Odia News Portal
Yearly Archives

2022

ୟୁକ୍ରେନ ଛାଡ଼ିଲେଣି ୪୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକ

ରୁଷର ପରଠାରୁ ୪୦ ଅଧିକ ଲୋକ ୟୁକ୍ରେନ ଛାଡ଼ଛନ୍ତି । ବୋଲି ଜାତିସଂଘର ଶରଣାର୍ଥୀ ଏଜେନ୍ସି ଏହି ତଥ୍ୟ ଜାରି କରିଛି ।ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏହା ୟୁରୋପରେ ସବୁଠାରୁ ବଡ ଶରଣାର୍ଥୀ ସଙ୍କଟ ବୋଲି ଏଜେନ୍ସି କହିଛି। ମିଳିତ ଜାତିସଂଘର ଶରଣାର୍ଥୀ ହାଇ କମିଶନର ବୁଧବାର ଏକ ୱେବସାଇଟରେ

କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଚାହୁଁଛି ବିଜେପି

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପି ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ସିସୋଦିଆ କହିଛନ୍ତି ଯେ ବିଜେପି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଚାହୁଁଛି। ସେ କହିଛନ୍ତି- ଆଜି ପୋଲିସର ଉପସ୍ଥିତିରେ ବିଜେପି ଗୁଣ୍ଡାମାନେ ମୁଖ୍ୟମନ୍ତ୍ରୀ

1.10 ଲକ୍ଷ କୋଟି ଟଙ୍କାର ବଜେଟ ଆଗତ କଲେ ଅର୍ଥମନ୍ତ୍ରୀ

2022-23 ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର 9 ରୁ ସାଢେ 9 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଜାତୀୟ ଅଭିବୃଦ୍ଧି ହାର 7.8 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିବା ବେଳେ ରାଜ୍ୟ ଅଭିବୃଦ୍ଧି ହାର ଅଧିକ ଆକଳନ କରାଯାଇଛି । ଆଜି ବିଧାନସଭାରେ କାମଚଳା ବଜେଟ ଆଗତ କରି ଅର୍ଥମନ୍ତ୍ରୀ

ମିକାଙ୍କ ସ୍ୱୟଂବର

ସଂଙ୍ଗୀତ ଦୁନିଆର ପରିଚିତ ଚେହେରା ମିକା ସିଂ ହାତକୁ ଦିହାତ ହେବାକୁ ଯାଉଛନ୍ତି । ସଂଙ୍ଗୀତ ପ୍ରେମୀଙ୍କୁ ଶେଷ ଦୁଇ ଦଶନ୍ଧି ଧରି ଚାର୍ଟବଷ୍ଟରରେ ସୁନ୍ଦର ସୁନ୍ଦର ଗୀତ ଶୁଣାଇଥିବା ମିକା ସର୍ବଦା ବାହାଘର ଠାରୁ ଦୂରେଇ ରହୁଥିଲେ । ସାୱନ ମେ ଲଗ ଗଇ ଆଗ୍ ନାମକ ଏକ ଟିଭି ଶୋର ସ୍ୱୟଂବର ମିକା ଦି

ଆଜିଠୁ ଶ୍ରୀଲଙ୍କାରେ ୧୦ ଘଣ୍ଟିଆ ବିଦ୍ୟୁତ କାଟ୍; ଘୋଷଣା କଲା ବିଦ୍ୟୁତ ବିଭାଗ

ଶ୍ରୀଲଙ୍କାରେ ଦୈନିକ ୧୦ ଘଣ୍ଟା ବିଦ୍ୟୁତ କାଟ । ଆଜିଠୁ ଶ୍ରୀଲଙ୍କାରେ ୧୦ ଘଣ୍ଟିଆ ବିଦ୍ୟୁତ କାଟ ହେବା ନେଇ ଘୋଷଣା କରିଛି ବିଦ୍ୟୁତ ବିଭାଗ। ମାର୍ଚ୍ଚ ପ୍ରଥମ ସପ୍ତାହରେ ଦୈନିକ ୭ ଘଣ୍ଟା ପାଇଁ ବିଦ୍ୟୁତ କାଟ କରିବାକୁ ଘୋଷଣା କରିଥିଲା ଶ୍ରୀଲଙ୍କା ସରକାର। ଏବେ ଏହା ଦୈନିକ ୧୦ ଘଣ୍ଟାକୁ

କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବଢିଲା

କେନ୍ଦ୍ରୀୟ କର୍ମଚାରୀଙ୍କ ୩ ପ୍ରତିଶତ ଡିଏ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରୀ । ପେନସନଭୋଗୀଙ୍କ ଡିଆର ମଧ୍ୟ ୩ ପ୍ରତିଶତ ବୃଦ୍ଧି କଲେ ସରକାର । ବର୍ଦ୍ଧିତ ୩ ପ୍ରତିଶତ ଡିଏ ଅତିରିକ୍ତ ଇନଷ୍ଟାଲମେଣ୍ଟରେ ଦେବାକୁ ନିର୍ଦ୍ଦେଶ । ୨୦୨୨ ଜାନୁଆରୀ ୧ରୁ ପିଛିଲା ଭାବେ ଦେବାକୁ ନିର୍ଦ୍ଦେଶ । ୪୭.୬୮

ଆସିଲା ମାନସଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଆସିଲା କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ । ମାନସଙ୍କୁ ଲମ୍ବା ସମୟ ଧରି ଭୋକିଲା ରଖାଯାଇଥିଲା । ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିଲା । ଲୁହା ରଡରେ ମାଡ ମରାଯାଇଥିଲା । ମାନସଙ୍କ ତିନିଟି ପିଞ୍ଜରା ହାଡ ଭାଙ୍ଗିଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ।

ଶ୍ରୀନଗରରେ ଏନକାଉଣ୍ଟର, ଦୁଇ ଆତଙ୍କୀ ନିହତ

ଆଜି ଶ୍ରୀନଗରର ରାଇନାୱାରୀ ଅଞ୍ଚଳରେ ଘଟିଥିବା ଏକ ଏନକାଉଣ୍ଟରରେ ଦୁଇଜଣ ଲଶ୍କର-ଇ-ତାଇବା / ରେଜିଷ୍ଟାନ୍ସ ଫ୍ରଣ୍ଟର ଆତଙ୍କବାଦୀ ନିହତ ହୋଇଛନ୍ତି। କାଶ୍ମୀରର ଇନ୍ସପେକ୍ଟର ଜେନେରାଲ୍ କହିଛନ୍ତି ଯେ ଏହି ଦୁଇ ଆତଙ୍କବାଦୀ ସାଧାରଣ ନାଗରିକଙ୍କ ହତ୍ୟା ସମେତ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ

କ୍ୟାମେରାମ୍ୟାନ୍‌ ହତ୍ୟା ଘଟଣା:ଅଭିଯୁକ୍ତଙ୍କ ଠାରୁ ସତ ବାହାର କରୁଛି କ୍ରାଇମବ୍ରାଞ୍ଚ

ଖୋଲୁଛି କ୍ୟାମେରମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟାକାଣ୍ଡର ଗୁମର। ଗୋଟିଏ ପରେ ଗୋଟେି ସତ ଉଗାଳିବା ଆରମ୍ଭ କରିଛନ୍ତି ଅଭିଯୁକ୍ତ। ପ୍ରଥମ ଦିନରେ ୭ଘଣ୍ଟାର ମାରାଥନ୍‌ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ଶର୍ମିଷ୍ଠା ସମେତ ୪ ଅଭିଯୁକ୍ତ ଙ୍କୁ ଜେରା କରିବା ପାଇଁ ୧୬ ଜଣଙ୍କୁ ନେଇ ଗଠିତ ହୋଇଛି ୪ଟି

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଆଉ ୧୦ ଦିନ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ଆଉ ମାତ୍ର ୧୦ ଦିନ ବାକି ଅଛି । ଏବେ ରଥ ମହାଖଳାରେ ରଥ କାମ ବି ଠିକଣା ଭାବେ ଜାରି ରହିଛି । ରଥର ସବୁଠାରୁ ସିଂହଭାଗ କାମ ହେଲା ଚକ ନିର୍ମାଣ । ଯାହା ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଚାରିଟି ଯାକ ଚକରେ ବଦଳିଆ, ପଇ ଓ ଅର