଜ୍ୟସ୍ତରୀୟ ଆଦିବାସୀମେଳା ଆରମ୍ଭ ହେବ । ମେଳାରେ ଆଦିବାସୀ ଲୋକକଳା, ପରମ୍ପରା, ସଂସ୍କୃତି ଦେଖିବାକୁ ମିଳିବ । ସଂଧ୍ୟାରେ ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆରେ ୧୦ ଦିନ ଧରି ଚାଲିବ ମେଳା । ମେଳାରେ ରହିଛି ୧୦୦ଟି ଷ୍ଟଲ ।

ରାଜଧାନୀରୁ କଟୁରୀ ଗ୍ୟାଙ୍ଗ ଗିରଫ

ରାଜଧାନୀରୁ କଟୁରୀ ଗ୍ୟାଙ୍ଗ ଗିରଫ । ୫ଜଣ ଲୁଟେରାକୁ କାବୁ କଲା ଖଣ୍ଡଗୀରି ଥାନା ପୋଲିସ । ସେମାନଙ୍କ ଠାରୁ ୩୩ ହଜାର ଟଙ୍କା ଏବଂ ୫ଟି ବାଇକ୍ ଜବତ କରିଛି ପୋଲିସ । ଏହାସହିତ ମାରଣାସ୍ତ୍ର ଜବତ କରାଯାଇଛି । ରାସ୍ତାରେ ଏକୁଟିଆ ଯାଉଥିବା ଲୋକଙ୍କୁ ଏମାନେ ଟାର୍ଗେଟ କରୁଥିଲେ । ଲୋକଙ୍କୁ କଟୁରୀ

ପୂର୍ବ ଓ ପଶ୍ଚିମ ଦ୍ବାର ଦେଇ କାଳିଆ ଦର୍ଶନ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ନୂଆ ବ୍ୟବସ୍ଥା । ଆସନ୍ତା 29 ତାରିଖରୁ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯିବ । ଭକ୍ତମାନେ ସିଂହଦ୍ବାର ଓ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ ଏବଂ ଉତ୍ତର ଓ ଦକ୍ଷିଣ ଦ୍ବାର ଦେଇ ପ୍ରସ୍ଥାନ କରିବେ ।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ । ୭ ଦିନ ପାଇଁ ଜାମିନ ମଂଜୁର କଲେ ହାଇକୋର୍ଟ । ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଜାମିନ ମିଳିଛି । ୭ ଦିନ ପରେ ପୁଣି ଅଦାଲତରେ ହାଜର ପାଇଁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିର୍ଦ୍ଦେଶ ରହିଛି । ବିଧାୟକ ଜଗଦ୍ଦେବ

ସାମାନ୍ୟ ଆଶ୍ୱସ୍ତି ପରେ ପୁଣି କାଲିଠୁ ବଢ଼ିବ ତାପମାତ୍ରା

ଦୁଇ ଦିନ ପରେ ଧରି ତାତିରୁ ସାମାନ୍ୟ ଆଶ୍ୱସ୍ତି ପରେ ପୁଣି କାଲିଠୁ ବଢ଼ିବ ତାପମାତ୍ରା । ଆସନ୍ତା ୨୪ ଘଣ୍ଟା ଭିତରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲିସିୟସ ଖସିପାରେ । ଏହାପରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ ଯାଏ ବୃଦ୍ଧିର ସମ୍ଭାବନା

ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲ ଛାତରୁ ପଡ଼ି ଡାକ୍ତରୀ ଛାତ୍ର ମୃତ

ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରେ ଅଘଟଣ ଘଟିଛି । ହଷ୍ଟେଲ ଛାତରୁ ପଡି ଜଣେ ଡାକ୍ତର ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ଜଣଙ୍କ ହରିୟାଣାର ଓ ତାଙ୍କ ନାଁ ନିଶାନ୍ତ କୁମାର। ହଷ୍ଟେଲର ୭ ମହଲା କୋଠାରୁ ପଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି ।ତେବେ ଏହା ଆତ୍ମହତ୍ୟା ନା ଅଘଟଣ

ଋଣ ଜାଲିଆତି ମାମଲାରେ ସିବିଆଇ ରେଡ୍

ୟୁନିଅନ ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ରେଡ୍ କରିଛି ସିବିଆଇ । ସମ୍ବଲପୁର ବାଲିବନ୍ଧା ସ୍ଥିତ ଜଣେ ବ୍ୟବସାୟୀଙ୍କ ଘରେ ରେଡ୍ କରାଯାଇଛି । ୟୁନିଅନ ବ୍ୟାଙ୍କରୁ ୪ କୋଟି ୧୧ ଲକ୍ଷ ଋଣ ଜାଲିଆତି ଅଭିଯୋଗ ହୋଇଥିଲା । ଜାଲ ଡକ୍ୟୁମେଣ୍ଟ ଦେଖାଇ ବ୍ୟାଙ୍କରୁ ଋଣ ନେଇ ଫେରସ୍ତ କରି ନଥିଲେ

ଜେଲରୁ ବାହାରିବେ ଲାଲୁ

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ । ଝାଡଖଣ୍ଡ ହାଇକୋର୍ଟ ଲାଲୁଙ୍କୁ ଜାମିନ ମଂଜୁର କରିଛନ୍ତି । ତେବେ ଏଥିପାଇଁ 10 ଲକ୍ଷ ଜରିମାନା ଓ 1 ଲକ୍ଷ ଟଙ୍କାର ବଣ୍ଡ୍ ବଦଳରେ ଜାମିନ ଦେବାକୁ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି । କୋଟି କୋଟି

ହିଜାବ ପିନ୍ଧି ପରୀକ୍ଷା ଦେବାକୁ ଆସିଥିବା ଦୁଇ ଛାତ୍ରୀଙ୍କୁ ଫେରାଇ ଦେଲା କଲେଜ୍

କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ଜାରି ରହିଛି। ହିଜାବ ବିବାଦର କେନ୍ଦ୍ରସ୍ଥଳୀ ରାଜ୍ୟର ଉଡୁପିର ଏକ କଲେଜରେ ହିଜାବ ପିନ୍ଧି ଆସିଥିବାରୁ ଦୁଇଜଣ ଛାତ୍ରୀଙ୍କୁ ପରୀକ୍ଷାରେ ବସିବାକୁ କଲେଜ କର୍ତ୍ତୃପକ୍ଷ ଅନୁମତି ଦେଇ ନାହାଁନ୍ତି ‌। ଫଳରେ ପରୀକ୍ଷା ନଦେଇ ସେମାନେ ଫେରି ଯାଇଥିଲେ । ଏହି ଦୁଇ