ପ୍ରେମିକାଙ୍କୁ ଓୟୋ ହୋଟେଲ ନେଇଥିଲା ପ୍ରେମିକ, କଥା ନଶୁଣିବାରୁ ମାରିଲା ଗୁଳି
ପ୍ରେମିକାଙ୍କୁ ନେଇ ଓୟୋ ହୋଟେଲ ଯାଇଥିଲା ଜଣେ ୩୮ ବର୍ଷୀୟ ବିବାହିତ ପ୍ରେମିକ।ସୂଚନା ଅନୁସାରେ, ଅଭିଯୁକ୍ତ ୩୮ ବର୍ଷୀୟ ପ୍ରବୀଣ ଜଣେ ବିବାହିତ। ସେ ତାର ପ୍ରେମିକାଙ୍କୁ ନେଇ ଦିଲ୍ଲୀର ଏକ ଓୟୋ ହୋଟେଲ ଯାଇଥିଲା। ଏହି ସମୟରେ ରୁମରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।!-->…