ମାନସ ସ୍ୱାଇଁ ହତ୍ୟା ଘଟଣା :ସାମ୍ନାକୁ ଆସିଲା ସାଂଘାତିକ ସତ
ବାଉଁଶ ଫାଳିଆରେ ପିଟି ମାନସଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର ଗୋଟି ଗୋଟି ସତ ବଖାଣୁଛନ୍ତି ଝୁନା ଭୋଇ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଶର୍ମିଷ୍ଠା ଓ ଝୁନାଙ୍କୁ ମାରାଥନ୍ ଜେରା କରୁଛି କ୍ରାଇମବ୍ରାଞ୍ଚ । ଝୁନା ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ମାନସଙ୍କୁ ଭୁବନେଶ୍ୱର!-->…
