ବିଶ୍ବ ଓଡ଼ିଶାର ଅଷ୍ଟମ ପ୍ରତିଷ୍ଠା ଦିବସ ସମାରୋହ
ବିଶ୍ୱବ୍ୟାପୀ ଓଡିଆ ଜାତୀୟତା ଜାଗରଣ ଅଭିଯାନ ଅନୁଷ୍ଠିତ । ଆଜି ବିଶ୍ବ ଓଡ଼ିଶାର ଅଷ୍ଟମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ୟ୍ୟ ନାରାୟଣ ପାତ୍ର ବିଶ୍ବ ଓଡ଼ିଶା ପ୍ରତିଷ୍ଠା ଦିବସକୁ ଉଦଘାଟନ କରିଛନ୍ତି । ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ!-->…
