Odia News Portal
Yearly Archives

2022

ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଅସୁସ୍ଥ

ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଅସୁସ୍ଥ। ବିଳମ୍ବିତ ରାତିରେ ବାଣପୁର ସବଜେଲ୍‌ରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏନେଇ ଖୋର୍ଦ୍ଧା ଏସ୍‌ପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି ମଧ୍ୟରାତ୍ରରେ ସେ ଅସୁସ୍ଥ ଅନୁଭବ କରିଥିଲେ। ବାଣପୁର

ପାର୍କ ଏବଂ ସ୍କୁଲରେ ଶବ ପୋତୁଛନ୍ତି ୟୁକ୍ରେନବାସୀ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ବିପଦପୂର୍ଣ୍ଣ ହେବାରେ ଲାଗିଛି। ରୁଷ ତରଫରୁ ଲଗାତାର ଆକ୍ରମଣ ହେଉଛି। ବୋମା ବିସ୍ଫୋରଣ ଏବଂ ଏୟାର ଷ୍ଟ୍ରାଇକ ଯୋଗୁଁ ୟୁକ୍ରେନରେ ସାଧାରଣ ଲୋକ ମଧ୍ୟ ମରୁଛନ୍ତି। ସବୁଠାରୁ ଖରାପ ସ୍ଥିତି ମାରିୟୁପୁଲ୍‌ ରହିଛି। ଏଠାରେ ମରୁଥିବା

୨୦ ପ୍ରତିଶତ ବକେୟା ପ୍ରଦାନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଏହାଦ୍ବାରା କର୍ମଚାରୀମାନେ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେ। ପୂର୍ବରୁ ୮୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଛି । ଏଥିରେ ଉପକୃତ ହେବେ ୪ ଲକ୍ଷ କର୍ମଚାରୀ । ଏ ବାବଦରେ ୮୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ

ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ହତ୍ୟା ଉଦ୍ୟମ

ଜେଲେନ୍‌ସ୍କିଙ୍କୁ ହତ୍ୟା ଉଦ୍ୟମ ପଣ୍ଡ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କିଙ୍କୁ ହତ୍ୟା ଉଦ୍ୟମ ବିଫଳ ହୋଇଛି। ତାଙ୍କୁ ହତ୍ୟା କରିବାକୁ ରୁଷିଆନ ସ୍ପେଶାଲ ସର୍ଭିସେସ ୨୫ଜଣିଆ ଆତଙ୍କବାଦୀ ଦଳକୁ ନିୟୋଜିତ କରିଥିଲା। କିନ୍ତୁ ସେମାନେ ସ୍ଲୋଭାକିଆ- ହଙ୍ଗେରୀ ସୀମାନ୍ତରେ ଧରା

ବାରୁଣୀ ଘାଟରେ ଲାଗିଲା ୧୪୪ ଧାରା

ବାରୁଣୀ ସ୍ନାନ ଉପରେ ଲାଗିଲା ୧୪୪ ଧାରା। ଆସନ୍ତା ୩୦ ତାରିଖ ବାରୁଣୀ ବୁଡ ପାଇଁ ସ୍ନାନ ଯୋଗ ଥିବା ବେଳେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ୧୪୪ ଧାରା ଜାରି ରଖାଯାଇଛି। ଏହି କଟକଣା ୨୯ ଓ ୩୦ ତାରିଖ ପର୍ଯ୍ୟନ୍ତ ରହିବ। ବୈତରଣୀ ନଦୀରେ ବ୍ୟାରେଜ ନିର୍ମାଣ ହେଉଥିବାରୁ ପ୍ରଶାସନ ପକ୍ଷରୁ

କାଠଯୋଡି ନଦୀକୁ ଆଉ ଯିବନି ସହରର ନର୍ଦ୍ଦମା ପାଣି

କଟକ ମହାନଗର ନିଗମକୁ କଡ଼ା ନିର୍ଦ୍ଦେଶ । ଏଣିକି ଆଉ କାଠଯୋଡି ନଦୀ ଭିତରକୁ ଯିବନି କଟକ ସହରର ନର୍ଦ୍ଦମା ପାଣି । ଏଭଳି ଜନ ବିରୋଧୀ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି ରାଜ୍ୟର କେତେ ନଦୀରେ ଏହିପରି ଭାବରେ ପ୍ରଦୂଷିତ ଜଳ ମିଶୁଛି ।

୨ ଦିନ ପରେ ଆହୁରି ବଢିବ ତାପମାତ୍ରା

୨ଦିନ ପରେ ବଢିବ ତାତି। ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଅନୁଭୂତ ହେବ ଅସହ୍ୟ ଗ୍ରୀଷ୍ମଲହରୀ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପଟେ ରାଜ୍ୟରେ ବଢୁଛି ତାତି। ୭ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ୪୦.୮ ଡିଗ୍ରୀ ସହ ସମ୍ବଲପୁର ସବୁଠୁ

ମାଲକାନଗିରିରେ ଯନ୍ତ୍ରୀଙ୍କ ଘରୁ ମିଳିଲା ରେକର୍ଡ ପରିମାଣର ଟଙ୍କା

ମାଲକାନଗିରିର ଅଧିକ୍ଷଣ ଯନ୍ତ୍ରୀ ଆଶୀଷ କୁମାର ଦାସଙ୍କ ଘରୁ ମିଳିଲା 1 କୋଟି 36 ଲକ୍ଷ 75 ହଜାର ଟଙ୍କା । ଚତୁର୍ଥ ଦିନ ରେଡ ସମୟରେ ଭିଜିଲାନ୍ସ 1 କୋଟି 15 ଲକ୍ଷ ଟଙ୍କା ଜବତ କରିଛି । ପ୍ରଥମ ଦିନ 21 ଲକ୍ଷ 75 ହଜାର ଟଙ୍କା ଜବତ କରିଥିବା ବେଳେ 602 ଗ୍ରାମ ସୁନା ଜବତ କରିଥିଲା । ଜବତ

ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ଶପଥ ନେଲେ ପ୍ରମୋଦ ସାୱନ୍ତ

ଗୋଆର ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ସାୱନ୍ତ ଦ୍ୱିତୀୟ ଥର ପାଇଁ ଆଜି ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିର ଅନ୍ୟ ନେତାଙ୍କ ଉପସ୍ଥିତିରେ ରାଜଧାନୀ ପାଣାଜୀ ନିକଟସ୍ଥ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ରାଜ୍ୟପାଳ ପିଏସ୍ ଶ୍ରୀଧରନ୍ ପିଲ୍ଲାଇ

ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସହ ଝୁନାଙ୍କୁ ବାନ୍ଧିଲା କ୍ରାଇମ୍‌ବ୍ରାଞ୍ଚ ଟିମ୍

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌। ଭଦ୍ରକ ନଳାଙ୍ଗ ଗ୍ରାମରୁ ଶର୍ମିଷ୍ଠାକୁ ଧରିବାରେ ସଫଳ ହେଲା ପୋଲିସ।ଏଥି ସହିତ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଧରିବା ସଫଳ ହୋଇଛି ହୋଇଛି ପୋଲିସ। ପୋଲିସ