କିଏ ହେବ ନୂଆ ପିସିସି ସଭାପତି
ରାଜ୍ୟ କଂଗ୍ରେସର କିଏ ଧରିବେ ମଙ୍ଗ? ଏବେଠାରୁ ଦିଲ୍ଲୀ ଦରବାରରେ ଜୋରଦାର ଲବି । ପିସିସି ସଭାପତି ରେସ୍ରେ ଅଛନ୍ତି ଅନେକ ନେତା । ସେମାନଙ୍କ ମଧ୍ୟରୁ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ସଭାପତି ଶରତ ପଟ୍ଟନାୟକ ଓ ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କ ନାଁକୁ ନେଇ ଜୋରଦାର ଚର୍ଚ୍ଚା । ରାଜ୍ୟ!-->…
