Odia News Portal
Yearly Archives

2022

ବିଜେପି ଛାଡିଲେ ଜୟରାମ ପାଙ୍ଗି

ବିଜେପିରୁ ଇସ୍ତଫା ଦେଇଛନ୍ତି କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । କୋଟିଆରେ ଅନୁଷ୍ଠିତ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ସେ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ନେଇ ଘୋଷଣା କରିଛନ୍ତି । ସେ ବିଜେପି ଛାଡିବା ପରେ ଅନ୍ୟ କୌଣସି ଦଳରେ ମିଶିବା ନେଇ କୌଣସି

ସେହବାଜ ସରିଫ୍‌ ହେବେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ପାକିସ୍ତାନରେ ରାଜନୈତିକ ସଙ୍କଟ ଚରମ ସୀମାରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆସନ ଯିବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଲାଣି । ଏହାରି ମଧ୍ୟରେ ପାକିସ୍ତାନର ସମ୍ଭାବ୍ୟ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଇମ୍ରାନ ଖାନଙ୍କ ଚୌକି ଗଲେ ପିଏମ୍‌ ସିଟ୍‌ ରେ

ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସରେ ଅନୁଗୁଳରେ ଚାଲିଲା ରାହାଗିରି

ଆଜି ଅନୁଗୁଳ ଜିଲ୍ଲା ପାଳୁଛି ଜିଲ୍ଲା ପ୍ରତିଷ୍ଠା ଦିବସ। ଏହି ଅବସରରେ ଜିଲ୍ଲାରେ ଆୟୋଜିତ ହୋଇଥିଲା ରାହାଗିରି ବା ପଥ ଉତ୍ସବ । ଅନୁଗୁଳରେ ଆରମ୍ଭ ହୋଇଛି ରାହାଗିରି। ରାସ୍ତା ଉପରେ ନାଚ, ଗୀତ, ଖେଳର ଆସର ଜମିଥିଲା। ଆଉ ଚାଲିଥିଲା ମନୋରଞ୍ଜନ। ଝୁମିଲେ ଅନୁଗୁଳ ବାସିନ୍ଦା। ଉତ୍କଳ ଦିବସ ଓ

ଉତ୍କଳ ଦିବସରେ ଓଡିଶାବାସୀଙ୍କ ପାଇଁ ନବୀନଙ୍କ ଭେଟି

ଉତ୍କଳ ଦିବସରେ ଓଡିଶାବାସୀଙ୍କ ପାଇଁ ନବୀନଙ୍କ ଭେଟି । ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ମାସ ମିଳିବ ମାଗଣା ଚାଉଳ । ଆଉ ୬ ମାସ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଳିବ ଅତିରିକ୍ତ ୫ କେଜି ଚାଉଳ । ହିତାଧିକାରୀଙ୍କୁ ପ୍ରତିମାସ ଅତିରିକ୍ତ ୫ କେଜି

ହାତ ଛାଡିଲେ ତିର୍କୀ

କଂଗ୍ରେସ ଛାଡିଲେ ଜର୍ଜ ତିର୍କୀ । ସୁନ୍ଦରଗଡ ଜିଲ୍ଲା ସଭାପତି ପଦରୁ ଜର୍ଜ ତିର୍କୀ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଯୋର ଧରିଛି । ଜାତୀୟ କଂଗ୍ରେସର ସୁନ୍ଦରଗଡ ଜିଲ୍ଲା ସଭାପତି ଥିଲେ ଜର୍ଜ । ଚାରି ଚାରିଥରର ବିଧାୟକ ହୋଇଥିଲେ ଟାଣୁଆ ଆଦିବାସୀ ନେତା । ୧୯୯୫ରେ ଜେଏମଏମ ଟିକେଟରେ

ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଖୁବ ଗମ୍ଭୀର

ଭାରତର ଦକ୍ଷିଣୀ ପଡୋଶୀ ଦେଶ ଶ୍ରୀଲଙ୍କା ସ୍ୱାଧୀନତା ଲାଭ ପରେ ହୁଏତ ପ୍ରଥମ ଥର ପାଇଁ ଖୁବ ଗମ୍ଭୀର ଆର୍ଥିକ ସଙ୍କଟ ସ୍ଥିତି ଦେଇ ଗତି କରୁଛି । ଏଠାରେ ମହଙ୍ଗା ଦର ପ୍ରାୟ ୧୭ପ୍ରତିଶତ ପାର କରିଛି । ଏମିତିକି ଗୋଟେ କପ ଚା ଦର ୧୦୦ ଟଙ୍କାରେ ପହଂଚିଲାଣି । ପରିସ୍ଥିତି ଏମିତିଯେ ଗୋଟିଏ ପ୍ୟାକେଟ

ଉତ୍କଳ ଦିବସର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଉତ୍କଳ ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟତଃ ନବୀନ ପଟ୍ଟନାୟକ । ଏଥିସହ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ

ଆଜିଠାରୁ ମହଙ୍ଗା ହେବ ଟୋଲ୍ ଟିକସ

ପେଟ୍ରୋଲ-ଡିଜେଲ ଦରବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଥିବା ସାଧାରଣ ଲୋକଙ୍କୁ ଆଜିଠାରୁ (ଏପ୍ରିଲ ୧) ପୁଣି ଝଟକା ଲାଗିବ । ଆଜିଠାରୁ ଟୋଲ୍ ଟିକସ ବୃଦ୍ଧି ପାଇବ । ଏହାଛଡ଼ା ପ୍ରାୟ ୮୦୦ ପ୍ରମୁଖ ଆଣ୍ଟିବାୟୋଟିକ ଓ ଆଣ୍ଟିଭାଇରସ୍ ଔଷଧ ମହଙ୍ଗା ହେବ । ଶୁକ୍ରବାର ମଧ୍ୟରାତ୍ରରୁ ସାରା ଦେଶରେ ଟୋଲ

ବଢିଲା ଜେଟ୍ ଇନ୍ଧନର ଦାମ୍,ବିମାନ ଯାତ୍ରା ହେବ ଆହୁରି ମହଙ୍ଗା

ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବଡ଼ ଖବର। ଏପ୍ରିଲର ମାସର ପ୍ରଥମ ଦିନରେ ଜେଟ ଇନ୍ଧନ ବା ଏୟାର ଟର୍ବାଇନର (ATF) ମୂଲ୍ୟ ବୃଦ୍ଧି ପାଇଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ଜେଟ ଇନ୍ଧନର ମୂଲ୍ୟକୁ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ପରେ ଜେଟ ଇନ୍ଧନର ମୂଲ୍ୟ କିଲୋମିଟର

କଟକ ବାଟାଲିୟନରେ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

କଟକ ଷଷ୍ଠ ବାଟାଲିୟନ ପରିସରରେ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ୧୦ଟି ପୋଲିସ ପ୍ଳାଟୁନ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲିସ ଡିଜି ସୁନୀଲ ବଂଶଲ ଯୋଗ ଦେଇ ୨୦୨୧ ମସିହାରେ ଓଡିଶା ପୋଲିସରେ କର୍ତ୍ତବ୍ୟନିଷ୍ଠ ଓ ଉତ୍ସର୍ଗୀକୃତ ସେବା