Odia News Portal
Yearly Archives

2022

ଆଜିଠୁ ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର

ଆଜିଠୁ ବଢିପାରେ ପେଟ୍ରୋଲ୍ ଓ ଡିଜେଲ୍ ଦର । ୫ ରାଜ୍ୟର ନିର୍ବାଚନ ପରେ ପୁଣି ବଢିବ ପେଟ୍ରୋଲ ଡିଜେଲ ଦର । ଏକାଥରକେ ୧୫ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ ଦର ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି । ଗତକାଲି ଉତ୍ତରପ୍ରଦେଶ ନିର୍ବାଚନ ଶେଷ ହୋଇଛି । ତେଣୁ ନିର୍ବାଚନ ସରିବା ପରେ ତେଲ ଦର ବଢିବାର

ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ଵିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ନାରୀ ସଶକ୍ତିକରଣ ପାଇଁ ଓଡ଼ିଶା ସବୁବେଳେ ପଦକ୍ଷେପ ନେଇଛି। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅବଦାନକୁ ନବୀନ

ୟୁକ୍ରେନ୍‌ରୁ ଫେରିଲେ ୭୭ ଓଡିଆ ଛାତ୍ରଛାତ୍ରୀ: ବିମାନବନ୍ଦରରେ ପିଲାଙ୍କ ଓ ପରିବାରର ଖୁସିରେ ସାମିଲ ହେଲେ…

ଦୀର୍ଘ ୧୨ ଦିନର ଉତ୍କଣ୍ଠା ଓ ଆଶଙ୍କାର ଆଜି ଅନ୍ତ ଘଟିଛି । ୟୁକ୍ରେନ୍‌ରେ ପଢୁଥିବା ଓଡିଆ ଛାତ୍ରଛାତ୍ରୀଙ୍କ ପରିବାର ପାଇଁ ଆଣିଛି ଆଶ୍ବସ୍ତି ।ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନ୍‌ରେ ପାଠ ପଢୁଥିବା ୭୭ ଓଡିଆ ଛାତ୍ରଛାତ୍ରୀ ଆଜି ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ସ୍ବତନ୍ତ୍ର ବିମାନରେ

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଯାଜପୁରର କୁନିଝିଅ ଶିକ୍ତା ବସୁନ୍ଧରା ମାଝି

ବୟସ ମାତ୍ର ୧ ବର୍ଷ ୭ମାସ। ଏହି କୋମଳମତି ବୟସରେ ନିଜର ସ୍ମରଣଶକ୍ତି ଓ ବୁଦ୍ଧିମତା ପାଇଁ ସେ ଆଜି ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ଅଧିକାର କରିପାରିଛନ୍ତି। ସେ ପଶୁପକ୍ଷୀ, ଫଳ, ପନିପରିବା, ବିଭିନ୍ନ ରଙ୍ଗ, ସ୍ବାଧୀନତା ସଂଗ୍ରାମୀ ଓ ମଣୀଷ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଆଦିକୁ ଚିହ୍ନଟ କରି ସେ

୪୫୮୪ ବୁଥ, ୪୨ ଲକ୍ଷ ଭୋଟର

ଆସନ୍ତା ପୌର ନିର୍ବାଚନରେ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୭୩୧ ୱାର୍ଡ ଏବଂ ୩ ମହାନଗରରେ ୧୬୧ଟି ୱାର୍ଡରେ ଭୋଟ ଗ୍ରହଣ କରାଯିବ। ଭୋଟ ଗ୍ରହଣ ପାଇଁ ୪ହଜାର ୫୮୪ଟି ବୁଥ କରାଯିବ ଏବଂ ୪୨ଲକ୍ଷ ଭୋଟର ନିର୍ବାଚନରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ରାଜ୍ୟ ନିର୍ବାଚନ

ୟୁକ୍ରେନ ଫେରନ୍ତା ଓଡିଆ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ଜଣେଇବେ ମୁଖ୍ୟମନ୍ତ୍ରୀ

ୟୁକ୍ରେନରୁ ଫେରୁଛନ୍ତି ୭୭ ଜଣ ଓଡ଼ିଆ ଛାତ୍ରଛାତ୍ରୀ । ଏୟାର ଏସିଆର ସ୍ବତନ୍ତ୍ର ବିମାନରେ ଦିଲ୍ଲୀରୁ ଓଡ଼ିଶା ଆସୁଛନ୍ତି । ଦିଲ୍ଲୀରୁ ଭୁବନେଶ୍ବର ଫେରୁଛନ୍ତି ଛାତ୍ରଛାତ୍ରୀ । ଆଉ କିଛି ସମୟ ପରେ ଭୁବନେଶ୍ବର ବିମାନବନ୍ଦରରେ ଲ୍ୟାଣ୍ଡିଂ । ପିଲାଙ୍କୁ ପାଛୋଟି ନେବାକୁ ବିମାନବନ୍ଦରକୁ ଯିବେ

କିଭରେ ଗୁଳିମାଡ଼ରେ ଆହତ ଭାରତୀୟ ଛାତ୍ର ହରଜୋତ୍ ଆଜି ସ୍ୱଦେଶ ଫେରିବେ

କିଛି ଦିନ ତଳେ ୟୁକ୍ରେନର ରାଜଧାନୀ କିଭରେ ଗୁଳିମାଡ଼ରେ ଆହତ ହୋଇଥିବା ଭାରତୀୟ ଛାତ୍ର ହରଜୋତ ସିଂ ସୋମବାର ସ୍ୱଦେଶ ଫେରୁଛନ୍ତି। ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାରିଜଣ କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରୁ ବେସାମରିକ

ପୌର ନିର୍ବାଚନରେ ଲାଗିବନି କୋଭିଡ୍ କଟକଣା, ସ୍ଥିତି ଦେଖି ନିୟମରେ ହୋଇପାରେ ପରିବର୍ତ୍ତନ

ପୌର ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ନିର୍ବାଚନ ଆୟୋଗ। ସେ କହିଛନ୍ତି ଯେ, ୧୮୯୯ଟି ୱାର୍ଡରେ ପୌର ନିର୍ବାଚନ ହେବ। ଏଥିପାଇଁ ୪୪୭୫ଟି ବୁଥ୍ ପ୍ରସ୍ତୁତ ରହିଛି। ୪୨ ଲକ୍ଷ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିରୂପଣ କରିବେ। ତେବେ ଆଜି ୩ଟା ସୁଦ୍ଧା ନାମାଙ୍କନ ଦାଖଲର ଶେଷ ସମୟ ରହିଛି।

ଡ.ସବିତା ସୁଆର ବିଜେପିର ବ୍ରହ୍ମପୁର ମେୟର ପ୍ରାର୍ଥୀ

ପୌର ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ । ବିଶେଷ କରି ମହାନଗର ନିଗମ ନିର୍ବାଚନକୁ ନେଇ ଶାସକ ବିଜେଡିଠୁ ନେଇ ବିରୋଧୀ ବିଜେପି ଏବଂ କଂଗ୍ରେସ ତରଫରୁ ମେୟର ପ୍ରାର୍ଥୀ ଘୋଷଣା ଜାରି ରହିଛି । ରବିବାର ସକାଳେ ବିଜେପି କଟକର ମେୟର ପ୍ରାର୍ଥୀ ଭାବେ ଅଭିନେତା ତଥା ଦଳୀୟ ନେତା

ଯୁଦ୍ଧ ରୋକିବ ଭାରତ

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଏବେ ବି ଜାରି ରହିଛି ଘମାଘୋଟ ଲଢ଼େଇ। ସବୁ ଚେଷ୍ଟା ପରେ ବି ଏହି ଯୁଦ୍ଧ ବନ୍ଦ ହେଉ ନାହିଁ। ଏବେ ପ୍ରଧାନମନ୍ତ୍ରୀ ମୋଦି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ରୋକିବାକୁ ନେଇ ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ ଫୋନ୍‌ରେ କଥା ବାର୍ତ୍ତା ହେବେ। ରିପୋର୍ଟ ମୁତାବକ, ପିଏମ୍‌